ଓଡ଼ିଶା : Category News


ପାଇକସାହି ସଂଗରୋଧ କେନ୍ଦ୍ର ରେ ଯୋଗ ପ୍ରଶିକ୍ଷଣ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 6948 | Read...

ପାଇକସାହି ସଂଗରୋଧ କେନ୍ଦ୍ର ରେ ଯୋଗ ପ୍ରଶିକ୍ଷଣ

ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ବିଭିନ୍ନ ସଂଗରୋଧ ଗୃହରେ ରଖାଯାଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ର ବେଗୁନିଆପଡ଼ା ପାଇକସାହି ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଥିବା ସଂଗରୋଧ କେନ୍ଦ୍ରରେ ସମସ୍



ଆଜିଠୁ ରଥନିର୍ମାଣ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ

BHAGYAPRABHA NEWS | ଓଡ଼ିଶା | ପୁରୀ | 6947 | Read...

ଆଜିଠୁ ରଥନିର୍ମାଣ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ

କରୋନା କଟକଣା ମଧ୍ୟରେ ରଥଖଳାରେ ରଥ ନିର୍ମାଣ ଚାଲିଛି ରଥନିର୍ମାଣ। ତେବେ ରଥନିର୍ମାଣରେ ଲାଗିଥିବା ଏହି ସେବାୟତମାନଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷା ହେବ । ପ୍ରଶାସନିକ ବିଧି ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥି



ଗଞ୍ଜାମ ଜିଲ୍ଲାରେ ଭାୟାଭୟ ଅଗ୍ନିକାଣ୍ଡ , ୧୪ ବଖରା ଭସ୍ମିଭୁତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 6946 | Read...

ଗଞ୍ଜାମ ଜିଲ୍ଲାରେ ଭାୟାଭୟ ଅଗ୍ନିକାଣ୍ଡ ,  ୧୪ ବଖରା ଭସ୍ମିଭୁତ

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଳସୁଗ୍ରାମ ର ଖଇରଝୋଳରେ ଭାୟାଭୟ ଅଗ୍ନିକାଣ୍ଡ ଘଟିଛି l ଆଖି ପିଛୁଳାକେ ଘର କୁ ଘର ନିଆଁ 12 ଟି ପରିବାରର 14 ବଖରା ଘର ପୋଡି ଭସ୍ମିଭୁତ ହୋଇଥିବା ସୁଚନା ମିଳିଛି । ଖବର ପାଇ ଦମକଳ ବାହିନୀ ଘଟ



ରାଜ୍ୟରେ ଆଉ ୧୦୧ କରୋନା ପଜିଟିଭ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 6945 | Read...

ରାଜ୍ୟରେ ଆଉ ୧୦୧ କରୋନା ପଜିଟିଭ ଚିହ୍ନଟ

ଆଜିି ପୁଣି ୧୦୧ କରୋନା ପଜିଟିଭ ଚିିହ୍ନଟ ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫୨ , ବାଲେଶ୍ୱରରୁ ୩୩ , ଯାଜପୁରରୁ ୭ ଓ ସୁନ୍ଦରଗଡରୁ ୭ ଜଣ ଚିହ୍ନଟ ହୋଇଥ



ଆଜିଠାରୁ ଗଡ଼ିବ ଭୁବନେଶ୍ବର-ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନ୍

BHAGYAPRABHA NEWS | ଓଡ଼ିଶା | | 6943 | Read...

ଆଜିଠାରୁ ଗଡ଼ିବ ଭୁବନେଶ୍ବର-ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌ ଆଜିଠାରୁ ଦୈନିକ ଯାତ୍ରା ଆରମ୍ଭ କରିବ। ବୁଧବାର ସକାଳ ୧୦ଟା ସମୟରେ ଏହି ଟ୍ରେନ୍ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ଭୁବନେଶ୍ବର ରେଳ ଷ୍ଟେସନ୍&z



ଫେରୁଥିବା ଅନ୍ତେବାସୀଙ୍କ ରକ୍ଷଣାବେକ୍ଷଣ ନେଇ ପ୍ରସ୍ତୁତି ବୈଠକ

Kiran Behera | ଓଡ଼ିଶା | ଗଞ୍ଜାମ | 6942 | Read...

ଫେରୁଥିବା ଅନ୍ତେବାସୀଙ୍କ ରକ୍ଷଣାବେକ୍ଷଣ ନେଇ ପ୍ରସ୍ତୁତି ବୈଠକ

କରୋନା ପ୍ରଭାବରେ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ମେ ୩ ପରଠାରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଆଲୋଚନା ପରେ ଫେରି ଆସି ସ୍ଥାନୀୟ ବ୍ଲକ ପ୍ରଶାସନ ଉପସ୍ଥିତିରେ ଦିଗପହଣ୍ଡି ବ୍ଲକ ଅଧିନସ୍ଥ ବିଭିନ୍ନ ପ



୪୩ ଟି ସଙ୍ଗରୋଧ କେନ୍ଦ୍ରରେ ୧୪୩୧ ପ୍ରବାସୀ ଓଡିଆଙ୍କୁ ଥଇଥାନ

Kiran Behera | ଓଡ଼ିଶା | ଗଞ୍ଜାମ | 6940 | Read...

୪୩ ଟି ସଙ୍ଗରୋଧ କେନ୍ଦ୍ରରେ ୧୪୩୧ ପ୍ରବାସୀ ଓଡିଆଙ୍କୁ ଥଇଥାନ

କରୋନା ସଂକ୍ରମଣ ଭୂତାଣୁ ବର୍ତ୍ତମାନ ସାରା ବିଶ୍ୱରେ ବିପର୍ଯ୍ୟୟ ସୃଷ୍ଟି କରିବାରେ ଲାଗିଥିବା ଜଣାପଡିଛି । ଏଭଳି ସ୍ଥିତିରେ ସାରା ଦେଶରେ ଲକଡାଉନ୍ ପରିସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବରେ ରାଜ୍ୟ ବାହାରେ ବହୁ ପ୍ରବାସୀ



ରାଜ୍ୟର ଆଉ ୩୧ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 6939 | Read...

ରାଜ୍ୟର ଆଉ ୩୧ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟ ପାଇଁ ଆଉ ଏକ ଆଶ୍ୱସ୍ତି ଖବର । ରାଜ୍ୟରେ ଆଉ ୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ଜଣାପଡିଛି । ଏମାନେ ସମସ୍ତେ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ମୋଟ ରାଜ୍ୟରେ ସୁସ୍ଥ ହେଲେ ୧୧୬ କର



ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

BHAGYAPRABHA NEWS | ଓଡ଼ିଶା | | 6938 | Read...

ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଆସନ୍ତା ଜୁନ୍ ୨୩ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତେଣୁ ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏ



ବାଲେଶ୍ୱର ଖଇରାରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା

BHAGYAPRABHA NEWS | ଓଡ଼ିଶା | ବାଲେଶ୍ବର | 6934 | Read...

ବାଲେଶ୍ୱର ଖଇରାରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା

ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ମଧ୍ୟରେ କରୋନା ସଂକ୍ରମିତଙ୍କ ହାର ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଖଇରା ଗ୍ରାମ ପଞ୍ଚାୟତର ସରପଞ୍ଚ ମଙ୍ଗଳବାର ସକାଳ ୬ ଟାରୁ ଏଠାରେ ୪୮ ଘଣ୍ଟିଆ ସଟଡାଉନ କରିବାକୁ ନିର



ରାଜ୍ୟରେ ଆଉ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 6933 | Read...

ରାଜ୍ୟରେ ଆଉ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲାରେ ୧୫ ଜଣ,ଯାଜପୁର ଜିଲାରେ ୩ ଜଣ,ପୁରୀ ଜିଲାରେ ଜଣେ,ଗଂଜାମ ଜିଲାରେ ୩ ଜଣ ଓ ବୌଦ୍ଧ ଜିଲାରେ ଜଣେ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ର