ଶ୍ରୀରାମ ନଗର ଠାରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

February 07, 2021, ସ୍ବାସ୍ଥ୍ୟ, ଗଞ୍ଜାମ, Gouri Shankar Mishra
ଶ୍ରୀରାମ ନଗର ଠାରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ
Gouri Shankar Mishra
[ Video Journalist ]
Bhagyaprabha News Bureau
February 07, 2021

ବ୍ରହ୍ମପୁର ଶ୍ରୀରାମ ନଗର ଯୁବକ ସଂଘ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ୫ଟି ବିଭାଗର ଡ଼କ୍ଟର ମାନେ ଆସି ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ମାନ୍ୟବର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିବା ବେଲବl ସନମାନିତ ଅତିଥିଭାବେ ଅର୍ଜୁନ ପୁରସ୍କାର ପ୍ରାପ୍ତ କେ ରବି କୁମାର, ଆଇନଜୀବୀ ପ୍ରଦୀପ କୁମାର ବେହେରା, ଯୁବ ସଭାପତି ଅଜିତ କୁମାର ପଣ୍ଡା, ପୂର୍ବତନ କର୍ପୋରେଟର ଅନିଲ ନାୟକ, ଆର. ମୁରଲୀ ମୋହନ, ସୁରେନ୍ଦ୍ର ମହାରଣା,ଏସ ଏ. ଖଲିଲ,ଏ ସନ୍ତୋଷ ପାତ୍ର ,ବାବୁ ଗୌଡ଼ ବଡବଜ଼ାର ଥାନା ଅଧିକାରୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଅଞ୍ଚଳର ଯୁବନେତା ପିଣ୍ଟୁ ବେହେରା ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଲିଟୁ ବେହେରା, ଜୁଲୁ ମହାନ୍ତି, ବାବୁଲ ମହାନ୍ତି, କବିର ପାତ୍ର, ସିଟୁ ରାଉଳ,ଭିକି ମହାନ୍ତି, ଶିବ ମିଶ୍ର, ପ୍ରଭାକର ସାହୁ, ସନ୍ତୋଷ ଜେନା, ନରସିଂହ ପଣ୍ଡା, ଜଟିନ ମହାନ୍ତି, ଆଶିଷ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଘ ଚମଡା ସହ ହାତି ଦାନ୍ତ ଜବତ ତିନି ଗିରଫ

ବାଘ ଚମଡା ସହ ହାତି ଦାନ୍ତ ଜବତ ତିନି ଗିରଫ

Read More...

ମାଁ ଟିକାଚନ୍ଦ୍ରୀ ଶକ୍ତିପୀଠ ରାସ୍ତା ସଂଯୋଗୀକରଣ ନିମନ୍ତେ ଭୂମିପୂଜା

ମାଁ ଟିକାଚନ୍ଦ୍ରୀ ଶକ୍ତିପୀଠ ରାସ୍ତା ସଂଯୋଗୀକରଣ ନିମନ୍ତେ ଭୂମିପୂଜା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: