ମହାନ୍ ସଂଘର ସାଧାରଣ ଅଧିବେଶନ ଓ କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ

December 27, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ମହାନ୍ ସଂଘର ସାଧାରଣ ଅଧିବେଶନ ଓ କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
December 27, 2020

ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ମହାନ୍ ସଂଘ ପକ୍ଷରୁ ଗାୟତ୍ରୀ ହୋଟେଲ୍ ପରିସରରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘ ଫକ୍ଷରୁ ସରକାରଙ୍କ ସମସ୍ତ କୋଭିଡ ଗାଇଡ ଲାଇନ ପାଳନ କରି ସାମାଜିକ ଦୂରତା ରକ୍ଷାକରି ଅନୁଷ୍ଠିତ ହୋଇଥିଲା ।ସଂଘର ସଭାପତି ସୁଶାନ୍ତ ସାବତ ଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସ୍ଵତନ୍ତ୍ର ବୈଠକରେ କୋଭିଡ୍ ସମୟରେ କାର୍ଯ୍ୟ କରିଥିବା ସଦସ୍ୟ ସଦସ୍ୟାଙ୍କୁ ସମ୍ମାନିତ କରାଯାଇଥିଲା । ସ୍ଵତନ୍ତ୍ର ଭାବେ ଜିତେନ୍ଦ୍ର ସାହୁ, ଦଣ୍ଡପାଣି ନାୟକ, ମମତା ପଢି, ତ୍ରିନାଥ ନାୟକ ଙ୍କୁ କୋଭିଡ ସମୟରେ ନିଜର ଅତୁଳନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଡ଼ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ରାଜ୍ୟ ସମ୍ପାଦକ ସୁବାସ ମହାରଣା, ଡ ସନ୍ତୋଷ ପାଢ଼ୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ସଂଘ୍ ର କାର୍ଯ୍ୟକ୍ରମକୁ ପ୍ରସଂସା। କରିବା ସହ କୋଭିଦ ୧୯ ଯୋଦ୍ଧା ମାନଙ୍କୁ ସମ୍ମାନ ପ୍ରଦାନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ସଂଘ ପକ୍ଷରୁ ଅତି ନିକଟରେ ଗଂଜାମ ର ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ପର୍ଯ୍ୟାୟ କ୍ରମେ ସମ୍ମାନିତ କରାଯିବା ସହ ଜିଲ୍ଲାରେ ଏକ ନେଚର ପାଥି ହସ୍ପିଟାଲ୍, ଶିଶୁଭବନ, ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ସଭାପତି ଶ୍ରୀ ସାବତ ସୂଚନା ଦେଇଥିଲେ। ହରିପ୍ରସାଦ ମାଳନ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସଞ୍ଜୟ ମାଝି, ପ୍ରସାନ୍ତ ପାତ୍ର, ମହେନ୍ଦ୍ର ପାତ୍ର, ମଞ୍ଜୁଶ୍ରୀ ପଣ୍ଡା, ଡ ସୂଚନା ପାଢ଼ୀ, ସବିତା ସାହୁ, ରତ୍ନମଣି କଟନ, କିରଣ ମିଶ୍ର, ଡ ଗଙ୍ଗ ଲକ୍ଷ୍ମୀ ପଟ୍ଟନାୟକ, ପ୍ରଣତି ପଣ୍ଡା, ସୁଚେତା ପାଣିଗ୍ରାହୀ, ସନ୍ତୋଷ ସାହୁ, ବୃନ୍ଦାବନ ବେହେରା, ସୁରେଶ ତ୍ରିପାଠୀ, ଭୀଷ୍ମ ଚୌଧୁରି, ଭଗବାନ ବେହେରା, ପ୍ରଦୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫ୍ରେଣ୍ଡସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଯୋଗଦେଲେ ସାନଖେମୁଣ୍ଡି ବିଧାୟକ

ଫ୍ରେଣ୍ଡସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଯୋଗଦେଲେ ସାନଖେମୁଣ୍ଡି ବିଧାୟକ

Read More...

ଗଞ୍ଜାମ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ୨୦ ଏକର ଜମିରେ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ

ଗଞ୍ଜାମ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ୨୦ ଏକର ଜମିରେ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: