ବିଦ୍ୟୁତ୍‌ ଆଘାତ ରେ ଚାଷୀ ଦମ୍ପତି ଙ୍କ ମୃତ୍ୟୁ

December 12, 2020, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ବିଦ୍ୟୁତ୍‌ ଆଘାତ ରେ ଚାଷୀ ଦମ୍ପତି ଙ୍କ ମୃତ୍ୟୁ
Bhagyaprabha News Bureau
December 12, 2020

ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅଞ୍ଚଳରେ ଏକ ଅଭାବ ନିୟ ଘଟଣା ଘଟିଛି ।୧୧କେଭି ବିଦ୍ୟୁତ ଖୁଣ୍ଟ ର ଛିଡି ଥିବା ତାର ସଂସ୍ପର୍ଶରେ ଆସି ଚାଷୀ ଦମ୍ପତି ଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ପୁରୁଣା ବୁରୁପଡା ଗ୍ରାମ ର ସ୍ବାମୀ ହୀନ ସାମଲ ବୟସ ୬୫ ଓ ବିଷ୍ଣୁ ସାମଲ ବୟସ ୫୫। ସୂଚନା ମୁତାବକ ଆଜି ସକାଳ ୪ ଘଣ୍ଟ ସମୟରେ ଫୁଲ କୋବି ତୋଳିବା ପାଇଁ ବିଲ କୁ ଯାଇଥିବା ବେଳେ ତାଙ୍କର ବିଲରେ ଠିଆ ହୋଇଥିବା ବିଦୂତ ଖୁଣ୍ଟ ର ଛିଡି ଥିବା ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ଖବର ପାଇ ପୁଅ ଗୌଡ ସାମଲ ଉଭୟ ଙ୍କୁ ଉଦ୍ଧାର କରି 108 ଆମ୍ବୁଲାଂସ ଯୋଗେ ହିଂଜିଳି ମେଡିକାଲ ନେଇଥିଲେ । ହେଲେ ଡାକ୍ତର କିନ୍ତୁ ସେଠି ମୃତ ଘୋଷଣା କରିଥିବା ଜଣାପଡ଼ିଛି । ସକାଳୁ ସକାଳୁ ଏଭଳି ଏକ ଦୁଃଖ ଦ ଘଟଣା କୁ ନେଇ ସମଗ୍ର ହିଂଜିଳି ଅଞ୍ଚଳରେ ସୋକର ଛାୟା ଖେଳିଯାଇଥିବାର ସୂଚନା ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ସିଆଇଟିଇଉ ଓ ଏଆଇଟିଇଉ ପକ୍ଷରୁ ଆଦାନୀ-ଅମ୍ବାନୀ ବର୍ଜନ କର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା

କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ସିଆଇଟିଇଉ ଓ ଏଆଇଟିଇଉ ପକ୍ଷରୁ ଆଦାନୀ-ଅମ୍ବାନୀ ବର୍ଜନ କର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା

Read More...

 ଗଞ୍ଜାମ ଜିଲ୍ଲା ପାଳ ଙ୍କ ଅଚାନକ କବିସୂର୍ଯ୍ୟନଗର ଗ୍ରସ୍ତ

ଗଞ୍ଜାମ ଜିଲ୍ଲା ପାଳ ଙ୍କ ଅଚାନକ କବିସୂର୍ଯ୍ୟନଗର ଗ୍ରସ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: