ଖବର ସଂଗ୍ରହ

.



ରାଜ୍ୟରେ ଆଜି ପୁଣି ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7091 | Read...

ରାଜ୍ୟରେ ଆଜି ପୁଣି ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଜି ପୁଣି ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଆଜି ଚିହ୍ନଟ ହୋଇ



୨୧ ଦିନ ବଦଳରେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ ପ୍ରବାସୀ ଓଡ଼ିଆ : ପ୍ରଦୀପ ଜେନା

BHAGYAPRABHA NEWS | ଓଡ଼ିଶା | | 7090 | Read...

୨୧ ଦିନ ବଦଳରେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ ପ୍ରବାସୀ ଓଡ଼ିଆ : ପ୍ରଦୀପ ଜେନା

ରାଜ୍ୟରେ ବଦଳିଲା କ୍ୱାରେଣ୍ଟିନ୍‌ ନିୟମ। ଏଣିକି ପ୍ରବାସୀ ଓଡ଼ିଆମାନେ ୨୧ ଦିନ ବଦଳରେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ଏହି ସୂ



ଟ୍ରେନରେ ସନ୍ତାନ ପ୍ରସବ ଡାକ୍ତର ଖାନା ରେ ଭର୍ତ୍ତି

Gupteswar Prusty | ସ୍ବାସ୍ଥ୍ୟ | ବଲାଙ୍ଗୀର | 7088 | Read...

ଟ୍ରେନରେ ସନ୍ତାନ ପ୍ରସବ ଡାକ୍ତର ଖାନା ରେ ଭର୍ତ୍ତି

ବଲାଙ୍ଗୀର, ଆନ୍ଧ୍ରପ୍ରଦେଶ ର କାଜୁପେଟା ରୁ ବଲାଙ୍ଗୀର ପର୍ଯ୍ୟନ୍ତ ପ୍ରବାସୀ ଟ୍ରେନ ରେ ଆସିବା ବେଳେ ଟିଟିଲାଗଡ଼ ରେ ଜଣେ ଗର୍ଭବତୀ ମହିଳା ଏକ କନ୍ୟା ସନ୍ତାନ ଜନ୍ମ କରିଥିବା ବେଳେ ଟିଟିଲାଗଡ଼ ରେଳ ଷ୍ଟେସନରେ ଓଲ୍ହାଇ ପଡିଛନ୍



ପଞ୍ଚାୟତ ପକ୍ଷରୁ ନିଆରା ଢଙ୍ଗରେ ପ୍ରବାସୀଙ୍କୁ ମିଠା ଓ ପୁଷ୍ପ ଦେଇ ଘରବାହୁଡା କରାଇଲେ

Kiran Behera | ଓଡ଼ିଶା | ଗଞ୍ଜାମ | 7087 | Read...

ପଞ୍ଚାୟତ ପକ୍ଷରୁ ନିଆରା ଢଙ୍ଗରେ ପ୍ରବାସୀଙ୍କୁ ମିଠା ଓ ପୁଷ୍ପ ଦେଇ ଘରବାହୁଡା କରାଇଲେ

ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ରାଧା ଦାମୋଦର ସରକାରୀ ବାଳିକା ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଦୀର୍ଘ ୨୧ ଦିନ ଧରି ରହୁଥିବା ଅନ୍ତେବାସୀଙ୍କୁ ରବିବାର ଦିନ ପଞ୍ଚାୟତ ପକ୍ଷରୁ ପ୍ରମାଣପତ୍ର , ମିଠା ଓ ପୁଷ୍ପ ବୃ



ବଦଳିଲେ କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ।

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 7086 | Read...

ବଦଳିଲେ କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ।

ବିବାଦୀୟ କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀଙ୍କୁ ଶେଷରେ ଏନ୍ଏସି ଅଧିକାରୀ ଦାୟିତ୍ବ ଛାଡିବାକୁ ପଡିଛି। କିଛି ଦିନ ଧରି ଏହି ଅଫିସର ଜଣକ କୋଦଳା ଏନଏସିର ବିଭିନ୍ନ କାର୍ଯ୍ୟକୁ ନେଇ ବିବାଦ ଘେ



ଝାରସୁଗୁଡାରେ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | ଝାରସୁଗୁଡ଼ା | 7085 | Read...

ଝାରସୁଗୁଡାରେ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡା ଜିଲ୍ଲାରେ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ଷକର ଶିଶୁ କନ୍ୟା କରୋନା ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଝାରସୁଗୁଡା ମଙ୍ଗଳବଜ



ଚଳନ୍ତା ଟ୍ରେନରେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରବାସୀ ମହିଳା

Gupteswar Prusty | ଓଡ଼ିଶା | ବଲାଙ୍ଗୀର | 7084 | Read...

ଚଳନ୍ତା ଟ୍ରେନରେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରବାସୀ ମହିଳା

ଚଳନ୍ତା ଟ୍ରେନରେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରବାସୀ ମହିଳା। ଷ୍ଟେସନରେ ପହଁଞ୍ଚିବା ପୂର୍ବରୁ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଲେ ବଲାଙ୍ଗୀର ତୁରକେଲା ବ୍ଲକ ପଖନମୁଣ୍ଡା ଗାଁର ଧୁବଲେ ନାଗଙ୍କ ୩୫ ବର୍ଷୀୟା ପତ୍ନୀ କୁନ୍ତୀ ବାଗ।ଗ



ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ

Bhagyaprabha News Bureau | ଦେଶଦୁନିଆ | | 7083 | Read...

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ

ଉତ୍ତରପ୍ରଦେଶ ପୁଲିସ୍‌ର ସୋସିଆଲ ମିଡିଆ ସେଲ୍‌କୁ ଗୁରୁବାର ମଧ୍ୟରାତ୍ରିରେ ଜଣେ ବ୍ୟକ୍ତି ଧମକ ଦେଇଛି ଯେ ସେ ଏକ ବୋମା ପକାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବ। ସେହି ପ୍ରେରକ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ



ସଂଘରୋଧ କେନ୍ଦ୍ରରେ ପ୍ରବାସୀ ମହିଳାଙ୍କ ପାଇଁ ଭାଇ ସାଜିଲେ ସରପଞ୍ଚ

Kiran Behera | ଓଡ଼ିଶା | ଗଞ୍ଜାମ | 7082 | Read...

ସଂଘରୋଧ କେନ୍ଦ୍ରରେ ପ୍ରବାସୀ ମହିଳାଙ୍କ ପାଇଁ ଭାଇ ସାଜିଲେ ସରପଞ୍ଚ

ଶୁକ୍ରବାର ଦିନ ରହିଥିଲା ବିବାହିତ ସଧବା ମହିଳାଙ୍କ ପାଇଁ ସାବିତ୍ରୀ ଅମାବାସ୍ୟା । ମହିଳା ମାନେ ନିଜ ସ୍ବାମୀଙ୍କ ଦୀର୍ଘ ଆୟୁ ପାଇଁ ଏହି ପୂଜା କରିଥାନ୍ତି । ଏହି ଅବସରରେ ଦିଗପହଣ୍ଡି ବ୍ଳକର ଗୈାଡ ଗାଁ ପଞ୍ଚାୟତର ସଙ୍ଗରୋଧ କେନ



ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7081 | Read...

ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ

କୋଭିଡ-୧୯ ସଂକ୍ରମିତଙ୍କ ତାଲିକାରେ ପୁଣି ୫ ନୂଆ କରୋନା ଆକ୍ରାନ୍ତଙ୍କ ନାଁ ଯୋଡି ହୋଇଛି। ଏହି ସମସ୍ତ ସଂକ୍ରମିତ ସୁନ୍ଦରଗଡ ଜିଲ୍ଲାରେ ବୋଲି ଜଣାପଡିଛି। ଏହି ସଂକ୍ରମିତଙ୍କ ସଂପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା



ସୁନ୍ଦରଗଡରୁ ଆଉ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Bhagyaprabha News Bureau | ଓଡ଼ିଶା | | 7080 | Read...

ସୁନ୍ଦରଗଡରୁ ଆଉ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡରୁ ଆଉ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ନିଖିଲ୍‌ ପଓ୍ବନ୍‌ କଲ୍ୟାଣ ଏହି ସୂଚନା ପ୍ରଦାନ କରିଛନ୍ତି । ପାଞ୍ଚ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ତିନି ଜଣ ମହିଳା ରହିଛନ୍ତି । ସମସ୍ତ



ପଶ୍ଚିମବଙ୍ଗକୁ ୧ ହଜାର କୋଟିର ଆଗୁଆ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

BHAGYAPRABHA NEWS | ଦେଶଦୁନିଆ | | 7079 | Read...

ପଶ୍ଚିମବଙ୍ଗକୁ ୧ ହଜାର କୋଟିର ଆଗୁଆ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ପଶ୍ଚିମବଙ୍ଗର ବାତ୍ୟା ବିତ୍ପାତ ଅଞ୍ଚଳ ପରିଦର୍ଶନ ପରେ ପଶ୍ଚିମବଙ୍ଗକୁ ୧ ହଜାର କୋଟିର ଆଗୁଆ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଗ୍ରିମ ଆକାରରେ ୧ ହଜାର କୋଟି ଦିଆଯାଉଥିବା କହିଲେ ପ୍ରଧାନମନ୍



ରାଜ୍ୟରେ ପୁଣି ୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

BHAGYAPRABHA NEWS | ଓଡ଼ିଶା | | 7078 | Read...

ରାଜ୍ୟରେ ପୁଣି ୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ରାଜ୍ୟରେ ପୁଣି ୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୫୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୮୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍



ହାତ ପାପୁଲି କାଟି ପଲିଥିନରେ ଧରି ଗ୍ରାମ ବୁଲିଲେ ଯୁବକ

Kiran Behera | ଅପରାଧ | ଗଞ୍ଜାମ | 7077 | Read...

ହାତ ପାପୁଲି କାଟି ପଲିଥିନରେ ଧରି ଗ୍ରାମ ବୁଲିଲେ ଯୁବକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବି . ତୁରୁବୁଡି ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଜଣାପଡ଼ିଛି । ଗ୍ରାମର ପି. ସମେଶ୍ବର ରେଡ୍ଡୀ ନାମକ ଜଣେ ମାନସିକ ବିକ



ଆକାଶମାର୍ଗରୁ ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 7076 | Read...

ଆକାଶମାର୍ଗରୁ ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ

ଉତ୍ତର ଓଡିଶାର ବାତ୍ୟା ପ୍ରଭାବିତ କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କୁ ଆକାଶମାର୍ଗରୁ ବୁଲି ଦେଖିବା ସହ ଏହି ଜିଲ୍ଲାମାନଙ୍କରେ ଅମ୍ଫାନ କେତେ ଧନସମ୍ପତ୍ତି ଉଜାଡି ଦେଇଛି ତାର ଅନୁଧ୍ୟାନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର



ରାଜ୍ୟରେ ଆଉ ୪୩ କରୋନାରୁ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 7075 | Read...

ରାଜ୍ୟରେ ଆଉ ୪୩ କରୋନାରୁ ସୁସ୍ଥ

ରାଜ୍ୟରେ ଆଉ ୪୩ ଜଣ ସୁସ୍ଥ ହୋଇ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା୪୩ ଜଣଙ୍କ ମଧ୍ୟରେ ଅନୁଗୁଳରୁ ୧୫ ଜଣ ରହିଥିବାବେଳେ ଗଞ୍ଜାମ, ରାଉରକେଲ