ଖବର ସଂଗ୍ରହ

.



ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ୍ୟୁ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 5775 | Read...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ୍ୟୁ

ବ୍ରହ୍ମପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛରୁ ବାଇକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଦୁଇ ମୃତକ ହେଲେ ଗଣେଶ ଚୌଧୁରୀ ଓ କାଳିଆ ପ୍ରଧାନ । ଗତକାଲି ବିଳମ



ଡୋଡ୍‌ଲାଇନ୍‌ ସରିବା ପରେ ବିଜୁଳି କାଟର ପଦକ୍ଷେପ

BHAGYAPRABHA NEWS | ଓଡ଼ିଶା | | 5774 | Read...

ଡୋଡ୍‌ଲାଇନ୍‌ ସରିବା ପରେ ବିଜୁଳି କାଟର ପଦକ୍ଷେପ

ଆରମ୍ଭ ହୋଇଛି ବିଜୁଳି କାଟ । ବିଲ୍ ଦାଖଲ ପାଇଁ ଡେଡଲାଇନ୍ ସରିବା ପରେ ପଶ୍ଚିମ ଓଡ଼ିଶାରେ ୱେସ୍କୋ ପକ୍ଷରୁ ବିଦ୍ୟୁତ୍ କାଟ୍ ଆରମ୍ଭ: ବଲାଙ୍ଗିର, ସମ୍ବଲପୁର ସମେତ ୯ଟି ଜିଲ୍ଲାରେ ଚାଲିଛି ବିଦ୍ୟୁତ୍ କାଟ୍, ପ୍ରଥମ ପର୍ଯ୍ୟାୟରେ ବ



ବିଜେପିରେ ସାମିଲ ହେଲେ ବାବୁଲାଲ ମାରାଣ୍ଡି

BHAGYAPRABHA NEWS | ଦେଶଦୁନିଆ | | 5773 | Read...

ବିଜେପିରେ ସାମିଲ ହେଲେ ବାବୁଲାଲ ମାରାଣ୍ଡି

ଦୀର୍ଘ ୧୪ ବର୍ଷ ପରେ ଘର ଓ୍ବାପସି କରିଛନ୍ତି ବାବୁଲାଲ ମାରାଣ୍ଡି। ବିଜେପିରେ ସାମିଲ୍‌ ହୋଇଛନ୍ତି ଝାଡଖଣ୍ଡ ବିକାଶ ମୋର୍ଚ୍ଚାର ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡି। ଝାଡଖଣ୍ଡର ରାଞ୍ଚିରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମର



ସମ୍ପତି ଆଗରେ ତୁଚ୍ଛ ହେଲା ମା'ର ମମତା

Swadhina Kumar Sahu | ଅପରାଧ | ଗଞ୍ଜାମ | 5772 | Read...

ସମ୍ପତି ଆଗରେ ତୁଚ୍ଛ ହେଲା ମା'ର ମମତା

ଗଞ୍ଜାମ ଜିଲ୍ଲାରେ ଘଟିଯାଇଛି ଏକ ବିରଳ ଘଟଣା । ମା'ର ମୃତ୍ୟୁ ପରେ ପରିବାର ଲୋକେ ସମ୍ପତି ପାଇଁ ତାଙ୍କ ଶବକୁ ଘଣ୍ଟା ଘଣ୍ଟା ଧରି ବାହାରେ ପକାଇ ରଖିଥିଲେ । ସୁଚନାନୁସାରେ ବ୍ରହ୍ମପୁରସ୍ଥିତ ଶ୍ରୀରାମ ନଗର ଦ୍ୱିତୀୟ ଗଳିରେ ଦେଖି



ଆସନ୍ତା ମାର୍ଚ୍ଚ ୩ରେ ଫାଶି ପାଇବେ ନିର୍ଭୟା ଦୋଷୀ :

BHAGYAPRABHA NEWS | ଅପରାଧ | | 5771 | Read...

ଆସନ୍ତା ମାର୍ଚ୍ଚ ୩ରେ ଫାଶି ପାଇବେ ନିର୍ଭୟା ଦୋଷୀ :

ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ସକାଳ ୬ଟାରେ ଫାଶୀ ଦେବା ପାଇଁ ପଟିଆଲା କୋର୍ଟ ପକ୍ଷରୁ ଆଜି ଡେଥ୍ ୱାରେଣ୍ଟ ଜାରି କରାଯାଇଛି। ଏହି ନୂଆ ଡେଥ୍ ୱାରେଣ୍ଟ ବଳରେ ଦୋଷୀଙ୍କୁ ନିଶ୍ଚୟ ଫାଶୀ ମିଳିବ ବୋଲି ନିର୍ଭୟାଙ୍କ ମାଆ ଆଶା ଦେବୀ ନ



ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ

BHAGYAPRABHA NEWS | ଓଡ଼ିଶା | | 5770 | Read...

ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ

ଲୋକସେବା ଭବନରେ ସକାଳ ୯ଟା ୪୫ମିନିଟରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବ ଏହି ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥି



ଅଗ୍ନିକାଣ୍ଡରେ ଜଳିଗଲା ନଡ଼ା ଗଦା

Kiran Behera | ଓଡ଼ିଶା | ଗଞ୍ଜାମ | 5769 | Read...

ଅଗ୍ନିକାଣ୍ଡରେ ଜଳିଗଲା ନଡ଼ା ଗଦା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ର ପୁର ଗାଁ ର ଜଣେ ଅସହାୟ ଗରିବ ଚାଷୀ ବୁଦ୍ଧିଆ ରେଡ୍ଡୀ ଙ୍କ ନଡ଼ା ଗଦା ଜଳି ଯାଇଛି।ରବିବାର ପୂର୍ବାହ୍ନ ରେ ଏହି ଅଗ୍ନିକାଣ୍ଡ ଘଟିଥିଲା।ଗ୍ରାମବାସୀ ଙ୍କ ସ



ବାଚସ୍ପତିଙ୍କ ଦିଗପହଣ୍ଡି ଗସ୍ତ , ଉଦଘାଟନ କଲେ ବିଭିନ୍ନ ପ୍ରକଳ୍ପ

Kiran Behera | ଓଡ଼ିଶା | ଗଞ୍ଜାମ | 5768 | Read...

ବାଚସ୍ପତିଙ୍କ ଦିଗପହଣ୍ଡି ଗସ୍ତ , ଉଦଘାଟନ କଲେ ବିଭିନ୍ନ ପ୍ରକଳ୍ପ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ଼. ସୂର୍ଯ୍ୟନାରାୟଣ ପାତ୍ର ରବିବାର ଦିଗପହଣ୍ଡି ଗସ୍ତ ରେ ଆସି ଜକର ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମ ର ଜନ ହିତକର ପ୍ରକଳ୍ପ ଗୁଡ଼ିକୁ ଉଦଘାଟନ କରିଛନ୍ତି।ଅପରାହ୍ନ ପ୍ରାୟ



ସହିଦ ଯବାନ ଅଭିରାମ ରାମଙ୍କର ଶେଷକୃତ୍ୟ ସମ୍ପନ

BHAGYAPRABHA NEWS | ଓଡ଼ିଶା | ବାଲେଶ୍ବର | 5767 | Read...

ସହିଦ ଯବାନ ଅଭିରାମ ରାମଙ୍କର ଶେଷକୃତ୍ୟ ସମ୍ପନ

ଅରୁଣାଚଳ ପ୍ରଦେଶର ଲାୟକ ଚଲା ଠାରେ ଆର୍ମି କେମ୍ପକୁ ୧୩ ତାରିଖ ଦିନ ଆର୍ମି ଗାଡିରେ ଅନ୍ୟ ସହଯୋଗି ମାନଙ୍କ ସହିତ ଯାଉଥିବା ବେଳେ ବରଫ ଅତଡା ଖସିବାରୁ ବରଫ ତଳେ ଚାପି ହୋଇ ଜଣେ ଜୱାନ ସହିଦ ହୋଇ ଯାଇଛନ୍ତି। ସହିଦ ଜୱାନ ଜଣକ ହେଲେ ବ



ଜିଲାନ୍ସ ଜାଲରେ ପୋଲିସ ବାବୁ

BHAGYAPRABHA NEWS | ଅପରାଧ | ପୁରୀ | 5766 | Read...

ଜିଲାନ୍ସ ଜାଲରେ ପୋଲିସ ବାବୁ

ଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଂଚ ନେଇ ଧରାପଡିଲେ ପୁରୀ ଟାଉନ ଥାନା ଏଏସ୍‌ଆଇ ବିରଂଚି ରାଉଳ । ସେ ଶନିବାର ୩ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ଏକ ମାମଲାରେ ଚାର୍ଜସିଟ୍‌ର



ବିଗ ବସ-୧୩ର ବିଜେତା ହେଲେ ସିଦ୍ଧାର୍ଥ ଶୁକ୍ଲା

BHAGYAPRABHA NEWS | ମନୋରଞ୍ଜନ | | 5765 | Read...

ବିଗ ବସ-୧୩ର ବିଜେତା ହେଲେ ସିଦ୍ଧାର୍ଥ ଶୁକ୍ଲା

କଲର୍ସର ଲୋକପ୍ରିୟ ରିୟାଲିଟି ସୋ ବିଗ ବସ-୧୩ ଫିନାଲେର ବିଜେତା ଘୋଷଣା ହୋଇଛି । ଶନିବାର ବିଳମ୍ବିତ ରାତିରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଶୋ'ର ବିଜେତା ଘୋଷଣା କରାଯାଇଛି । ଶୋ' ଆରମ୍ଭରୁ ଯାହା କଳ୍ପନା ଜଳ୍ପନା କରାଯାଉଥିଲା, ତାହା



ଆଜି ଶେଷ ହେବ ଖଣ୍ଡଗିରି ଯାତ୍ରା

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 5764 | Read...

ଆଜି ଶେଷ ହେବ ଖଣ୍ଡଗିରି ଯାତ୍ରା

ଆଜି ଶେଷ ହେବ ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ଖଣ୍ଡଗିରି ଯାତ୍ରାରେ ନାଟକ ଦେଖିବାକୁ ଲୋକଙ୍କ ମନରେ ଅହେତୁକ ଆଗ୍ରହ ଥିବା ହେତୁ ଶେଷ ଦିନରେ ଲୋକଙ୍କ ଗହଳି ଚହଳି ଲାଗି ରହିବ ବୋଲି ଆଶା କରାଯାଉଛି। ଶେଷ ଦିନରେ ପ୍




କର୍ଣ୍ଣାଟକାର ପାହାଡ଼ି ଅଞ୍ଚଳରେ ବସ୍‌ ଦୁର୍ଘଟଣା , ୯ ମୃତ

BHAGYAPRABHA NEWS | ଅପରାଧ | | 5762 | Read...

କର୍ଣ୍ଣାଟକାର ପାହାଡ଼ି ଅଞ୍ଚଳରେ ବସ୍‌ ଦୁର୍ଘଟଣା , ୯ ମୃତ

କର୍ଣ୍ଣାଟକାର ଉଡ଼ୁପି ଜିଲ୍ଲାର ଏକ ପାହାଡ଼ି ଅଞ୍ଚଳରେ ଏକ ବସ୍‌ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୨୭ ଜଣ ଆହତ ହୋଇଛନ୍ତି। କୁହାଯାଉଛି ଚାଳକ ଜଣକ ଏକ ବୁଲାଣିରେ ଭାରସାମ୍ୟ ହରାଇବାରୁ ଏଭଳି ହୋଇଛି।ଶନିବାର ସନ୍ଧ



ପ୍ରଥମ ଓଡିଆ ଭାବେ ମାଷ୍ଟରସେଫ୍ ଟାଇଟଲ ହାସଲ କଲେ ଅବିନାଶ

BHAGYAPRABHA NEWS | ମନୋରଞ୍ଜନ | | 5761 | Read...

ପ୍ରଥମ ଓଡିଆ ଭାବେ ମାଷ୍ଟରସେଫ୍ ଟାଇଟଲ ହାସଲ କଲେ ଅବିନାଶ

ପ୍ରଥମ ଓଡ଼ିଆ ଭାବେ ମାଷ୍ଟରସେଫ୍ ଅଫ୍‌ ଇଣ୍ଡିଆଟାଇଟଲ ହାସଲ କଲେ ଅବିନାଶ । ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ଭାରତର ଲୋକପ୍ରିୟ କୁକିଙ୍ଗ ରିଆଲିଟି ଶୋ' ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍-୬ର ବିଜେତା ଅବିନାଶ 'ଚିକେନ୍ ବେସର' ପ୍



ଆସନ୍ତା ୨୮ରେ ଓଡିଶା ଆସିବେ ଅମିତ ଶାହ

BHAGYAPRABHA NEWS | ଦେଶଦୁନିଆ | | 5760 | Read...

ଆସନ୍ତା ୨୮ରେ ଓଡିଶା ଆସିବେ ଅମିତ ଶାହ

ଆସନ୍ତା ଫେବୃୟାରୀ ୨୮ରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। ସିଏଏକୁ ସମର୍ଥନ ଜଣାଇ ୨୮ରେ ରାଜ୍ୟ ବିଜେପି ପକ୍ଷରୁ ହେବାକୁ ଥିବା ସଭାରେ ଶ୍ରୀ ଶାହ ଉଦ୍‌ବୋଧ



ହାପି ବାର୍ଥ ଡେ ଶୋମା ଆନନ୍ଦ

Srabani Nayak | ମନୋରଞ୍ଜନ | | 5759 | Read...

ହାପି ବାର୍ଥ ଡେ ଶୋମା ଆନନ୍ଦ

ବଲିଉଡ୍‌ ଅଭିନେତ୍ରୀ ଶୋମା ଆନନ୍ଦ ଆଜି ୬୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୫୮ ମସିହା ଆଜିର ଦିନରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କ



ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ କେଜିରୱାଲ

BHAGYAPRABHA NEWS | ଦେଶଦୁନିଆ | | 5758 | Read...

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ କେଜିରୱାଲ

ଆଜି ଦିଲ୍ଲୀ ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ । ଦିଲ୍ଲୀର ରାମଲୀଳା ମୈଦାନରେ ଏହି ଶପଥ ଗ୍ରହଣ ଉତ୍ସବ ପାଳନ ହୋଇଯାଇଛି । ତେବେ କେଜରିୱାଲଙ୍କ ସହ ୬



ନବରଙ୍ଗପୁର-ସଡକ ଦୁର୍ଘଟଣା , ଦୁଇ ମୃତ ୨୦ ଆହାତ

BHAGYAPRABHA NEWS | ଅପରାଧ | ନବରଙ୍ଗପୁର | 5757 | Read...

ନବରଙ୍ଗପୁର-ସଡକ ଦୁର୍ଘଟଣା , ଦୁଇ ମୃତ ୨୦ ଆହାତ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ମୃଗ ବିହାର ନିକଟ ୨୬ ନମ୍ବର ଜାତୀୟ ରାଜପଥ ଠାରେ ଜଗା କାଳୀଆ ନାମକ ଏକ ଘରୋଇ ବସ ଦୁର୍ଘଟଣା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ୨୦ରୁ ଉର୍ଦ୍ଧ ବ୍ୟକ୍ତିବିଶେଷ ଆହତ ହୋଇଛନ୍ତି । କେ



ଗଞ୍ଜାମରେ ଅଲୋଡା ଶିଶୁ କନ୍ୟା , ଦୁଇଟି ସ୍ଥାନରୁ ୨ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5756 | Read...

 ଗଞ୍ଜାମରେ  ଅଲୋଡା ଶିଶୁ କନ୍ୟା , ଦୁଇଟି ସ୍ଥାନରୁ ୨ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । କେନ୍ଦ୍ର ସରକାରଙ୍କ ବେଟି ବଚାଓ, ବେଟି ପଢ଼ାଓ ଯୋଜନାଠାରୁ ଆରମ୍ଭ କରି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ 'ମୋ ଗେହ୍ଲା ଝିଅ' କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏସ



ଭିକାରୀଙ୍କୁ ଦିଆଯିବ ପ୍ରଶିକ୍ଷଣ : ଅଶୋକ ପଣ୍ଡା

BHAGYAPRABHA NEWS | ଓଡ଼ିଶା | | 5755 | Read...

ଭିକାରୀଙ୍କୁ ଦିଆଯିବ ପ୍ରଶିକ୍ଷଣ :  ଅଶୋକ ପଣ୍ଡା

ଓଡ଼ିଶାରେ ଅଛନ୍ତି ୫,୯୫୦ ଭିକାରୀ ଥିବାବେଳେ ସେଥିମଧ୍ୟରୁ କେବଳ କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ଥିବା ଚିହ୍ନଟ କରାଯାଇଛି । ସେହିପରି ଗଂଜାମରେ ୫୪୫ ଜଣ ଓ ପୁରୀରେ ୩୬୫ ଜଣ ଭିକାରୀ ଥିବା ସରକାରୀ ତାଲିକାରେ ପ୍ରକାଶ ପାଇଛି ।



ଗର୍ଭବତୀ ମହିଳାଙ୍କୁ ମୋଦି ସରକାରଙ୍କ ଉପହାର

BHAGYAPRABHA NEWS | ଦେଶଦୁନିଆ | | 5754 | Read...

ଗର୍ଭବତୀ ମହିଳାଙ୍କୁ ମୋଦି ସରକାରଙ୍କ ଉପହାର

ମୋଦି ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସଆଇସି)ର ଲାଭାର୍ଥୀ ଗର୍ଭବତୀ ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି। ଏହା ଜରିଆରେ ଏବେ ସରକାର ଇଏସଆଇସିର ନେଟଓ୍ବାର୍କ ବାହାରେ ହସ୍ପିଟାଲରେ ଚିକିତ୍ସା କରାଉଥିବା ଲାଭାର୍ଥୀ ମହିଳ



ଦିଗପହଣ୍ଡିରୁ ଚୋରି ବାଇକ ଖୋର୍ଦ୍ଧାରୁ ଉଦ୍ଧାର

Kiran Behera | ଅପରାଧ | ଗଞ୍ଜାମ | 5753 | Read...

ଦିଗପହଣ୍ଡିରୁ ଚୋରି ବାଇକ ଖୋର୍ଦ୍ଧାରୁ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ରୋଡ ସ୍ଥିତ ଗଣେଶ ନଗରରେ ରହୁଥିବା ଶିବଶଙ୍କର ବେହେରାଙ୍କ ଚୋରି ହୋଇଥିବା ଆପାଚେ ବାଇକ ( ଓଡି ୦୭ ଟି ୪୬୩୯) ଟି ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ମଲିପଡା ଗ୍ରାମ ନିକଟରୁ ସ୍ଥାନୀ



ସ୍କୁଲ ଭ୍ୟାନ୍‌ରେ ନିଆଁ ଲାଗି ୪ ଛାତ୍ର ଜୀବନ୍ତ ଦଗ୍ଧ

BHAGYAPRABHA NEWS | ଦେଶଦୁନିଆ | | 5752 | Read...

ସ୍କୁଲ ଭ୍ୟାନ୍‌ରେ ନିଆଁ ଲାଗି ୪ ଛାତ୍ର ଜୀବନ୍ତ ଦଗ୍ଧ

ପଞ୍ଜାବର ଚଣ୍ଡୀଗଡରେ ଏକ ଅଘଟଣ ଘଟିଛି । ସ୍କୁଲ ଭ୍ୟାନ୍‌ରେ ନିଆଁ ଲାଗିଯିବା କାରଣରୁ ୪ ଜଣ ଛାତ୍ର ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭ୍ୟାନ୍‌ରେ ସମୁଦାୟ 10ରୁ 12 ଜଣ ଛାତ୍ର ରହିଥିବା ବେଳେ ବିଲରେ କାମ କରୁଥିବା ଶ୍ରମିକ ବାକି ଛାତ୍ରଙ



ବକ୍ସ ଅଫିସରେ ଆଗେଇ ଚାଲିଛି 'ଲଭ୍‌ ଆଜ କଲ୍‌'

BHAGYAPRABHA NEWS | ମନୋରଞ୍ଜନ | | 5751 | Read...

ବକ୍ସ ଅଫିସରେ ଆଗେଇ ଚାଲିଛି 'ଲଭ୍‌ ଆଜ କଲ୍‌'

ଗତକାଲି ଭାଲେଣ୍ଟାନ୍ନନ୍ସ ଡେ'ରେ ରିଲିଜ୍‌ ହୋଇଥିବା ଇମତିଆଜ ଅଲ୍ଲିଙ୍କ ଫିଲ୍ମ 'ଲଭ୍‌ ଆଜ କଲ୍‌' ପ୍ରଥମ ଦିନରେ ଭଲ ବ୍ୟବସାୟ କରିଥିବା ଜଣାପଡିଛି। ସାରା ଅଲି ଖାଁ ଓ କାର୍ତ୍ତକ ଆର୍ଯ୍ୟନଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମ ଦିନ



ବଜେଟ ଅଧିବେସନର ଦ୍ବିତୀୟ ଦିନରେ ବିରୋଧୀଙ୍କ ହଙ୍ଗାମା, ଗୃହ ମୁଲତବୀ

BHAGYAPRABHA NEWS | ଓଡ଼ିଶା | | 5750 | Read...

ବଜେଟ ଅଧିବେସନର ଦ୍ବିତୀୟ ଦିନରେ ବିରୋଧୀଙ୍କ ହଙ୍ଗାମା, ଗୃହ ମୁଲତବୀ

ବଜେଟ ଅଧିବେସନର ଦ୍ବିତୀୟ ଦିନରେ ବିଧାନସଭାରେ ବାଚସ୍ପତିଙ୍କ ଗଣମାଧ୍ଯମକୁ ବାଚସ୍ପତିଙ୍କ ରୁଲିଂ ପ୍ରତ୍ୟାହାର ଦାବିରେ ଅଡି ବସିବା ସହ ଗୃହ ମଧ୍ଯକୁ ଆସି ହଟ୍ଟଗୋଳ କରିବା ସହ ହଙ୍ଗାମା କରିଥିଲେ । ପ୍ରଶ୍ନକାଳ ଆରମ୍ଭ ପୂର୍ବର



ନିର୍ଭୟା କଢ଼ି ଜରିଆରେ ଶପଥ ଗ୍ରହଣ କଲେ ଅଙ୍ଗନବାଡି କର୍ମୀ ଓ ଛାତ୍ରୀ

Kiran Behera | ଶିକ୍ଷା | ଗଞ୍ଜାମ | 5749 | Read...

ନିର୍ଭୟା କଢ଼ି ଜରିଆରେ ଶପଥ ଗ୍ରହଣ କଲେ ଅଙ୍ଗନବାଡି କର୍ମୀ ଓ ଛାତ୍ରୀ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ରାଧା ଦାମୋଦର ଉଚ୍ଚ ବାଳିକା ବିଦ୍ୟାଳୟ ପ୍ରାଙ୍ଗଣରେ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ , ବିଦ୍ୟାଳୟ ଛାତ୍ରୀ ଓ ଶିକ୍ଷୟିତ୍ରୀ ତଥା ସରପଞ୍ଚ ମିଳିତ ହୋଇ ଜିଲ୍ଲାପ



ମୋ ସ୍କୁଲ ଯୋଜନାରେ ବେଞ୍ଚ ଡେସ୍କ ବଣ୍ଟନ କାର୍ଯ୍ୟକ୍ରମ

Kiran Behera | ଶିକ୍ଷା | ଗଞ୍ଜାମ | 5748 | Read...

ମୋ ସ୍କୁଲ ଯୋଜନାରେ ବେଞ୍ଚ ଡେସ୍କ ବଣ୍ଟନ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଶନିବାର ଦିନ ମୋ ସ୍କୁଲ ଯୋଜନା ମାଧ୍ୟମରେ ବେଞ୍ଚ ଡେସ୍କ ବଣ୍ଟନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମ



ଜିଲ୍ଲା ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସୁଧୀର

Hari Narayan Das | ରାଜନୀତି | ରାୟଗଡ଼ା | 5747 | Read...

ଜିଲ୍ଲା ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସୁଧୀର

ରାୟଗଡ଼ ଜିଲ୍ଲା ବିଜୁଜନତା ଦଳର ଏକମାତ୍ର ସଭାପତି ପ୍ରାର୍ଥୀ ରୂପେ ଶ୍ରୀ ସୁଧୀର ଦାଶ ଆଜି ରାୟଗଡ଼ ଜିଲ୍ଲା ବିଜୁ ଜନତା ଦଳର ନିର୍ବାଚନ ଅଧିକାରୀ ଶ୍ରୀ ବ୍ରଜସୁନ୍ଦର ନାୟକଙ୍କୁ ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହି ପରିପ୍ର



ଆରମ୍ଭ ହେଲା ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା

BHAGYAPRABHA NEWS | ଶିକ୍ଷା | | 5746 | Read...

ଆରମ୍ଭ ହେଲା ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ଆଜିଠୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା। ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ଣ ୧ଟା ୩୦ରେ ସରିବ। ସିବିଏସଇ ଦଶମ ପରୀକ୍ଷା ୧୫ ଫେବ୍ରୁଆରୀରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ସରିବ। ସେହିପରି ଦ୍ୱା



ପୁଲବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି : ରୋଲାଣ୍ଡ ଫାର୍ମାସି କଲେଜରେ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5745 | Read...

ପୁଲବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି : ରୋଲାଣ୍ଡ ଫାର୍ମାସି କଲେଜରେ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା

ଗତବର୍ଷ ଫେବ୍ରୁଆରୀ ୧୪ ତାରିଖରେ ଜମ୍ମୁକାଶ୍ମୀରର ପୁଲବାମା ଠାରେ ଏକ ଆତ୍ମଘାତୀ ଆକ୍ରମଣ ଭାରତୀୟ ସେନାର ଚାଲିଶିରୁ ଅଧିକ ସୈନିକ ପ୍ରାଣ ହରାଇଥିଲେ । ସେମାନଙ୍କ ପ୍ରାଣବଳୀକୁ ସମ୍ମାନ ଜଣାଇ ରୋଲାଣ୍ଡ ଫାର୍ମାସି କଲେଜର ଛା



ଦିଗପହଣ୍ଡିରେ ଆନ୍ତର୍ଜାତିକ ମାତୃଭାଷା ଦିବସ ଉପଲକ୍ଷେ ପ୍ରତିଯୋଗିତା କାର୍ଯ୍ୟକ୍ରମ

Kiran Behera | ଶିକ୍ଷା | ଗଞ୍ଜାମ | 5743 | Read...

ଦିଗପହଣ୍ଡିରେ ଆନ୍ତର୍ଜାତିକ ମାତୃଭାଷା ଦିବସ ଉପଲକ୍ଷେ ପ୍ରତିଯୋଗିତା କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ସରସ୍ୱତୀ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶୁକ୍ରବାର ଦିନ ଆନ୍ତର୍ଜାତିକ ମାତୃଭାଷା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବି



ବିଜୁ ଯୁବ ବାହିନୀ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ୍ ମ୍ୟାଚ୍ ଅନୁଷ୍ଠିତ

Kiran Behera | ଖେଳ | ଗଞ୍ଜାମ | 5742 | Read...

ବିଜୁ ଯୁବ ବାହିନୀ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ୍ ମ୍ୟାଚ୍ ଅନୁଷ୍ଠିତ

ଦିଗପହଣ୍ଡି ଏନଏସି ବିଜୁ ଯୁବବାହିନୀ କ୍ଳବ ବି ପକ୍ଷରୁ ସ୍ଥାନୀୟ ଦଧିବାମନ ମନ୍ଦିର ପରିସରରେ ରହିତଇା ଭଲିବଲ୍ କୋର୍ଟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଏକ ଦିବସୀୟ ଭଲିବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ୍ ମ୍ୟାଚ



ଖେମୁଣ୍ଡି କଲେଜରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା

Kiran Behera | ଓଡ଼ିଶା | ଗଞ୍ଜାମ | 5741 | Read...

ଖେମୁଣ୍ଡି କଲେଜରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ପକ୍ଷରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୪ ଜଣ ବୀର ଯବାନକୁ ଶ୍ରଦ୍ଧାଞ୍ଜଳି ଜଣାଇବା



ମେଣ୍ଡରାଜପୁର ବସ ଦୁର୍ଘଟଣାରେ ପ୍ରାଣହାରିଥିବା ବ୍ୟକ୍ତିଙ୍କୁ ବ୍ରହ୍ମପୁର ସହରବାସୀଙ୍କ ଶ୍ରଦ୍ଧାଞ୍ଜଳି

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5740 | Read...

ମେଣ୍ଡରାଜପୁର ବସ ଦୁର୍ଘଟଣାରେ ପ୍ରାଣହାରିଥିବା ବ୍ୟକ୍ତିଙ୍କୁ ବ୍ରହ୍ମପୁର ସହରବାସୀଙ୍କ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ ଜିଲ୍ଲା ରେଙ୍ଗେଲୁଣ୍ଡା ବ୍ଲକ ଅନ୍ତର୍ଗତ ମେଣ୍ଡରାଜପୁର ଠାରେ ଯାତ୍ରୀ ବାହୀ ବସ ବିଦ୍ୟୁତ୍ ସଂଷ୍ପର୍ଶରେ ଆସି ୧୦ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୨୦ରୁ ଅଧିକା ଲୋକ ଆହାତ ହୋଇଥିଲେ । ଏହି ଦୁର୍ଘଟଣାରେ ନିଜ ଆତ୍ମିୟ



ବିଜେଡି ନେତ୍ରୀଙ୍କ ଆତ୍ମାହୁତିକୁ ନେଇ ଏସିପିଙ୍କୁ ଭେଟିଲା ମହିଳା ବିଜେଡି

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5739 | Read...

ବିଜେଡି ନେତ୍ରୀଙ୍କ ଆତ୍ମାହୁତିକୁ ନେଇ ଏସିପିଙ୍କୁ ଭେଟିଲା ମହିଳା ବିଜେଡି

ଗତକାଲି ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟାର ତଦନ୍ତ ଦାବି କରି ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ଦଳ ବ୍ରହ୍ମପୁର ଏସପିଙ୍କୁ ଏବଂ ଡିଆଇଜିଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଏହା ସହ ଏସିପି କାର୍ଯ୍ୟାଳ



ବିଶ୍ୱ ରେଡ଼ିଓ ଦିବସ

BHAGYAPRABHA NEWS | ବିଶେଷ | | 5738 | Read...

ବିଶ୍ୱ ରେଡ଼ିଓ ଦିବସ

ଆଜିର ସମୟରେ ଟେଲିଭିଜନର ଲୋକପ୍ରିୟତା ବୃଦ୍ଧି ସାଙ୍ଗକୁ ମୋବାଇଲର ବହୁଳ ବ୍ୟବହାର ସତ୍ତ୍ୱେ ମଧ୍ୟ ରେଡ଼ିଓ କମି ନାହିଁ ରେଡ଼ିଓର ଚାହିଦା ।ଅନ୍ୟ ଗଣମାଧ୍ୟମ ତୁଳନାରେ ରେଡ଼ିଓର ଏକ ନିଆରା ଆଦର ରହିଛି । ପାହାଡ଼ ଉପରେ ଥିବା ଜନବସତି



ଭୋପାଲ ରେଲୱେ ଷ୍ଟେସନ୍‌ରେ ଭୁଷୁଡିଲା ଓଭରବ୍ରିଜ୍ , ୬ ଆହତ

BHAGYAPRABHA NEWS | ଦେଶଦୁନିଆ | | 5737 | Read...

ଭୋପାଲ ରେଲୱେ ଷ୍ଟେସନ୍‌ରେ ଭୁଷୁଡିଲା ଓଭରବ୍ରିଜ୍ , ୬ ଆହତ

ମଧ୍ୟପ୍ରଦେଶ ଭୋପାଲ ରେଲୱେ ଷ୍ଟେସନ୍‌ରେ ବଢ ଧରଣର ଅଘଟଣ । ରେଲୱେ ଷ୍ଟେସନ୍‌ର ପ୍ଲାର୍ଟ ଫର୍ମ ନମ୍ବର-୩ରେ ଥିବା ଫୁଟ୍ ଓଭରବ୍ରିଜ୍ ଭୁଶୁଡି ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍



ଆଜି ସୁପ୍ରିମକୋର୍ଟରେ ବିନୟ ଶର୍ମାର ଆବେଦନର ଶୁଣାଣି

BHAGYAPRABHA NEWS | ଓଡ଼ିଶା | | 5736 | Read...

ଆଜି ସୁପ୍ରିମକୋର୍ଟରେ ବିନୟ ଶର୍ମାର ଆବେଦନର ଶୁଣାଣି

ଆଜି ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ଦୋଷୀ ବିନୟ ଶର୍ମା ଆବେଦନ ଉପରେ ଶୁଣାଣି ହେବ । ରାଷ୍ଟ୍ରପତି ବିନୟର ରାଜକ୍ଷମା ଆବେଦନ ଖାରଜ କରିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି ଦୋଷୀ ବିନୟ ଶର୍ମା । ଏହା ଉ



ଆସନ୍ତା ୧୪ରେ ବିଧାନସଭାର ବଜେଟ୍ ଅଧିବେଶନ

BHAGYAPRABHA NEWS | ଓଡ଼ିଶା | | 5735 | Read...

ଆସନ୍ତା ୧୪ରେ ବିଧାନସଭାର ବଜେଟ୍ ଅଧିବେଶନ

ଆସନ୍ତା ୧୪ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ । ଏଥିପାଇଁ ୩ ପ୍ରମୁଖ ଦଳ ନିଜ ନିଜର ରଣନୀତିକୁ ଚୂଡ଼ାନ୍ତ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି। ବିରୋଧୀ ବ



ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

BHAGYAPRABHA NEWS | ଅପରାଧ | କଳାହାଣ୍ଡି | 5734 | Read...

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ । ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରାଙ୍କ ଗାଡିରୁ ଲକ୍ଷେ 10 ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ସେ ମିଲରମାନଙ୍କଠାରୁ ଟଙ୍କା ନେଇ ଯାଉଥିବାବେଳେ କୌଣସି ସୂତ୍ରରୁ



କୋରେନା ଆତଙ୍କ : ଗୋଟିଏ ଦିନରେ ୨୪୨ ମୃତ

BHAGYAPRABHA NEWS | ସ୍ବାସ୍ଥ୍ୟ | | 5733 | Read...

କୋରେନା ଆତଙ୍କ : ଗୋଟିଏ ଦିନରେ ୨୪୨ ମୃତ

କରୋନା' ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ବିଶେଷ କରି ଚୀନରେ ଏହା ପୂର୍ବ ତୁଳନାରେ ଅଧିକ ପ୍ରାଣଘାତୀ ସାଜୁଛି। ଫଳସ୍ବରୂପ 'କରୋନା' ଯୋଗୁ ଗୋଟିଏ ଦିନରେ ୨୪୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ହଜାରରୁ ଅଧିକ ଆକ୍ରାନ୍ତ ହୋ



ମାଷ୍ଟର୍‌ ସେଫ୍‌ର ଫାଇନାଲରେ ଓଡିଆ ପୁଅ ଅବିନାଶ

BHAGYAPRABHA NEWS | ମନୋରଞ୍ଜନ | | 5732 | Read...

ମାଷ୍ଟର୍‌ ସେଫ୍‌ର ଫାଇନାଲରେ ଓଡିଆ ପୁଅ ଅବିନାଶ

'ଷ୍ଟାର୍‌ ପ୍ଲସ୍‌'ରେ ପ୍ରସାରିତ ହେଉଥିବା ରିୟଲିଟି କୁକ୍ ସୋ' 'ମାଷ୍ଟର୍‌ ସେଫ୍'ର ସିଜିନ୍‌-୬ର ଫାଇନାଲ୍‌ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ । ଗଞ୍ଜାମ ଜିଲ୍ଲା ଆସ୍କା ଅନ୍ତର୍ଗତ କାଳଷଣ୍ଡପୁର ଗାଁ



କରୋନା ଆତଙ୍କ : ମୃତକଙ୍କ ସଂଖ୍ୟା ୧୧ ହଜାରରୁ ଉର୍ଦ୍ଧ

BHAGYAPRABHA NEWS | ସ୍ବାସ୍ଥ୍ୟ | | 5731 | Read...

  କରୋନା ଆତଙ୍କ :  ମୃତକଙ୍କ ସଂଖ୍ୟା ୧୧ ହଜାରରୁ ଉର୍ଦ୍ଧ

ଚୀନ୍‌ର ଚିନ୍ତା ବଢାଇଛି କରୋନା । ପ୍ରାଣଘାତୀ କରୋନା ଭୂତାଣୁରେ ମୃତ୍ୟୁସଂଖ୍ୟା ୧୧ ଶହ ଟପିଛି। ଆଉ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ଟପିଛି । ଗତକାଲି କେବଳ ଚୀନରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ୟ



ହାପି ବାର୍ଥ ଡେ ପ୍ରାନ୍‌

BHAGYAPRABHA NEWS | ମନୋରଞ୍ଜନ | | 5730 | Read...

ହାପି ବାର୍ଥ ଡେ ପ୍ରାନ୍‌

ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ୍‌ ଭାବେ ପରିଚିତ ପ୍ରାନ୍‌ଙ୍କ ଆଜି ୧୦୦ତମ ଜନ୍ମଦିବସ। ସେ ୧୯୨୦ ମସିହା ଆଜିର ଦିନରେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ।ତେବେ ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜା



ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 5729 | Read...

ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ବିଜେଡି ନେତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ସହରରେ । ସହରର ଏସପି ଅଫିସ ସମ୍ମୁଖରେ ଏଭଳି କାଣ୍ଡ ଭିଆଇଛନ୍ତି ମିନାକ୍ଷୀ ମିଶ୍ର । ପ୍ରକାଶ ଯେ, କୌଣସି କାରଣ ନେଇ



ବଙ୍ଗୋପସାଗରେ ଡଙ୍ଗା ବୁଡି , ୧୫ ଯାତ୍ରୀ ମୃତ

BHAGYAPRABHA NEWS | ଦେଶଦୁନିଆ | | 5728 | Read...

ବଙ୍ଗୋପସାଗରେ ଡଙ୍ଗା ବୁଡି , ୧୫ ଯାତ୍ରୀ ମୃତ

ବାଂଲାଦେଶରୁ ମାଲେସିଆ ଯାଉଥିବା ଏକ ଯାତ୍ରାବାହୀ ଡଙ୍ଗା ବୁଡିଯାଇ ୧୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡଙ୍ଗା ବୁଡିରେ ନିଖୋଜ ଥିବା ଯାତ୍ରୀମାନଙ୍କୁ ସନ୍ଧାନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ



ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିଓ୍ୱାଲ

BHAGYAPRABHA NEWS | ଦେଶଦୁନିଆ | | 5727 | Read...

 ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିଓ୍ୱାଲ

ବିପୁଳ ପରିମାଣର ଭୋଟରେ ବିଜୟ ପରେ ଆମ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଖୁସି ମନାଇବା ସହ ତୁହାକୁ ତୁହା ଉତ୍ସବ ପାଳନ କରୁଥିବା ଦେଖାଯାଇଛି । ଦଳୀୟ କାର୍ଯ୍ୟାଳୟରୁ ମିଠା ବଣ୍ଟାର ଶୁଅ ଶେଷ ହେଉ ନାହିଁ । ତେବେ ବହୁମତ ସହ ନିର୍