ବିଜେଡିରୁ ଇସ୍ତଫା ଦେଲେ ଗୁଣପୁର ବିଧାୟକ

March 18, 2019, ଖେଳ, , Bhagyaprabha News Bureau
ବିଜେଡିରୁ ଇସ୍ତଫା ଦେଲେ ଗୁଣପୁର ବିଧାୟକ
Bhagyaprabha News Bureau
March 18, 2019

ବିଜେଡି ଦଳ ଅଣଦେଖା କରୁଥିବା ଅଭିଯୋଗ କରି ଦଳର ପ୍ରାଥମିକ ସଦସ୍ୟ ପଦର ୁ ଇସ୍ତଫା ଦେଇଛନ୍ତି ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ । ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ସୂଚନା ଅନୁସାରେ ଗତ ୧୬ ତାରିଖ ଦିନ ଗୁଣପୁର ନିର୍ବାଚନ ମଣ୍ଡଳିରେ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ମିଶ୍ରଣ ପର୍ବ କରାଯାଇଥିଲା । ମୁଁ ଭୂବନେଶ୍ୱରରେ ଥିଲି କିନ୍ତୁ କିଛି ବି ସୂଚନା ଦିଆଗଲା ନାହିଁ । ଏହି କାରଣରୁ ମୁଁ ମର୍ମାହତ ବ୍ୟକ୍ତିଗତ ଭାବେ ମୁଁ ଦଳ ଛାଡିବାକୁ ନିଷ୍ପତ୍ତି ନେଲି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ବିଜେଡି ତାଲିକା ,କିଏ କେଉଁଠାରୁ ଲଢିବେ

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ବିଜେଡି ତାଲିକା ,କିଏ କେଉଁଠାରୁ ଲଢିବେ

Read More...

ପାକିସ୍ତାନ ଗୁଳିରେ ୧ ଭାରତୀୟ ଯବାନ ସହିଦ ,୬ ଆହାତ

ପାକିସ୍ତାନ ଗୁଳିରେ ୧ ଭାରତୀୟ ଯବାନ ସହିଦ ,୬ ଆହାତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: