ଜୋରଜବରଦସ୍ତ ଜମି ଦଖଲକୁ ବିରୋଧ କରି ଏସ୍ପିଙ୍କ ଦ୍ୱାରସ୍ତ ହେଲେ ରଘୁନାଥ

December 12, 2020, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଜୋରଜବରଦସ୍ତ ଜମି ଦଖଲକୁ ବିରୋଧ କରି ଏସ୍ପିଙ୍କ ଦ୍ୱାରସ୍ତ ହେଲେ ରଘୁନାଥ
Bhagyaprabha News Bureau
December 12, 2020

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୋବରା ଗାଁ ର ବାସିନ୍ଦା ରଘୁନାଥ ସେଠୀଙ୍କ ଏକ ଜମି କୁ ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଜୋରଜବରଦସ୍ତ ଜବରଦଖଲ କରିବାକୁ ବିରୋଧ କରି ଆଜି ରଘୁନାଥ ଗଞ୍ଜାମ ଏସ୍.ପି ଙ୍କ ଦ୍ୱାରସ୍ତ ହୋଇଥିଲେ । ସୂଚନାମୁତାବକ ଗୋବରା ଗାଁ ର ରଘୁନାଥ ସେଠୀ ଉକ୍ତ ଜାଗାରେ ଦୀର୍ଘ ୪୦ବର୍ଷ ଧରି ରହୁଥିବା ବେଳେ ଅଭିମନ୍ୟୁ ପ୍ରଧାନ ନାମକ ଜଣେ ଉଚ୍ଚଶିକ୍ଷିତ ସରକାରୀ କର୍ମଚାରୀ । ଜୋରଜବରଦସ୍ତି ଉକ୍ତ ଜାଗା କୁ ନିଜ ଜାଗା କହି ମାଡିବସିବା ସହ ଜାଗା ଛାଡିବାକୁ ଧମକ ଚମକ ଦେଉଛନ୍ତି । ତେବେ ଉକ୍ତ ଜାଗାର ସରକାରୀ କାଗଜପତ୍ର ରଘୁନାଥଙ୍କ ନାମରେ ଥିବାରୁ ରଘୁନାଥ ଏହାର ବିରୋଧ କରି ଉକ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଭଂଜନଗର ଥାନା କୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ଥାନା ଅଧିକାରୀ ଅଭିଯୋଗ ଶୁଣିବା ପରିବର୍ତେ ଦୁର୍ବ୍ୟବହାର କରିଥିଲେ ତେବେ ଥାନାରେ ଘଟଣାର ସମାଧାନ ନ ହେବାରୁ ନ୍ୟାୟ ପାଇଁ ଆଜି ବାଧ୍ୟ ହୋଇ ଏସ୍ପିଙ୍କ ଦ୍ୱାରସ୍ତ ହୋଇଛନ୍ତି ବୋଲି କହିଛନ୍ତି ରଘୁନାଥ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଯୁକ୍ତି ମେଳା ପରିଦର୍ଶନ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

ନିଯୁକ୍ତି ମେଳା ପରିଦର୍ଶନ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

Read More...

ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାମରେ ହୋଇଥିବା ଅଭିଯୋଗର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ।

ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାମରେ ହୋଇଥିବା ଅଭିଯୋଗର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: