ବନ ବିଭାଗ ଦ୍ୱାରା ୧୦ ଫୁଟର ଅହିରାଜ ଉଦ୍ଧାର

January 12, 2021, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବନ ବିଭାଗ ଦ୍ୱାରା ୧୦ ଫୁଟର ଅହିରାଜ ଉଦ୍ଧାର
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 12, 2021

ପାତ୍ରପୁର ବ୍ଲକ ଅନ୍ତର୍ଗତ ସାପଙ୍ଗ ଗ୍ରାମରୁ ୧୦ ଫୁଟର ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ଗ୍ରାମବାସୀ ବିରାଟ ସାପକୁ ଦେଖି ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ। ଏହାପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ସାମନ୍ତିଆପଲ୍ଲୀ ବନ ବିଭାଗକୁ ଜଣାଇଥିଲେ। ବନାଞ୍ଚଳ ଅଧିକାରୀ ରଜତ ମିଶ୍ରଙ୍କ ନେତୃତ୍ୱରେ ଫରେଷ୍ଟର ଅବିନାଶ ଚୌଧୁରୀ, ପରେଷ୍ଟ ଗାର୍ଡ ଜିତେନ୍ଦ୍ର ଦାସ, ରତନ ବେହେରା ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ଏହାପରେ ସାପଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡା ଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଆ କାଳିଜାଇଙ୍କ ପୀଠରେ  ଲାଗୁ ହଲା ୧୪୪ ଧାରା

ମାଆ କାଳିଜାଇଙ୍କ ପୀଠରେ ଲାଗୁ ହଲା ୧୪୪ ଧାରା

Read More...

ଦିଗପହଣ୍ଡିରେ ସାନଖେମୁଣ୍ଡି ବିଧାୟକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡିରେ ସାନଖେମୁଣ୍ଡି ବିଧାୟକଙ୍କୁ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: