ଓଡ଼ିଶା : Category News


ତେହେରାନ୍ ବିମାନ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୧୭୬ ଛୁଇଁ‌ଲା

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5347 | Read...

ତେହେରାନ୍ ବିମାନ ଦୁର୍ଘଟଣା ମୃତ୍ୟୁସଂଖ୍ୟା  ୧୭୬ ଛୁଇଁ‌ଲା

ଇରାନର ରାଜଧାନୀ ତେହେରାନରେ ବିମାନ ଦୁର୍ଘଟଣା ଘଟିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରେ ଜଳିଯାଇଛି ବୋଇଙ୍ଗ୍‌ ୭୩୭ ବିମାନ। ସୁଚନାନୁସାରେ , ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବିମାନର ସମସ୍ତ ୧୭୬ ଯାତ୍ରୀ ମୃତ୍ୟୁ ମୁ



ଦିଗପହଣ୍ଡିରେ ଭାରତବନ୍ଦ ର ଶାନ୍ତିପୂର୍ଣ୍ଣ ଧର୍ମଘଟ

Kiran Behera | ଓଡ଼ିଶା | ଗଞ୍ଜାମ | 5346 | Read...

ଦିଗପହଣ୍ଡିରେ ଭାରତବନ୍ଦ ର ଶାନ୍ତିପୂର୍ଣ୍ଣ ଧର୍ମଘଟ

ଗଞ୍ଜାମ ଜିଲ୍ଲାଦିଗପହଣ୍ଡିଠାରେକେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନବିରୋଧୀ ନୀତି ବିରୋଧରେ ବିଭିନ୍ନ ଟ୍ରେଡ୍ ୟୁନିୟନ ଓ ଫେଡରେସନ ମାନଙ୍କ ଆହ୍ୱାନରେ ବୁଧବାର ସର୍ବଭାରତୀୟ ଧର୍ମଘଟ ଆନ୍ଦୋଳନ ହୋଇଯାଇଛି । ଦିଗପହଣ୍ଡ



ବ୍ରହ୍ମପୁର ରେଳଷ୍ଟେସନରେ ରେଳରୋକ ଆନ୍ଦୋଳନ

Srabani Nayak | ଓଡ଼ିଶା | ଗଞ୍ଜାମ | 5345 | Read...

ବ୍ରହ୍ମପୁର ରେଳଷ୍ଟେସନରେ ରେଳରୋକ ଆନ୍ଦୋଳନ

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଆଜି ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଦେଇଛି ବନ୍ଦ ଡାକରା । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ବ୍ରହ୍ମପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର ପ୍ରମୁଖ ସହ



ଟ୍ରେଡ ୟୁନିୟନ ସଂଘ ପକ୍ଷରୁ ବନ୍ଦ ଡାକରା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5344 | Read...

 ଟ୍ରେଡ ୟୁନିୟନ ସଂଘ ପକ୍ଷରୁ ବନ୍ଦ ଡାକରା

୧୨ ଦଫା ଦାବୀ ନେଇ ସମଗ୍ର ଦେଶରେ ଟ୍ରେଡ ୟୁନିୟନ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ତେବେ ଏହି ବନ୍ଦ ଡାକରାରେ ବ୍ରହ୍ମପୁରର ଟ୍ରେଡ ୟୁନିୟନ ସଂଘର କର୍ମଚାରୀମାନେ ସାମିଲ ହୋଇଛନ୍ତି । ରସ୍ତାଘାଟ ସମେତ ରେଳରୋକ ହେବା ଯୋଗୁ ଟ



ଗଞ୍ଜାମ-କାଉଡ଼ିଆ ପଞ୍ଚାୟତରେ ଧାନମଣ୍ଡି ଉଦଘାଟିତ

Kiran Behera | ଓଡ଼ିଶା | ଗଞ୍ଜାମ | 5343 | Read...

ଗଞ୍ଜାମ-କାଉଡ଼ିଆ ପଞ୍ଚାୟତରେ ଧାନମଣ୍ଡି ଉଦଘାଟିତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ପଞ୍ଚାୟତରେ ମିଶନ ଶକ୍ତି ବିଭାଗ ଦ୍ଵାରା ଧାନମଣ୍ଡି ଖୋଲାଯାଇଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନର ଅନୁମୋଦନ କ୍ରମେ କଉଡ଼ିଆ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆତ୍ମ ସହାୟିକା



ରାଜ୍ୟ ଓସକାର୍ଡ ବ୍ୟାଙ୍କ ସଭାପତିଙ୍କ ପିତାଙ୍କ ପରଲୋକ

Kiran Behera | ଓଡ଼ିଶା | ଗଞ୍ଜାମ | 5342 | Read...

ରାଜ୍ୟ ଓସକାର୍ଡ ବ୍ୟାଙ୍କ ସଭାପତିଙ୍କ ପିତାଙ୍କ ପରଲୋକ

ରାଜ୍ୟ ଓସକାର୍ଡ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ବାଇଁଙ୍କ ପିତା ରାମଚନ୍ଦ୍ର ସ୍ୱାଇଁଙ୍କ ପରଲୋକ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧର୍ମ ପରାୟଣ ତଥା ବନ୍ଧୁ ବତ୍ସଳ ବ୍ୟକ୍ତିତ୍ୱ ହିସାବରେ ପର



ଏମବିସି ଟିଭି ପକ୍ଷରୁ ବ୍ରହ୍ମପୁର ଠାରେ ସାରଳା ବିଶ୍ୱ ଭାଷା ପଦଯାତ୍ରା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5333 | Read...

ଏମବିସି ଟିଭି ପକ୍ଷରୁ ବ୍ରହ୍ମପୁର ଠାରେ ସାରଳା ବିଶ୍ୱ ଭାଷା ପଦଯାତ୍ରା

ବ୍ରହ୍ମପୁର ଠାରେ ଏମବିସି ଟିଭି ପକ୍ଷରୁ ସାରଳା ବିଶ୍ୱ ଭାଷା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଜିପୁର ସନ୍ତୋଷୀ ମା ମନ୍ଦିର ନିକଟରୁ ସହରର ବିଭିନ୍ନ ଅନୁଷ୍ଠାନର ସହଯୋଗରେ ଏକ ପଦଯାତ୍ରା ବାହାରି ଖଲ



ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5332 | Read...

ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁରରେ ୨୧ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉପଜିଲ୍ଲାପାଳ ବ୍ରହ୍ମପୁର ଶ୍ରୀ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଅଧ୍ୟକ୍ଷ



ସିଦ୍ଧେଶ୍ବର ଓ ବାସୁଦେବପୁରରେ ଜବରଦଖଲ ଉଚ୍ଛେଦ

Kiran Behera | ଓଡ଼ିଶା | ଗଞ୍ଜାମ | 5331 | Read...

ସିଦ୍ଧେଶ୍ବର ଓ ବାସୁଦେବପୁରରେ ଜବରଦଖଲ ଉଚ୍ଛେଦ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ବର ଓ ବାସୁଦେବପୁର ରାଜସ୍ବ ନିରୀକ୍ଷକ ସର୍କଲରେ ସରକାରୀ ଜାଗାକୁ ନିଜ ଅକ୍ତିଆରରେ ରଖିଥିବାବେଳେ ସୋମବାର ସ୍ଥାନୀୟ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ ଦ୍ବାରା ଜବରଦଖ



ବଡଖେମୁଣ୍ଡି ରାଜାଙ୍କ ଅନ୍ତିମସଂସ୍କାର

Kiran Behera | ଓଡ଼ିଶା | ଗଞ୍ଜାମ | 5330 | Read...

ବଡଖେମୁଣ୍ଡି ରାଜାଙ୍କ ଅନ୍ତିମସଂସ୍କାର

ବଡଖେମୁଣ୍ଡି ରାଜା ମାଣିକେଶ୍ବରୀ ପ୍ରସାଦ ଦେବଙ୍କ ରବିବାର ସଂନ୍ଧ୍ୟାରେ ବ୍ରହ୍ମପୁରସ୍ଥିତ ବଙ୍ଗଳାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିବାବେଳେ ରାଜାଙ୍କ ମୃତ୍ୟୁ ଖବର ପାଇ ବ୍ରହ୍ମପୁର ସମେତ ଦିଗ