ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍

November 25, 2020, ଦେଶଦୁନିଆ, , BHAGYAPRABHA NEWS
ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍
BHAGYAPRABHA NEWS
[ INPUT ]
Bhagyaprabha News Bureau
November 25, 2020

ଭିଜିଲାନ୍ସ ଜାଲରେ ୧୯୮୭ ବ୍ୟାଚ୍ ଆଇଏଫଏସ୍ ଅଫିସର ଅଭୟ କାନ୍ତ ପାଠକ । ବର୍ତ୍ତମାନ ସେ ଆଡିସିନାଲ୍ ପିସିସିଏଫ୍ ଭାବରେ କାର୍ଯ୍ୟରତ ଅଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଏକକାଳୀନ ୧୨ଟି ସ୍ଥାନରେ ରେଡ୍ ଚାଲିଛି । ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାରରେ ବି ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।ଅଭୟ କାନ୍ତ ପାଠକଭୁବନେଶ୍ୱରରେ ୫ଟି ସ୍ଥାନ ସମେତ ମୁମ୍ବାଇ ଓ ପୁଣେରେ ୭ଟି ସ୍ଥାନରେ ଏହି ରେଡ୍ ଚାଲିଛି ।ଅଭୟକାନ୍ତ ପାଠକଙ୍କର ପୁଣେ ଭୂଗାଁଓର ହିଲ ଟାଉନ୍ ଅଞ୍ଚଳରେ ଫାର୍ମ ହାଉସ୍ ଓ କୋରେଗାଁଓ ପାର୍କ ଅଞ୍ଚଳରେ ଫ୍ଲାଟ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଠାବ ହୋଇଛି ସେନେଇ ଆକଳନ କରାଯାଇ ନାହିଁ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ପଞ୍ଚୁକ, ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

ଆଜିଠୁ ପଞ୍ଚୁକ, ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

Read More...

ପରଲୋକରେ ଅହମ୍ମଦ ପଟେଲ

ପରଲୋକରେ ଅହମ୍ମଦ ପଟେଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: