ବାଘ ଚମଡା ସହ ସାତ ଗିରଫ

March 16, 2019, ଅପରାଧ, ସମ୍ବଲପୁର, Bhagyaprabha News Bureau
ବାଘ ଚମଡା ସହ ସାତ ଗିରଫ
Bhagyaprabha News Bureau
March 16, 2019

ରାଜ୍ୟର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକରେ ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ଚଢ଼ାଉ କରାଯାଇ ଚାରିଟି କଲରାପତରିଆ ବାଘ ଚମଡା ସହ ସାତ ଜଣ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି।ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶିକାର କରାଯାଇ ବାଘ ଚମଡା ଜବତ ହେଉଥିବା ବେଳେ ଏହା କେଉଁଠାରୁ ଅଣାଯାଇଛି ତାହାର ତଦନ୍ତ ଜାରି ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂକ୍ରାନ୍ତି ମାର୍କେଟ କୁ ଆସିଥିବା ବ୍ୟବସାୟୀର ମୃତ୍ୟୁ

ସଂକ୍ରାନ୍ତି ମାର୍କେଟ କୁ ଆସିଥିବା ବ୍ୟବସାୟୀର ମୃତ୍ୟୁ

Read More...

ଶିକ୍ଷା ବର୍ଷର ଆରମ୍ଭରୁ ମିଳିବ ବହି :ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଶିକ୍ଷା ବର୍ଷର ଆରମ୍ଭରୁ ମିଳିବ ବହି :ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: