ଗଞ୍ଜାମ : District News


ଭୁଷୁଡିଲା ଛାତ୍ରୀ ନିବାସ କୋଠା, ଅଳ୍ପକେ ବର୍ତ୍ତିଲେ ବହୁଛାତ୍ରୀ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3041 | Read...

ଭୁଷୁଡିଲା ଛାତ୍ରୀ ନିବାସ କୋଠା, ଅଳ୍ପକେ ବର୍ତ୍ତିଲେ ବହୁଛାତ୍ରୀ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାବେରୀ ଛାତ୍ରୀ ନିବାସରେ ଛାତ ପଡି ଅଳ୍ପକେ ବଞ୍ଚିଲେ ବହୁଛାତ୍ରୀ । ଛାତ୍ରୀ ନିବାସର ବାଥରୁମ୍ କୋଠା ଭୁଷୁଡ଼ି ପଡ଼ିଛି । ତିନି ମହଲା ବିଶିଷ୍ଟ ଏହି କୋଠାର ସମସ୍ତ ବାଥରୁମ୍ କୋଠା ଗୁଡ଼ିକ ଭାଙ୍ଗି ଯ



ଘୋଡାହଡ ପାଣିପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଆଲୋଚନା ସଭା

Kiran Behera | ଓଡ଼ିଶା | ଗଞ୍ଜାମ | 3040 | Read...

ଘୋଡାହଡ ପାଣିପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଆଲୋଚନା ସଭା

ଦିଗପହଣ୍ଡି ପାଣିପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଘୋଡାହଡ ପାଣିପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଏକ ଆଲୋଚନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଣିପଞ୍ଚାୟତ ସଭାପତି ବିଦ୍ୟାଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋ



ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ବୃଦ୍ଧଙ୍କ ଠାରୁ ଟଙ୍କା ଲୁଟ୍

Kiran Behera | ଅପରାଧ | ଗଞ୍ଜାମ | 3039 | Read...

ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ବୃଦ୍ଧଙ୍କ ଠାରୁ ଟଙ୍କା ଲୁଟ୍

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ନିକଟରୁ ବାରମ୍ବାର ଲୁଟେରାଙ୍କ ଶିକାର ହେଉଛନ୍ତି ଅସହାୟ ବୃଦ୍ଧ । ଏଭଳି ଘଟଣା ବୁଧବାର ସକାଳ ସାଢେ଼ ୯ ଘଣ୍ଟା ସମୟରେ ଜଣେ ଲୁଟେରା ନିଜକୁ ବ୍ୟାଙ୍କ ମ୍ୟ



ସଡକ ଦୁର୍ଘଟଣା : ବାଇକ ଚାଳକ ସମେତ ଜଣେ ଗୁରୁତର

Kiran Behera | ଅପରାଧ | ଗଞ୍ଜାମ | 3034 | Read...

ସଡକ ଦୁର୍ଘଟଣା : ବାଇକ ଚାଳକ ସମେତ ଜଣେ ଗୁରୁତର

ଦିଗପହଣ୍ଡି ଥାନା ଅନ୍ତର୍ଗତ ଦିଗପହଣ୍ଡି - ବ୍ରହ୍ମପୁର ମୁଖ୍ୟ ରାସ୍ତା ଅନଙ୍ଗପୁର ଠାରେ ସଡକ ଦୁର୍ଘଟଣା ଘଟି ବାଇକ ଚାଳକ ସମେତ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଚାଳକ ଜଣକ ହେଲେ ଡେଙ୍ଗାଓସ୍ତା ଗ୍ରାମର ଗଙ୍ଗାଧ



ପାଞ୍ଚ ଦଫା ଦାବିପୂରଣ ନେଇ ସାନଖେମୁଣ୍ଡି ବ୍ଲକ ସମ୍ମୁଖରେ ଧାରଣା ବିକ୍ଷୋଭ ପ୍ରଦର୍ଶନ

Kiran Behera | ଓଡ଼ିଶା | ଗଞ୍ଜାମ | 3025 | Read...

ପାଞ୍ଚ ଦଫା ଦାବିପୂରଣ ନେଇ ସାନଖେମୁଣ୍ଡି ବ୍ଲକ ସମ୍ମୁଖରେ ଧାରଣା ବିକ୍ଷୋଭ ପ୍ରଦର୍ଶନ

ପାଟପୁର , (୨୩/୦୭) ମଙ୍ଗଳବାର ଦିନ ସାନଖେମୁଣ୍ଡି ବ୍ଲକ ନିର୍ଵାଚିତ ଜନପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଥିବା ପ୍ରତିବାଦରେ ବିକ୍ଷୋଭକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ଦାବି ନେଇ ମଙ୍ଗଳବାର ୧୧ ଘଣ୍



ଘରୋଇ କୋଚିଂ ସେଣ୍ଟର ଗୁଡିକରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚଢାଉ

Kiran Behera | ଶିକ୍ଷା | ଗଞ୍ଜାମ | 3024 | Read...

ଘରୋଇ କୋଚିଂ ସେଣ୍ଟର ଗୁଡିକରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚଢାଉ

ଦିଗପହଣ୍ଡିି, ୨୩ା୭ : ଦିଗପହଣ୍ଡି ସହରରେ ଚାଲୁଥିବା ସମସ୍ତ ଘରୋଇ କୋଚିଂ ସେଣ୍ଟର ଗୁଡିକରେ ମଙ୍ଗଳବାର ସକାଳ ୮ ଘଣ୍ଟା ସମୟରେ ବ୍ରହ୍ମପୁର ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଚଢାଉ କରିଥିବା



ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ ଜଣେ ଆହତ

Kiran Behera | ଅପରାଧ | ଗଞ୍ଜାମ | 3023 | Read...

ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ ଜଣେ ଆହତ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣୀ ନିକଟସ୍ଥ ରଜନାପଲ୍ଲୀ କୁକୁଡା ଫାର୍ମଠାରେ ମଙ୍ଗଳବାର ଅପରାହ୍ନରେ ଏକ ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ ହୋଇଥିବା ବେଳେ ଟ୍ରାକ୍ଟର ଚାଳକ ଗୁରୁତର ଆହାଚ ହୋଇଥିବା ଜଣା



ବିଦ୍ୟୁତ ସମସ୍ୟା ସମାଧାନ ଦାବିରେ ବିଜେପିର ବିକ୍ଷୋଭ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3020 | Read...

ବିଦ୍ୟୁତ ସମସ୍ୟା ସମାଧାନ ଦାବିରେ ବିଜେପିର ବିକ୍ଷୋଭ

ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳରେ ଲାଗି ରହିଥିବା ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ସହ ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲା ବିଜେପି ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି କର୍ମୀମାନେ ସାଉଥକୋ ମୁଖ୍ୟ କାର୍



ଲାଇନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡର ୭ମ ଅଧିଷ୍ଠାନ ଉତ୍ସବ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3015 | Read...

ଲାଇନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡର ୭ମ ଅଧିଷ୍ଠାନ ଉତ୍ସବ

ସ୍ଥାନୀୟ ଗାନ୍ଧୀନଗର ଛକ ନିକଟସ୍ଥ କମ୍ପୁ୍ୟଟର ଏକାଡେମୀ ସେଣ୍ଟର ସମ୍ମିଳନୀ କକ୍ଷରେ ସମାଜସେବା କ୍ଷୋତ୍ରରେ ଦୃଷ୍ଟାନ୍ତମୂଳକ ପଦକ୍ଷୋପ ଗ୍ରହଣ କରିଥିବା ଲାଇନ୍ସ୍ କ୍ଳବ୍ ବ୍ରହ୍ମପୁର ଗୋଲ୍ଡ ର ୭ମ ଅଧିଷ୍ଠାନ ଉତ୍ସବ କ୍କବ୍ ସ



ପୋଲ ତଳୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର

Bhagyaprabha News Bureau | ଅପରାଧ | ଗଞ୍ଜାମ | 3014 | Read...

ପୋଲ ତଳୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କୋଦଳା-ଖଲ୍ଲିକୋଟ ରାସ୍ତାର ଭରଷାମଥୁରା ଗ୍ରାମ ନିକଟସ୍ଥ ପୋଲ ତଳୁ କ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳେ ସ୍ଥାନୀୟଲୋକେ ସେଠାକୁ ଗାଧୋଇବାକୁ ଯାଇଥିବା ବ