ଦୀର୍ଘ ଦିନର ଅପେକ୍ଷା ପରେ ଓଡ଼ିଶାରେ ପହଞ୍ଚିଲା କୋରୋନା ଟିକା।

January 12, 2021, ସ୍ବାସ୍ଥ୍ୟ, , Bhagyaprabha News Bureau
ଦୀର୍ଘ ଦିନର ଅପେକ୍ଷା ପରେ ଓଡ଼ିଶାରେ ପହଞ୍ଚିଲା କୋରୋନା ଟିକା।
Bhagyaprabha News Bureau
January 12, 2021

ଦୀର୍ଘ ଦିନର ଅପେକ୍ଷା ପରେ ଓଡ଼ିଶାରେ ପହଞ୍ଚିଲା କୋରୋନା ଟିକା । କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ରାଜ୍ୟ ଔଷଧ ନିଗମକୁ ନିଆଯାଉଛି । ବହୁ ପ୍ରତୀକ୍ଷିତ କରୋନା ଭ୍ୟାକ୍ସିଂନ ଟୀକା କୋଭିସିଲଡ଼ ସିଧା ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ରୁ ଏକ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ଆସି ଭୁବନେଶ୍ୱର ବିଜୁ ପଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ରେ ପହଞ୍ଚିବା ପରେ ତାହାକୁ ତିନୋଟି ସ୍ୱତନ୍ତ୍ର ଭ୍ୟାକ୍ସିଂନ ଭ୍ୟାନ ଯୋଗେ କଡା ନିରାପତ୍ତା ମଧ୍ୟରେ ରାଜ୍ୟ ଭ୍ୟାକ୍ସିଂନ କେନ୍ଦ୍ର କୁ ପଠାଇ ଦିଆଯାଇଛି। ଏହାପରେ ଏହାକୁ ସମସ୍ତ ଜିଲ୍ଲା ଭ୍ୟାକ୍ସିଂନ କେନ୍ଦ୍ର ଗୁଡିକ ପଠାଯିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମରେ ଚଳିତମାସ ୧୬ ତାରିଖ ଠାରୁ କୋଭିଡ୍ ଟିକା ପ୍ରଦାନ କରାଯିବ

ଗଞ୍ଜାମରେ ଚଳିତମାସ ୧୬ ତାରିଖ ଠାରୁ କୋଭିଡ୍ ଟିକା ପ୍ରଦାନ କରାଯିବ

Read More...

ମାଆ କାଳିଜାଇଙ୍କ ପୀଠରେ  ଲାଗୁ ହଲା ୧୪୪ ଧାରା

ମାଆ କାଳିଜାଇଙ୍କ ପୀଠରେ ଲାଗୁ ହଲା ୧୪୪ ଧାରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: