ଲିଆନା ଫାଉଣ୍ଡେସନ ପକ୍ଷରୁ ବ୍ରହ୍ମପୁର ଶ୍ରେଷ୍ଠ ବ୍ରହ୍ମପୁର କାର୍ଯ୍ୟକ୍ରମ

January 30, 2021, ଓଡ଼ିଶା, , Gouri Shankar Mishra
ଲିଆନା ଫାଉଣ୍ଡେସନ ପକ୍ଷରୁ  ବ୍ରହ୍ମପୁର ଶ୍ରେଷ୍ଠ ବ୍ରହ୍ମପୁର କାର୍ଯ୍ୟକ୍ରମ
Gouri Shankar Mishra
[ Video Journalist ]
Bhagyaprabha News Bureau
January 30, 2021

ବ୍ରହ୍ମପୁର -ଲିଆନା ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଦଳୁଆ ସାହି ଠାରେ ମୋ ବ୍ରହ୍ମପୁର ଶ୍ରେଷ୍ଠ ବ୍ରହ୍ମପୁର କାର୍ଯ୍ୟକ୍ରମ ର ଲୋଗୋ ଉନ୍ମୋଚନ ସହିତ ଗୃହଲକ୍ଷ୍ମୀ ଫୋଟୋ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ଦଶ ଜଣ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସମ୍ମାନନୀୟ ଅତିଥି ରୂପେ ବିଜେଡ଼ି ଜିଲ୍ଲା ଉପସଭାପତି ସଞ୍ଜିତ ପାଣିଗ୍ରାହୀ, ବିଜେଡ଼ି ରାଜ୍ୟ ସହ ସମ୍ପାଦକ ତୁମ୍ଭନାଥ ପଣ୍ଡା, ପୂର୍ବତନ କର୍ପୋରେଟର ସମାଜସେବୀ ଆର୍ .ମୁରଲୀ ମୋହନ, ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ, ବରିଷ୍ଠ ଶିକ୍ଷାବିତ ଡକ୍ଟର ସଂଧ୍ୟାରାଣୀ ପଟ୍ଟନାୟକ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ବ୍ରହ୍ମପୁର ବାସୀଙ୍କ ନିମନ୍ତେ "ମୋ ବ୍ରହ୍ମପୁର ଶ୍ରେଷ୍ଠ ବ୍ରହ୍ମପୁର" ନିଶ୍ଚିତ ରୂପେ ଏକ ନୂତନ ମନୋରଞ୍ଜନର ଧାରା ସୃଷ୍ଟି କରିବ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ପାତ୍ର, ପ୍ରଶାନ୍ତ ପ୍ରତିନିଧି, ପ୍ରଭାତ କୁମାର, ତ୍ରିନାଥ କୁମାର ଏବଂ କାହ୍ନୁ ରାଉତ ପରିଚାଳନା କରିଥିବାବେଳେ ଲିଆନା ଫାଉଣ୍ଡେସନ ର ସମ୍ପାଦିକା ଶ୍ରୀମତୀ ସଂଯୁକ୍ତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦାନ ସଂଗ୍ରହ କରିବା ପାଇଁ ଆହ୍ବାନ

ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦାନ ସଂଗ୍ରହ କରିବା ପାଇଁ ଆହ୍ବାନ

Read More...

ପୁଅ ତୁଳନାରେ ଝିଅମାନେ ଅଧିକ ଆଦରଣୀୟ : ତହସିଲଦାର

ପୁଅ ତୁଳନାରେ ଝିଅମାନେ ଅଧିକ ଆଦରଣୀୟ : ତହସିଲଦାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: