ବିଶ୍ୱ ଖାଦ୍ୟ ଦିବସ

October 16, 2020, ବିଶେଷ, , Srabani Nayak
ବିଶ୍ୱ ଖାଦ୍ୟ ଦିବସ
Srabani Nayak
[ Desk Head ]
Bhagyaprabha News Bureau
October 16, 2020

ଆଜି ବିଶ୍ୱ ଖାଦ୍ୟ ଦିବସ। ୧୯୮୦ ପରଠାରୁ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖରେ ଏହି ଦିବସ ପାଳନ କରାଯାଏ। ଖାଦ୍ୟ ସୁରକ୍ଷା ତଥା କୃଷିର ପ୍ରଚାର ପ୍ରସାର ଓ ଖାଦ୍ୟ ସଙ୍କଟ ଦିଗରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ।୧୯୪୫ ମସିହାରେ ଅକ୍ଟୋବର ଏହି ଦିନରେ ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା ହୋଇଥିଲା। ଏହାପରେ ୧୯୭୯ରେ ଏହି ଦିବସ ପାଳନ କରିବା ପାଇଁ ହଙ୍ଗେରିର ତତ୍‌କାଳୀନ କୃଷି ଓ ଖାଦ୍ୟ ମନ୍ତ୍ରୀ ଡାକ୍ତର ପଲ ରୋମାନା ଏହି ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଗୃହୀତ ହେବା ପରେ ଏବେ ବିଶ୍ୱର ପ୍ରାୟ ୧୫୦ ରୁ ଅଧିକ ଦେଶରେ ଏହି ଦିବସ ପାଳନ ହେଉଛି।୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇବା ବି ବିଶ୍ୱ ଖାଦ୍ୟ ଦିବସର ଉଦ୍ଦେଶ୍ୟ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ୨୮୫୦ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୮୫୦ ଆକ୍ରାନ୍ତ ଚିହ୍ନଟ

Read More...

ଖୁବଶୀଘ୍ର ବଦଳିବ ଝିଅମାନଙ୍କର ବିବାହ ବୟସ - ମୋଦୀ

ଖୁବଶୀଘ୍ର ବଦଳିବ ଝିଅମାନଙ୍କର ବିବାହ ବୟସ - ମୋଦୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: