ମଧ୍ୟରାତ୍ରରେ ମୂଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ କଲେ ଶପଥ ପାଠ

March 19, 2019, ଦେଶଦୁନିଆ, , Bhagyaprabha News Bureau
ମଧ୍ୟରାତ୍ରରେ ମୂଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ କଲେ ଶପଥ ପାଠ
Bhagyaprabha News Bureau
March 19, 2019

ମନୋହର ପାରିକଙ୍କର ଦେହାନ୍ତ ପରେ ଗୋଆର ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ରାଜନ÷ତିକ ସ୍ଥରରେ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ତାହାର ଆଜି ପର୍ଣ୍ଣଛେଦ ପଡିଛି । ରବିବାର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚ ଚାଲିଥିବା ପ୍ରମୋଦ କୁମାର ସାୱନ୍ତ ଗୋଆର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଚାଳିଥିଲା ତାହା ଆଜି ସଫଳ ହୋଇଛି । ରାତି ଅଧରେ ଶପଥ ପାଠ କରିଥିବାରୁ ପ୍ରମୋଦଙ୍କ ଶତ୍ୟପାଠକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ସୋମବାର ମଧ୍ୟରାତ୍ର ୧୍.୫୦ ମିନିଟ ସମୟରେ ସେ ରାଜ୍ୟପାଳ ମୃଦୁଳା ସିହ୍ନା ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ । ସୂଚନା ଅନୁସାରେ ରାଜ୍ୟପାଳ ୧.୪୬ ମିନିଟ ସମୟରେ ରାଜାଭବନର ଦରବାର ହଲରେ ପହଞ୍ଚିଥିଲେ । ଭାରତୀୟ ଜାତୀୟ ସଂଗୀତ ଗାନ ପରେ ଶପଥ ଗ୍ରହଣ କରିଥିଲେ । ଶପଥ ଗ୍ରହଣ ସମୟରେ ୧୧ ଜଣ ନେତା ଗୋଆ କ୍ୟାବିନେଟ ମନ୍ତ୍ରୀ ପାଇଁ ଶପଥ ପାଠ ଗ୍ରହଣ କରିଥିଲେ । ନୁଆ ଉପମୁଖ୍ୟମନ୍ତ୍ରୀ ଭାବେ ବିଜୟ ସରଦେଶାଇ ଓ ସୁଦିନ ଧବଲିକର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦାନ୍ତେୱାଡ଼ାରେ ମାଓ ହମଲା, ସିଆରପିଏଫର  ଯବାନ ସହିଦ

ଦାନ୍ତେୱାଡ଼ାରେ ମାଓ ହମଲା, ସିଆରପିଏଫର ଯବାନ ସହିଦ

Read More...

କଂଗ୍ରେସର  ପ୍ରାର୍ଥୀ ଘୋଷଣା ୬ଲୋକସଭା, ୩୬ ବିଧାନସଭା ଆସନ ପାଇଁ ଟିକେଟ ଦେଲା ଦଳ

କଂଗ୍ରେସର ପ୍ରାର୍ଥୀ ଘୋଷଣା ୬ଲୋକସଭା, ୩୬ ବିଧାନସଭା ଆସନ ପାଇଁ ଟିକେଟ ଦେଲା ଦଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: