ବାଇଡେନ ଏବଂ କମଳା ହାରିସଙ୍କୁ ବାଲୁକା କଳାରେ ସ୍ବାଗତ

January 21, 2021, ଦେଶଦୁନିଆ, , BHAGYAPRABHA NEWS
ବାଇଡେନ ଏବଂ କମଳା ହାରିସଙ୍କୁ ବାଲୁକା କଳାରେ ସ୍ବାଗତ
BHAGYAPRABHA NEWS
[ INPUT ]
Bhagyaprabha News Bureau
January 21, 2021

ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି ଭାବେ କମଳା ହାରିସ ଶପଥ ଗ୍ରହଣ କରିଛନ୍ତି। ସାରା ବିଶ୍ବରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା । ତେବେ ଏପରି ଖୁସିର ମୂହୁର୍ତ୍ତରେ ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ବାଲୁକା କଳା। ଯେଉଁଥିରେ ଉଭୟ ବାଇଡେନ ଏବଂ ହାରିସଙ୍କୁ କରାଯାଇଛି ସ୍ବାଗତ । ଏହିପରିର ଆକର୍ଷଣୀୟ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ଉଭୟ ବାଇଡେନ ଏବଂ ହାରିସଙ୍କର ଅବିକଳ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଉଭୟଙ୍କ ପଛପଟେ ଆମେରିକୀୟ ଜାତୀୟ ପତାକାର ଏକ ଆକର୍ଷଣୀୟ ପ୍ରତିଛବି ମଧ୍ୟ ରହିଛି। ସେହିପରି ସମ୍ମୁଖ ଭାଗରେ କ୍ୟାପିଟୋଲ ହିଲର ଏକ ସ୍ଥାପତ୍ୟ ନିର୍ମାଣ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିଜିଲାନ୍ସ ଜାଲରେ ଜିଆରଏସ୍‍

ଭିଜିଲାନ୍ସ ଜାଲରେ ଜିଆରଏସ୍‍

Read More...

ରେକର୍ଡ଼ ସୃଷ୍ଟି କରି ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସେୟାର ବଜାର

ରେକର୍ଡ଼ ସୃଷ୍ଟି କରି ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସେୟାର ବଜାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: