ଓଡ଼ିଶା : Category News


ଏହି ୨୧ ଦିନ ଯେତିକି ସମ୍ବେଦନଶୀଳ ସେତିକି ବିପଦପୂର୍ଣ୍ଣ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 7268 | Read...

ଏହି ୨୧ ଦିନ ଯେତିକି ସମ୍ବେଦନଶୀଳ ସେତିକି ବିପଦପୂର୍ଣ୍ଣ

ବିପର୍ଯ୍ୟୟ ପରିଚାଳନାରେ ଆଜି ଓଡ଼ିଶା କେବଳ ଭାରତ ପାଇଁ ନୁହେଁ, ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛି । ଦେଶର ଏହି ପଛୁଆ ରାଜ୍ୟ କରୋନା ଯୁଦ୍ଧରେ ମଧ୍ୟ ବିଶ୍ୱ ବିଜୟୀ ହେବ । ହେଲେ ଏଥିନିମନ୍ତେ ଦରକାର ମାତ୍ର ୨୧ ଦିନର ଧୈର୍ଯ୍ୟ ।



ରାଜ୍ୟରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7264 | Read...

ରାଜ୍ୟରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ଯରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ରାଜ୍ଯରେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୨୪୫କୁ ବୃଦ୍ଧି ପାଇଛି । ଏହି ନୂଆ ସଂକ୍ରମିତଙ୍କ ଭିତରୁ ୧୧୦ଜଣ କ୍ବାରେଣ୍ଟାଇନରେ ଥିବାବେଳେ, ୩୧ଜଣ ସ୍ଥାନୀୟ ଅଞ୍ଚଳର



କୁନି ଝିଅର ଭବିଷ୍ୟତ ପାଇଁ ସହାୟତା କଲେ ଚିରଞ୍ଜିତ ଓ ପରିବାର

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 7263 | Read...

କୁନି ଝିଅର ଭବିଷ୍ୟତ ପାଇଁ ସହାୟତା କଲେ ଚିରଞ୍ଜିତ ଓ ପରିବାର

ଗତ କିଛି ଦିନ ତଳେ ରାଜ୍ୟର ଜଣେ ସୁପରିଚିତ ଭିଡିଓ ଜର୍ଣ୍ଣାଲିଷ୍ଟ ସୁକାନ୍ତ ପାଣିଗ୍ରାହୀ ଙ୍କ ବିୟୋଗ ପରେ ଏହାକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ମୃତ ସୁକାନ୍ତଙ୍କ ଏକମାତ୍ର କୁନି ଝିଅର ପାଠପଢା ପାଇଁ ସହ



ରାଜ୍ୟରେ ଗଡିବ ୫ ସ୍ପେଶାଲ ଟ୍ରେନ

BHAGYAPRABHA NEWS | ଓଡ଼ିଶା | | 7262 | Read...

ରାଜ୍ୟରେ ଗଡିବ ୫ ସ୍ପେଶାଲ ଟ୍ରେନ

ଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଗୋଟେ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାତାୟତଙ୍କ ପାଇଁ ରାଜ୍ୟ ସରକାର ଚଲାଇବେ ୫ଟି ସ୍ୱତନ୍ତ୍ର ଟ୍ରେନ। କେବଳ କନଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ। ସ୍ପେଶାଲ ଟ୍ରେ



ରାଜ୍ୟରେ ପୁଣି ୮୦ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7261 | Read...

ରାଜ୍ୟରେ ପୁଣି  ୮୦ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ଏକାଥରେ ୮୦ ଆକ୍ରାନ୍ତ । ଏକାଥରେ ୧୪ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୮୦ କରୋନା ଆକ୍ରାନ୍ତ । ତେବେ ଏହି ୮୦ ସୁସ୍ଥଙ୍କ ମଧ୍ୟରୁ ପୁରୀରୁ ୧୭, କେନ୍ଦ୍ରାପଡ଼ାରୁ ୧୬, ମାଲକାନଗିରିରୁ ୧୬, କଟକରୁ ୭,



ବିଜେପି ଛାଡିଲେ ଜଗନ୍ନାଥ ପ୍ରଧାନ

BHAGYAPRABHA NEWS | ଓଡ଼ିଶା | | 7260 | Read...

ବିଜେପି ଛାଡିଲେ ଜଗନ୍ନାଥ ପ୍ରଧାନ

ବିଜେପିରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଦଳ ପାଇଁ ସମୟ ଦେଇ ପାରୁ ନ ଥିବା ସେ ଏହି ଇସ୍ତଫା ପତ୍ରରେ ଦର୍ଶାଇଛନ୍



ଜାତି ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣା ପ୍ରମାଣପତ୍ର ପ୍ରଦାନ ନିମନ୍ତେ ବୈଠକ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 7259 | Read...

ଜାତି ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣା ପ୍ରମାଣପତ୍ର ପ୍ରଦାନ ନିମନ୍ତେ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନ ସମୟରେ ଉତ୍ତୀର୍ଣ୍ଣ ଜାତି ଜନଜାତି ବର୍ଗର ଛାତ୍ର



ଗ୍ରାମ ପରିକ୍ରମା କରି ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରୁଛନ୍ତି ତହସିଲଦାର

Kiran Behera | ଓଡ଼ିଶା | ଗଞ୍ଜାମ | 7258 | Read...

ଗ୍ରାମ ପରିକ୍ରମା କରି ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରୁଛନ୍ତି ତହସିଲଦାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ଅଧିନରେ ରହିଥିବା କିଛି ଗ୍ରାମ ଗୁଡିକୁ ସ୍ଥାନୀୟ ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ମଙ୍ଗଳବାର ଦିନ ପରିକ୍ରମା କରି କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଥିବା ଗରିବ ଓ ଅସହାୟ ଲୋକଙ୍କୁ



କ୍ବାରେଣ୍ଟଇନ କେନ୍ଦ୍ରରୁ ଫେରିଥିବା ପ୍ରବାସୀଙ୍କୁ ସେମାନଙ୍କ ପ୍ରାପ୍ୟରାଶି ପ୍ରଦାନ

Kiran Behera | ଓଡ଼ିଶା | ଗଞ୍ଜାମ | 7257 | Read...

କ୍ବାରେଣ୍ଟଇନ କେନ୍ଦ୍ରରୁ ଫେରିଥିବା ପ୍ରବାସୀଙ୍କୁ ସେମାନଙ୍କ ପ୍ରାପ୍ୟରାଶି ପ୍ରଦାନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ପଞ୍ଚାୟତରେ ମଙ୍ଗଳବାର ଦିନ ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା ଗ୍ରାମର ୧୩ ଜଣ ପ୍ରବାସୀ ଓଡ଼ିଆଙ୍କୁ ସେମାନଙ୍କ ପ୍ରାପ୍ୟ ଅର୍ଥରାଶି ବଣ୍ଟନ କରାଯାଇଥିବା ଜଣାପଡ଼ି



ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା

BHAGYAPRABHA NEWS | ଓଡ଼ିଶା | ପୁରୀ | 7255 | Read...

ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା

ଦୁଇ ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁଁ ମହାପ୍ରଭୁଙ୍କ ନୀତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ବିନା ଭକ୍ତରେ ଏହି ଉତ୍ସବକୁ ପାଳନ କରିବାକୁ ନିଷ୍ପତି ନେଇଛନ୍ତି ସରକ



ଶେରଗଡ ଥାନା ପକ୍ଷରୁ ୧୦୪ ୟୁନିଟ ରକ୍ତ ସଂଗ୍ରହ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 7252 | Read...

ଶେରଗଡ ଥାନା ପକ୍ଷରୁ ୧୦୪ ୟୁନିଟ ରକ୍ତ ସଂଗ୍ରହ

ସାରା ରାଜ୍ୟରେ ରକ୍ତର ଅଭାବ ଦେଖା ଦେଇଥିବା ବେଳେ ବର୍ତ୍ତମାନ କୋଭିଡ ୧୯ କାରଣରୁ ରକ୍ତ ସଂଗ୍ରହ କରିବା ମଧ୍ୟ ଅସୁବିଧା ପରିଲକ୍ଷିତ ହେଉଛି । ଏହିପରି ସମୟରେ ବିଭିନ୍ନ ଥାନା ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ରକ୍ତ ସଂଗ