ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଗଞ୍ଜାମ ଏସପିଙ୍କ ପାଖରେ ଅଭିଯୋଗ କଲା ବିଜେପି

November 29, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଗଞ୍ଜାମ ଏସପିଙ୍କ ପାଖରେ ଅଭିଯୋଗ କଲା ବିଜେପି
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
November 29, 2020

ବରିଷ୍ଟ ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକ ଗିରଫ ହେବାପରେ ତାଙ୍କର ପୁଅଙ୍କ ସହିତ ବିଭିନ୍ନ କାର୍ଯ୍ୟରେ ସାମିଲ ଥିବା ନେଇ ଚର୍ଚ୍ଚାକୁ ଆସିବା ପରେ ଗୋପାଳପୁର ବିଧାୟକଙ୍କୁ ଆଜି ଦଳରୁ ବହିଷ୍କୃତ କରାଯାଇଛି । ଏହି ଘଟଣାକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ରାଜନିତି ସରଗରମ ହୋଇ ଉଠିଛି । ଅନ୍ୟପାର୍ଶ୍ୱରେ ବ୍ରହ୍ମପୁର ଠାରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଏସ୍ପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗୋପାଳପୁର ନିର୍ବାଚନ ମଣ୍ଡଳିର ବହୁ ଯୁବକ ଯୁବତିଙ୍କ ଠାରୁ ଟାଟା କମ୍ପାନିରେ ଚାକିରି କରାଇଦେବା ନାମରେ ବିଧାୟକ ଏବଂ ତାଙ୍କ ସହଯୋଗୀମାନେ ମୋଟ ଅଙ୍କର ଟଙ୍କା ହଡପ କରିଥିବା ଅଭିଯୋଗ କରିଛି ବିଜେପି ଏହା ସହ ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ ଗିରଫ କରିବାକୁ ଦାବି କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଭିନେତା ରାହୁଲ ରୟଙ୍କୁ ବ୍ରେନ୍ ଷ୍ଟ୍ରୋକ୍ !

ଅଭିନେତା ରାହୁଲ ରୟଙ୍କୁ ବ୍ରେନ୍ ଷ୍ଟ୍ରୋକ୍ !

Read More...

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଆନ୍ନା ହଜାରେ

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଆନ୍ନା ହଜାରେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: