ଦିଗପହଣ୍ଡିରେ କଲୋନୀ ବ୍ଯାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

January 25, 2021, ଖେଳ, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ କଲୋନୀ ବ୍ଯାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
Kiran Behera
[ Reporter,Digapahandi ]
Bhagyaprabha News Bureau
January 25, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କଲୋନୀ ୟୁଥ ରିକ୍ରିଏସନ କ୍ଲବ ଆନୁକୂଲ୍ୟରେ ସୋମବାର ସନ୍ଧ୍ୟାରେ ଦ୍ୱିତୀୟ ଓପନ ବ୍ଯାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଥିବା ଜଣାପଡ଼ିଛି । ସମାଜସେବୀ ରାଜକିରଣ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଟୁଣ୍ଣାମେଣ୍ଟକୁ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର ମୂଖ୍ଯଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ଓକିଲ ସଂଘର ସଭାପତି ପରେଶ ଚନ୍ଦ୍ର ରଥ , ଆଇନଜୀବୀ ହରପ୍ରସାଦ ରଥ , ସରକାରୀ ଓକିଲ ବିପ୍ଲବ କୁମାର ମୁଦୁଲି , ସମାଜସେବୀ ତପନ କୁମାର ମିଶ୍ର , ଅବକାରୀ ଏସ୍ଆଇ ଅଭିରାମ ସାହୁ , କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଉଦଘାଟନୀ ମ୍ଯାଚରେ ହର ଓ ତପନ ଯୋଡି ପରେଶ ଓ ବିପ୍ଲବ ଯୋଡିକୁ ୨୧-୧୪ ପଏଣ୍ଟ ବ୍ଯବଧାନରେ ପରାସ୍ତ କରିଥିଲେ । କ୍ଲବ କର୍ମକର୍ତ୍ତା ରଞ୍ଜିତ ବେହେରା , ଶମ୍ବୁଜ ଦଳାଇ , ନୀଳକଣ୍ଠ ପଟ୍ଟନାୟକ , ମନୋଜ ପଟ୍ଟନାୟକ , ନୀଳମାଧବ ପଣ୍ଡା , ବିଘ୍ନରାଜ ପାଣିଗ୍ରାହୀ , ରିଣ୍ଟୁ ପଟ୍ଟନାୟକ , ଶିବ ରଥଙ୍କ ସମେତ ବବଲୁ , ପପଲୁ , ଗୁଡୁ , ପିଣ୍ଟୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କବିସୂର୍ଯ୍ୟ ବଳଦେବ ରଥଙ୍କ ଜୟନ୍ତୀ ନିମନ୍ତେ ଦିଗପହଣ୍ଡି ବିକାଶ ପରିଷଦ ପକ୍ଷରୁ ପ୍ରସ୍ତୁତି ସଭା ଅନୁଷ୍ଠିତ

କବିସୂର୍ଯ୍ୟ ବଳଦେବ ରଥଙ୍କ ଜୟନ୍ତୀ ନିମନ୍ତେ ଦିଗପହଣ୍ଡି ବିକାଶ ପରିଷଦ ପକ୍ଷରୁ ପ୍ରସ୍ତୁତି ସଭା ଅନୁଷ୍ଠିତ

Read More...

ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୧ତମ ଜାତୀୟ ଭୋଟର ଦିବସ ପାଳିତ

ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୧ତମ ଜାତୀୟ ଭୋଟର ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: