ଖବର ସଂଗ୍ରହ

.



କୋଇଲା ଖଣିରେ ଅଘଟଣ: ମାଟି ଧସି ଜଣେ ଶ୍ରମିକ ମୃତ, ୯ ଗୁରୁତର

Bhagyaprabha News Bureau | ଓଡ଼ିଶା | ଅନୁଗୁଳ | 3029 | Read...

କୋଇଲା ଖଣିରେ ଅଘଟଣ: ମାଟି ଧସି ଜଣେ ଶ୍ରମିକ ମୃତ, ୯ ଗୁରୁତର

ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଏକ ଅଘଟଣ ଘଟିଛି। କୋଇଲା ବ୍ଲାଷ୍ଟିଂ ବେଳେ ମାଟି ଧସି ଯିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତକାଲି ରାତି ସାଢ଼େ ୧୦ଟାରୁ ୧୧



ବାଜି ଜିତିଲା ବିଜେଡି

Bhagyaprabha News Bureau | ରାଜନୀତି | କେନ୍ଦ୍ରାପଡ଼ା | 3028 | Read...

 ବାଜି ଜିତିଲା ବିଜେଡି

ବହୁ ପ୍ରତିକ୍ଷାର ଅନ୍ତପରେ ଶେଷରେ ପାଟକୁରା ରାଜନୀତିରେ ବାଜି ମାରି ନେଲେ ସାବ୍ରିତ୍ରୀ ଅଗ୍ରୱାଲ । ବିଧାନସଭାରେ ଏନଟ୍ରି ମାରିବାର ସ୍ୱପ୍ନ ବିଜୟ ମହାପାତ୍ରଙ୍କ ପାଇଁ ପୁଣି ଥରେ ସ୍ୱପ୍ନରେ ହିଁ ରହିଗଲା । ସାଧାରଣ ନିର୍ବାଚନ



ପାଞ୍ଚ ଦଫା ଦାବିପୂରଣ ନେଇ ସାନଖେମୁଣ୍ଡି ବ୍ଲକ ସମ୍ମୁଖରେ ଧାରଣା ବିକ୍ଷୋଭ ପ୍ରଦର୍ଶନ

Kiran Behera | ଓଡ଼ିଶା | ଗଞ୍ଜାମ | 3025 | Read...

ପାଞ୍ଚ ଦଫା ଦାବିପୂରଣ ନେଇ ସାନଖେମୁଣ୍ଡି ବ୍ଲକ ସମ୍ମୁଖରେ ଧାରଣା ବିକ୍ଷୋଭ ପ୍ରଦର୍ଶନ

ପାଟପୁର , (୨୩/୦୭) ମଙ୍ଗଳବାର ଦିନ ସାନଖେମୁଣ୍ଡି ବ୍ଲକ ନିର୍ଵାଚିତ ଜନପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଥିବା ପ୍ରତିବାଦରେ ବିକ୍ଷୋଭକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ଦାବି ନେଇ ମଙ୍ଗଳବାର ୧୧ ଘଣ୍



ଘରୋଇ କୋଚିଂ ସେଣ୍ଟର ଗୁଡିକରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚଢାଉ

Kiran Behera | ଶିକ୍ଷା | ଗଞ୍ଜାମ | 3024 | Read...

ଘରୋଇ କୋଚିଂ ସେଣ୍ଟର ଗୁଡିକରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚଢାଉ

ଦିଗପହଣ୍ଡିି, ୨୩ା୭ : ଦିଗପହଣ୍ଡି ସହରରେ ଚାଲୁଥିବା ସମସ୍ତ ଘରୋଇ କୋଚିଂ ସେଣ୍ଟର ଗୁଡିକରେ ମଙ୍ଗଳବାର ସକାଳ ୮ ଘଣ୍ଟା ସମୟରେ ବ୍ରହ୍ମପୁର ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଚଢାଉ କରିଥିବା



ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ ଜଣେ ଆହତ

Kiran Behera | ଅପରାଧ | ଗଞ୍ଜାମ | 3023 | Read...

ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ ଜଣେ ଆହତ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣୀ ନିକଟସ୍ଥ ରଜନାପଲ୍ଲୀ କୁକୁଡା ଫାର୍ମଠାରେ ମଙ୍ଗଳବାର ଅପରାହ୍ନରେ ଏକ ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ ହୋଇଥିବା ବେଳେ ଟ୍ରାକ୍ଟର ଚାଳକ ଗୁରୁତର ଆହାଚ ହୋଇଥିବା ଜଣା



ଆସନ୍ତାକାଲି କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

Bhagyaprabha News Bureau | ଦେଶଦୁନିଆ | | 3022 | Read...

ଆସନ୍ତାକାଲି କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

କଂଗ୍ରେସ ପକ୍ଷରୁ ବୁଧବାର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି । ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ଓ ନାବାଳିକା ଦୁଷ୍କର୍ମ ପ୍ର



ଆସନ୍ତାକାଲି ପାଟକୁରା ବିଧାନସଭା ଆସନ ପାଇଁ ହେବ ଭୋଟ ଗଣତି

Bhagyaprabha News Bureau | ରାଜନୀତି | କେନ୍ଦ୍ରାପଡ଼ା | 3021 | Read...

ଆସନ୍ତାକାଲି ପାଟକୁରା ବିଧାନସଭା ଆସନ ପାଇଁ ହେବ ଭୋଟ ଗଣତି

ପାଟକୁରା ବିଧାନସଭା ଆସନ ପାଇଁ ଆସନ୍ତାକାଲି ହେବ ଭୋଟ ଗଣତି। ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୨ ନମ୍ବର ହଲରେ ଭୋଟ ଗଣତି ହେବ। ଏଥିପାଇଁ ୨୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। କଡ଼ା ସୁରକ୍ଷା ବଳୟ



ବିଦ୍ୟୁତ ସମସ୍ୟା ସମାଧାନ ଦାବିରେ ବିଜେପିର ବିକ୍ଷୋଭ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3020 | Read...

ବିଦ୍ୟୁତ ସମସ୍ୟା ସମାଧାନ ଦାବିରେ ବିଜେପିର ବିକ୍ଷୋଭ

ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳରେ ଲାଗି ରହିଥିବା ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ସହ ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲା ବିଜେପି ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି କର୍ମୀମାନେ ସାଉଥକୋ ମୁଖ୍ୟ କାର୍



ଅଗଷ୍ଟ ୫ରୁ ଓଟିଇଟି ପରୀକ୍ଷା

Bhagyaprabha News Bureau | ଶିକ୍ଷା | | 3019 | Read...

ଅଗଷ୍ଟ ୫ରୁ ଓଟିଇଟି ପରୀକ୍ଷା

ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ପକ୍ଷରୁ ଆଜି ଓଟିଇଟି ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ଅଗଷ୍ଟ ୫ ତାରିଖରୁ ୧୪ ପର୍ଯ୍ୟନ୍ତ ହେବ। ପ୍ରଥମ ଥର ପାଇଁ ଏହି ପରୀକ୍ଷା ଅନଲାଇନରେ ହେବ।ପରୀକ୍ଷାର୍ଥୀ ନିଜ ଆଡମ



ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତିକୁ ଖଣ୍ଡନ କଲା ଭାରତ

Bhagyaprabha News Bureau | ଖେଳ | | 3018 | Read...

ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତିକୁ ଖଣ୍ଡନ କଲା ଭାରତ

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଵୀଶ କୁମାର ଟ୍ୱିଟ୍‌ କରି ସ୍ପଷ୍ଟ କହିଛ



ଆସନ୍ତାକାଲି ବିଜେପିର ଅନୁଗୁଳ ବନ୍ଦ ଡାକରା

Bhagyaprabha News Bureau | ଓଡ଼ିଶା | ଅନୁଗୁଳ | 3017 | Read...

 ଆସନ୍ତାକାଲି  ବିଜେପିର ଅନୁଗୁଳ ବନ୍ଦ ଡାକରା

ଜିଲ୍ଲାରେ ବିଗୁଡୁଥିବା ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଆସନ୍ତାକାଲି(ବୁଧବାର) ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି | ୩ ଦଫା ଦାବି ନେଇ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି | ଜିଲ୍ଲା ମୁଖ୍ୟ ଚିକିତ



ଓଜେଏସ୍‌ ଟପ୍ପର ହେଲେ ଅଭିନନ୍ଦିତା ମିଶ୍ର

Bhagyaprabha News Bureau | ଶିକ୍ଷା | | 3016 | Read...

ଓଜେଏସ୍‌ ଟପ୍ପର ହେଲେ ଅଭିନନ୍ଦିତା ମିଶ୍ର

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ୨୦୧୮-୧୯ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଈପ୍‌ସିତା ଅଭିନନ୍ଦିତା ମିଶ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।ଦ୍



ଲାଇନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡର ୭ମ ଅଧିଷ୍ଠାନ ଉତ୍ସବ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3015 | Read...

ଲାଇନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡର ୭ମ ଅଧିଷ୍ଠାନ ଉତ୍ସବ

ସ୍ଥାନୀୟ ଗାନ୍ଧୀନଗର ଛକ ନିକଟସ୍ଥ କମ୍ପୁ୍ୟଟର ଏକାଡେମୀ ସେଣ୍ଟର ସମ୍ମିଳନୀ କକ୍ଷରେ ସମାଜସେବା କ୍ଷୋତ୍ରରେ ଦୃଷ୍ଟାନ୍ତମୂଳକ ପଦକ୍ଷୋପ ଗ୍ରହଣ କରିଥିବା ଲାଇନ୍ସ୍ କ୍ଳବ୍ ବ୍ରହ୍ମପୁର ଗୋଲ୍ଡ ର ୭ମ ଅଧିଷ୍ଠାନ ଉତ୍ସବ କ୍କବ୍ ସ



ପୋଲ ତଳୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର

Bhagyaprabha News Bureau | ଅପରାଧ | ଗଞ୍ଜାମ | 3014 | Read...

ପୋଲ ତଳୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କୋଦଳା-ଖଲ୍ଲିକୋଟ ରାସ୍ତାର ଭରଷାମଥୁରା ଗ୍ରାମ ନିକଟସ୍ଥ ପୋଲ ତଳୁ କ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳେ ସ୍ଥାନୀୟଲୋକେ ସେଠାକୁ ଗାଧୋଇବାକୁ ଯାଇଥିବା ବ



ଟୁର୍ଣ୍ଣାମେଣ୍ଟରେ ଭାରତର ୧୫ ପଦକ ହାସଲ

Bhagyaprabha News Bureau | ଖେଳ | | 3013 | Read...

ଟୁର୍ଣ୍ଣାମେଣ୍ଟରେ ଭାରତର ୧୫ ପଦକ ହାସଲ

କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ପ୍ରତିଯୋଗୀତାରେ ଭାରତ ଚମ୍ପିଆନ୍ ହୋଇଛି । ଭାରତୀୟ ଦଳ ଉଭୟ ଦଳଗତ ଓ ବ୍ୟକ୍ତିଗତ ମ୍ୟାଚରେ ସ୍ୱର୍ଣ୍ଣପଦକ ହାସଲ କରିଛି । ଭାରତ ଟୁର୍ଣ୍ଣ



କମୁଛି ହୀରକୁଦ ପାାଣି, ଚିନ୍ତାରେ ରାଜ୍ୟବାସୀ

Bhagyaprabha News Bureau | ଓଡ଼ିଶା | କଟକ | 3012 | Read...

କମୁଛି ହୀରକୁଦ ପାାଣି, ଚିନ୍ତାରେ ରାଜ୍ୟବାସୀ

ଶ୍ରାବଣରେ ବର୍ଷା ନାହିଁ । ସେପଟେ ଛତିଶଗଡ ବି ଉପରମୁଣ୍ଡରେ ମହାନଦୀର ଜଳକୁ ବାନ୍ଧୁଛି । ଏହାଦ୍ବାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଗତବର୍ଷ ତୁଳନାରେ କମ ରହିଥିବା ବେଳେ ଜଳଭଣ୍ଡାର ଭିତରକୁ ଜଳ ପ୍ରବେଶର ପରିମାଣ ବି ହ୍ରାସ ପା



ବିଧାନସଭାରେ ହଟ୍ଟଗୋଳ

Bhagyaprabha News Bureau | ଦେଶଦୁନିଆ | | 3011 | Read...

ବିଧାନସଭାରେ ହଟ୍ଟଗୋଳ

ଶିଶୁ ନିଖୋଜ ଓ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଆଜି ବି ହୁଲସ୍ତୁଲ ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ । ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ନାରାବାଜି ସହ ହୋହଲ୍ଲା କରୁଥ



ବାଚସ୍ପତିଙ୍କୁ ବିଦ୍ରୋହୀ ବିଧାୟକଙ୍କ ଚିଠି

Bhagyaprabha News Bureau | ଦେଶଦୁନିଆ | | 3010 | Read...

ବାଚସ୍ପତିଙ୍କୁ ବିଦ୍ରୋହୀ ବିଧାୟକଙ୍କ ଚିଠି

କର୍ଣ୍ଣାଟକ ରାଜନୀତିରେ ଅସ୍ଥିରତା ସୃଷ୍ଟି କରିଥିବା ୧୩ ବିଦ୍ରୋହୀ ବିଧାୟକଙ୍କୁ ହାଜର ହେବା ଲାଗି ବାଚସ୍ପତି କେ.ଆର. ରମେଶ କୁମାର ସମନ ଜାରି କରିଥିବାବେଳେ ସେମାନେ ଏହାର ଉତ୍ତର ରଖିଛନ୍ତି। ହାଜର ହେବା ଲାଗି ୪ ସପ୍ତାହ ସମୟ



ଛତିଶଗଡ଼ର ସୁକୁମାରେ ମାଓବାଦୀଙ୍କ ଗୁଳିବିନିମୟ

Bhagyaprabha News Bureau | ଓଡ଼ିଶା | ମାଲକାନଗିରି | 3008 | Read...

ଛତିଶଗଡ଼ର ସୁକୁମାରେ ମାଓବାଦୀଙ୍କ ଗୁଳିବିନିମୟ

ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ସୂଚନା ମୁତାବକ, ସୁକୁମା ଜିଲାର ଭାଜି ଅଞ୍ଚଳରେ ମାଓବାଦୀଙ୍କ ଏକ ବୈଠକ



ସାରଥି ବାବାଙ୍କ ସର୍ତ୍ତମୂଳକ ଜାମିନୀ

Bhagyaprabha News Bureau | ଅପରାଧ | କେନ୍ଦ୍ରାପଡ଼ା | 3007 | Read...

ସାରଥି ବାବାଙ୍କ ସର୍ତ୍ତମୂଳକ ଜାମିନୀ

୨୦୧୫ମସିହାରୁ ଜେଲରେ ଥିବା କେନ୍ଦ୍ରାପଡ଼ା ବାରି ମୂଳଆଶ୍ରମର ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ଆଜି ଗୋଟିଏ ମାମଲାରେ ୨ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ତାଙ୍କ ବିରୋଧ