ଖବର ସଂଗ୍ରହ

.



ରବିବାରରେ ଖୋଲା ରହିଛି ଆରଟିଓ ଅଫିସ୍

Bhagyaprabha News Bureau | ଓଡ଼ିଶା | | 3751 | Read...

ରବିବାରରେ ଖୋଲା ରହିଛି ଆରଟିଓ ଅଫିସ୍

ଆଜି ରବିବାର ସତ୍ତ୍ୱେ ଖୋଲା ରହିଛି ଆରଟିଓ ଅଫିସ୍ । ଲୋକେ ଡ୍ରାଇଭିଂ ଲାଇସେନ୍ସ ସହ ଆବଶ୍ୟକ କାଗଜପତ୍ର ପାଇଁ ଆସୁଛନ୍ତି ଆରଟିଓ ଅଫିସ୍ । ସରକାର ତିନି ମାସ ଟ୍ରାଫିକ୍ ନିୟମ କୋହଳ କରିଛନ୍ତି । ଏହା ଭିତରେ ସମସ୍ତ କାଗଜପତ୍ର ପ୍ର



ହାପି ବାର୍ଥ ଡେ ରିଦ୍ଧିମା

Bhagyaprabha News Bureau | ମନୋରଞ୍ଜନ | | 3750 | Read...

ହାପି ବାର୍ଥ ଡେ ରିଦ୍ଧିମା

ବଲିଉଡ ଆକ୍ଟର ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର ଆଜି ନିଜର ୩୯ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ରିଦ୍ଧିମା ଜଣେ ଜଣାଶୁଣା ଜୁଏଲାରୀ ଡିଜାଇନର ଅଟନ୍ତି । 'R' ନାମରେ ତାଙ୍କର ଏକ ସଫଳ ଜୁଏଲାରୀ ବ୍ରାଣ୍ଡ ମଧ୍ୟ ରହିଛି ଏବଂ



ହେଲମେଟ୍‌ ନାହିଁ ତ ଚା' ନାହିଁ

Bhagyaprabha News Bureau | ଦେଶଦୁନିଆ | | 3749 | Read...

ହେଲମେଟ୍‌ ନାହିଁ ତ ଚା' ନାହିଁ

କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ନିକଟସ୍ଥ ସ୍ପଞ୍ଜ ଛକଠାରେ ଥିବା ଏକ ଚା' ଦୋକାନ ଆଗରେ ଝୁଲୁଛି ଏକ ବ୍ୟାନର। କୌଣସି ବାଇକ ଆରୋହୀ ହେଲ୍‌ମେଟ ପିନ୍ଧି ନ ଥିଲେ ତାଙ୍କୁ ଚା' ଦିଆଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି। ହେଲମେଟ



ବିଜେପିର ୨ ନୂଆ ପ୍ରଦେଶାଧ୍ୟକ୍ଷ ନିଯୁକ୍ତ

Bhagyaprabha News Bureau | ଦେଶଦୁନିଆ | | 3748 | Read...

ବିଜେପିର ୨  ନୂଆ ପ୍ରଦେଶାଧ୍ୟକ୍ଷ ନିଯୁକ୍ତ

ପ୍ରଦେଶାଧ୍ୟକ୍ଷ ନିଯୁକ୍ତି ନେଇ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ବିଜ୍ଞପ୍ତି ଜାରି କରିଛନ୍ତି। ବିଜେପି ୨ଟି ପ୍ରଦେଶ ନିମନ୍ତେ ନୂଆ ପ୍ରଦେଶାଧ୍ୟକ୍ଷ ନିଯୁକ୍ତ କରିଛି। ଏଥିରେ ସତୀଶ ପୁନିଆଙ୍କୁ ରାଜସ୍ଥାନ ଓ ସଞ୍ଜୟ ଜୟସ୍ୱ



ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗା ବୁଡି ଜଣେ ମୃତ, ୨ ନିଖୋଜ

Bhagyaprabha News Bureau | ଓଡ଼ିଶା | | 3747 | Read...

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗା ବୁଡି ଜଣେ ମୃତ, ୨ ନିଖୋଜ

ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଛନ୍ତି । ଜଣେ ପହଁରି ପହଁରି କୂଳକୁ ଆସିଥିବା ଜଣାପଡିଛି ।ସୂଚନାଯୋଗ୍ୟ ଯେ, ନାକାମାମୁଡ଼ିରୁ ଭୋଜି ଖାଇବାକୁ ତୋଟାଗୁଡ଼ା ୪ ଜଣ ଡଙ୍ଗ



ମହାରାଷ୍ଟ୍ରରେ ଏନକାଉଣ୍ଟରରେ , ୨ ନକ୍ସଲ ମୃତ

Bhagyaprabha News Bureau | ଦେଶଦୁନିଆ | | 3746 | Read...

ମହାରାଷ୍ଟ୍ରରେ  ଏନକାଉଣ୍ଟରରେ , ୨ ନକ୍ସଲ ମୃତ

ମହାରାଷ୍ଟ୍ର ପୋଲିସ ଏନକାଉଣ୍ଟରରେ ଟଳିଲେ ୨ ନକ୍ସଲ। ମହାରାଷ୍ଟ୍ରର ମାଓପ୍ରବଣ ଅଞ୍ଚଳ ଗଡ଼ଚିରୋଲିରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ ନକ୍ସଲ ନିହତ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି ।ଗ



ଭିତରକନିକାରେ ହେବ ଦେଶୀୟ ପକ୍ଷୀ ଗଣନା

Bhagyaprabha News Bureau | ଓଡ଼ିଶା | | 3745 | Read...

ଭିତରକନିକାରେ ହେବ  ଦେଶୀୟ ପକ୍ଷୀ ଗଣନା

ଦୀର୍ଘ ୨୦/୨୫ ବର୍ଷ ଧରି ଭିତରକନିକାର ବଗଗହନରେ ଦେଶୀୟ ପକ୍ଷୀମାନେ ଭିଡ ଜମାଇବା ସହିତ ବସା ବାନ୍ଧିଥାନ୍ତି। ମାତ୍ର ୪/୫ବର୍ଷ ହେଲା ଦେଶୀୟ ପକ୍ଷୀମାନେ ବଗଗହନ ବଦଳରେ ସେଠାରୁ ୩ କିମି ଦୂର ମଠଆଡିଆରେ ଭିଡ ଜମାଇଆସୁଥିଲେ। ମାତ୍ର



ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ଆରମ୍ଭ

Bhagyaprabha News Bureau | ଖେଳ | | 3744 | Read...

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ଆରମ୍ଭ

ଆଜିଠୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ । ଆଜି ଧର୍ମଶାଳାରେ ଖେଳାଯିବ ପ୍ରଥମ ମ୍ୟାଚ୍ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇ ୩-୦ରେ ଟି-୨୦ ସିରିଜ୍ ଜିତିଥିବା ଭାରତୀୟ ଦଳର ମନୋବଳ ଦୃଢ ରହିଛି । ତେଣୁ ଘରୋଇ ପରିବେଶ



ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

Bhagyaprabha News Bureau | ଓଡ଼ିଶା | | 3743 | Read...

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ସକାଳୁ ୮ଟି ଗେଟ୍ ଦେଇ ନିଷ୍କାସନ ଚାଲିଥିବା ବେଳେ ୨ଟି ଗେଟ୍ ବନ୍ଦ କରାଯାଇଛି । ବାମ ପାର୍ଶ୍ବରେ ୪ ଓ ଡାହାଣ ପାର୍ଶ୍ବରେ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି