ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଧମକ ପୂର୍ଣ୍ଣ ପୋଷ୍ଟର

March 17, 2019, ଅପରାଧ, କନ୍ଧମାଳ, Bhagyaprabha News Bureau
 ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଧମକ ପୂର୍ଣ୍ଣ ପୋଷ୍ଟର
Bhagyaprabha News Bureau
March 17, 2019

ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଧମକ ପୂର୍ଣ୍ଣ ପୋଷ୍ଟର । ପୋଷ୍ଟରରେ ଲୋକମାନଙ୍କୁ ଭୋଟ ବର୍ଜନ କରିବା ସହ ନେତାଙ୍କୁ ହତ୍ୟାଧମକ ଦେବା କଥା ପୋଷ୍ଟର ରେ ଉଲ୍ଲେଖ ରହିଛି । ସାଧାରଣ ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ଥିବାବେଳେ ଏଭଳି ମାଓବାଦୀଙ୍କ ପୋଷ୍ଟର ସାଧାରଣ ଜନତା ଓ ନେତା ମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ବିପ୍ଲବୀ ଗଣ କମିଟି ପ୍ରତିଷ୍ଠା କରିବା ପାଇଁ ମାଓବାଦୀ ମାନେ ମାଓ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । କନ୍ଧମାଳ ଜିଲ୍ଳା ବାଲିଗୁଡା ଦାରିଙ୍ଗିବାଡି ୫୯ ନଂ ଜାତୀୟ ରାଜପଥ କାନ୍ଦିବାନ୍ଦ ଗାଁ ନିକଟ ଜାତୀୟ ରାଜପଥରେ ମାଓ ପୋଷ୍ଟର ଲାଗିଛି । ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଏଭଳି ପୋଷ୍ଟର ପୋଲିସର ଚିନ୍ତା ବଢାଇଦେଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲିଙ୍ଗରାଜ ମନ୍ଦିର ହୁଣ୍ଡିରୁ ଲୁଟ

ଲିଙ୍ଗରାଜ ମନ୍ଦିର ହୁଣ୍ଡିରୁ ଲୁଟ

Read More...

ଶଙ୍ଖ ଧରିବେ ଦିଲୀପ !

ଶଙ୍ଖ ଧରିବେ ଦିଲୀପ !

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: