୨୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖି ସମ୍ଭାବନା

March 17, 2019, ଓଡ଼ିଶା, , Bhagyaprabha News Bureau
୨୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖି ସମ୍ଭାବନା
Bhagyaprabha News Bureau
March 17, 2019

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୨୦ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଳାର କାଳବୈଶାଖି ହେବାର ସମ୍ଭାବନା ରହିଛି ।୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ସହ କାଳବୈଶାଖି ବର୍ଷା ହେବା ସହ ବିଭିନ୍ନ ସ୍ଥାନରେ କାଳବୈଶାଖି ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ ,କେନ୍ଦୁଝର , ମୟୂରଭଞ୍ଜ , ବାଲେଶ୍ୱର , ଭଦ୍ରକ , ଢେଙ୍କାନାଳ , ବର୍ଷର୍ା ହେବା ସହ ୪୦ ରୁ ୫୦ କିମି ବ୍ରଜ ପାତ ଓ ପବନ ବହିବା ସହ ସତର୍କ ରହିବାକୁ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇଣ୍ଡୋନେସିଆରେ ପ୍ରାକୃତିକ ବନ୍ୟା-୫୦ ମୃତ୍ୟୁ

ଇଣ୍ଡୋନେସିଆରେ ପ୍ରାକୃତିକ ବନ୍ୟା-୫୦ ମୃତ୍ୟୁ

Read More...

ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ୧୩ନମ୍ବର ଜୋନ ର କଂଗ୍ରେସ   କର୍ମୀ ସମିଳନୀ

ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ୧୩ନମ୍ବର ଜୋନ ର କଂଗ୍ରେସ କର୍ମୀ ସମିଳନୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: