ଖବର ସଂଗ୍ରହ

.



ବାତିଲ ହୋଇଥିବା ଖଣିର ନୂଆ ଟେଣ୍ଡର

BHAGYAPRABHA NEWS | ଓଡ଼ିଶା | | 4966 | Read...

ବାତିଲ ହୋଇଥିବା ଖଣିର ନୂଆ ଟେଣ୍ଡର

ରାଜ୍ୟରେ ବାତିଲ ହୋଇଥିବା ୨୦ଖଣିର ଟେଣ୍ଡର ପୁଣି ଥରେ କରାଯିବ । ଖଣି ନିଲାମ ପାଇଁ ୧୭୭ ଆବେଦନ ଆସିଥିଲା । ଟେକ୍ନିକାଲ ବିଡ୍ ସମୟରେ ତ୍ରୁଟି ଦେଖାଗଲା । ମୂଳ କମ୍ପାନୀ ଓ ସବସିଡିଆରି କମ୍ପାନୀ ନାଁରେ ଟେଣ୍ଡର ଆବେଦନ କରିଥିଲେ ।



ସଫେଇ କର୍ମଚାରୀ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି

Swadhina Kumar Sahu | ଦେଶଦୁନିଆ | ଗଞ୍ଜାମ | 4965 | Read...

ସଫେଇ କର୍ମଚାରୀ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି

ବ୍ରହ୍ମପୁରସ୍ଥିତ ପ୍ରେମ ନଗରରେ ଗତ କିଛି ଦିନ ତଳେ ଘଟିଥିବା ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରେମ ନଗର ଅଞ୍ଚଳର ୫୦ରୁ ଉର୍ଦ୍ଧ୍ବ ମହିଳା ଦାବୀ କରିଛନ୍ତି । ଵ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଭେଟ



ଭିନ୍ନକ୍ଷମ ଦିବସ ଅବସରରେ ବୈଠକ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 4963 | Read...

ଭିନ୍ନକ୍ଷମ ଦିବସ ଅବସରରେ ବୈଠକ

ଆଜି ହେଉଛି ବିଶ୍ବ ଭିନ୍ନକ୍ଷମ ଦିବସ ।ଭିନ୍ନକ୍ଷମ ମାନେ ସାଧାରଣ ଲୋକଙ୍କ ପରି ସବୁ କ୍ଷେତ୍ରରେ ସକ୍ଷମ , ଏହି ବାର୍ତ୍ତା ସମାଜରେ ପହଞ୍ଚାଇବା ପାଇଁ କାର୍ଡ , ଲିପିକା , ସମର୍ଥ ଓ ମନୋବିକାଶ କେନ୍ଦ୍ରର ମିଳିତ ଉଦ୍ୟମରେ ଉପଜିଲ୍ଲାପ



ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପାଳନର ପ୍ରସ୍ତୁତି ବୈଠକ

Swadhina Kumar Sahu | ଶିକ୍ଷା | ଗଞ୍ଜାମ | 4962 | Read...

ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପାଳନର ପ୍ରସ୍ତୁତି ବୈଠକ

ବ୍ରହ୍ମପୁରସ୍ଥିତ ଆସ୍କାରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ପୁର୍ବତନ ଛାତ୍ର ସଂସଦର ଉପସଭାପତି ବିଶ୍ୱନାଥ ଜେନାଙ



ଧନୁଯାତ୍ରା ମହୋତ୍ସବ ପାଇଁ ଚଳଚଞ୍ଚଳ ବରଗଡ

BHAGYAPRABHA NEWS | ଓଡ଼ିଶା | ବରଗଡ଼ | 4961 | Read...

ଧନୁଯାତ୍ରା ମହୋତ୍ସବ ପାଇଁ ଚଳଚଞ୍ଚଳ ବରଗଡ

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଚଳଚଞ୍ଚଳ ବରଗଡ଼ ସହର । ପରମ୍ପରା ଅନୁସାରେ ମାର୍ଗଶିର ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ପୂଜାର୍ଚ୍ଚନା କରିବା



ବିକ୍ରମ ଲ୍ୟାଣ୍ଡରକୁ ଠାବ କଲା ନାସା

BHAGYAPRABHA NEWS | ଦେଶଦୁନିଆ | | 4960 | Read...

ବିକ୍ରମ ଲ୍ୟାଣ୍ଡରକୁ ଠାବ କଲା ନାସା

ନାସାର ଅର୍ବିଟର ସ୍ୟାଟେଲାଇଟ୍‌ ଭାରତର ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡରକୁ ଠାବ କରିପାରିଛି । ଗତ ସେପ୍ଟେମ୍ବରରେ ଅଳ୍ପକେ ସବଫଳତାର ଶେଷ ସ୍ପର୍ଶ ପୂର୍ବରୁ ଧ୍ୱଂସ ପାଇଯାଇଥିବା ବିକ୍ରମ କ୍ରାଶ୍‌ କରିଥିବା ସ୍ଥାନକୁ ବା



ରାୟଗଡା ଜ଼ିଲ୍ଲାର ମେଧାବୀ ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କୁ ଲାପଟପ୍‌ ବଣ୍ଟନ

Hari Narayan Das | ଶିକ୍ଷା | ରାୟଗଡ଼ା | 4959 | Read...

ରାୟଗଡା ଜ଼ିଲ୍ଲାର ମେଧାବୀ ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କୁ ଲାପଟପ୍‌ ବଣ୍ଟନ

୨୦୧୯ମସିହାର ଯୁକ୍ତ ଦୁଇ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ବିଜୁ ୟୁବ ସଶକ୍ତିକରଣ ଯୋଜନା ମାଧ୍ୟମରେ ଶନିବାର ଦିନ ରାୟଗଡା ସ୍ୱୟଂ ଶାସିତ କଲେଜର ଗୋଲଡେନ ଜୁବଲୀ ହାଲ ରେ ଲାପଟୋପ ବଣ୍ଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ



ଚଇତି ଇଡତାଲ ୨୦୧୯ ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ

Hari Narayan Das | ଓଡ଼ିଶା | ରାୟଗଡ଼ା | 4958 | Read...

ଚଇତି ଇଡତାଲ ୨୦୧୯ ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ

ଗୁଣୁପୁରରେ ଚଳିତ ବର୍ଷ ହେବାକୁ ଥିବା ଚଇତି " ଇଡ଼ିତାଲ " ୨୦୧୯କୁ ନେଇ ଉପଖଣ୍ଡ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗୁଣୁପୁର ଉପଜିଲ୍ଲାପାଳ ତଥା ଇଡ଼ିତାଲର ଅଧକ୍ଷ୍ୟ ଡକ୍ତର ଶୀଧେ



ଅଗ୍ନିଶମ ବିଭାଗର ଡିଜି ହେଲେ ସୁନୀଲ ରାୟ

BHAGYAPRABHA NEWS | ଓଡ଼ିଶା | | 4957 | Read...

ଅଗ୍ନିଶମ ବିଭାଗର ଡିଜି ହେଲେ ସୁନୀଲ ରାୟ

ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରାୟ । ଦାୟିତ୍ୱ ନେବା ପରେ ଟ୍ରାନ୍ସପରେନ୍ସି ଓ ଟାଇମ ବାଉଣ୍ଡକୁ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ୧୯୮୭ ବ୍ୟାଚର ଆଇପିଏସ ଅଧିକାରୀ ସୁନୀଲ ରାୟ । ପୂର୍



ମଧୁ ଆପ୍‍କୁ ଭିଡିଓ କନଫ୍ରେନ୍ସିଂ ଜରିଆରେ ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

Srabani Nayak | ଶିକ୍ଷା | ଗଞ୍ଜାମ | 4956 | Read...

ମଧୁ ଆପ୍‍କୁ ଭିଡିଓ କନଫ୍ରେନ୍ସିଂ ଜରିଆରେ ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମଧୁ ଆପ୍‍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେଉଦ୍‍ଘାଟନ କରିବେ । ସୁଚନାଯୋଗ୍ୟ , ଉତ୍କଳମଣି ମଧୁସୂଦନ ଦାସଙ୍କ ନାମରେ ଏ



ମହାପ୍ରଭୁଙ୍କ ଘୋଡାଲାଗି ବେଶ

BHAGYAPRABHA NEWS | ମନୋରଞ୍ଜନ | ପୁରୀ | 4955 | Read...

ମହାପ୍ରଭୁଙ୍କ ଘୋଡାଲାଗି ବେଶ

ଆଜି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଘୋଡାଲାଗି ବେଶ ଅନୁଷ୍ଠିତ । ମାର୍ଗଶୀର ଶୁକ୍ଳ ଷଷ୍ଠୀ ଅବସରରେ ଗତକାଲି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଘୋଡଲାଗି ବେଶ ଆରମ୍ଭ ହୋଇଛି । ସାଧାରଣ ମଣିଷ ଶୀତ ଋତୁରେ ଶୀତବସ୍ତ୍ର ପରିଧ



ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

BHAGYAPRABHA NEWS | ବିଶେଷ | | 4954 | Read...

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

ଆଜି 'ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ' । ପ୍ରତିବର୍ଷ ଡିସେମ୍ବର ୩ ତାରିଖ ଆଜିର ଦିନରେ ବିଶ୍ୱବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ 'ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ' ପାଳନ କରାଯାଉଛି । ଜାତିସଂଘ ୧୯୯୨ ମସିହା ଡିସେମ୍ବର ୩ ତାରିଖ



ଶ୍ରୀମନ୍ଦିର ନିରାପତା ବଳୟ ପାଇଁ ଲୋକମାନଙ୍କ ସମର୍ଥନକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | ପୁରୀ | 4953 | Read...

ଶ୍ରୀମନ୍ଦିର ନିରାପତା ବଳୟ ପାଇଁ  ଲୋକମାନଙ୍କ ସମର୍ଥନକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ନିରାପତା ବଳୟ ପାଇଁ ଲୋକମାନେ ସ୍ୱତଃପ୍ରବୃତ ଭାବେ ଆଗେଇ ଆସିଛନ୍ତି । ଇତିମଧ୍ୟରେ ୭୫% ଜମି ସଂଗ୍ରହ ହୋଇପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ସୁଚନାଯୋଗ୍ୟ , ଜନ



ଡ଼.ପ୍ରିୟଙ୍କା ରେଡିଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ରାଲି

Hari Narayan Das | ଓଡ଼ିଶା | ରାୟଗଡ଼ା | 4952 | Read...

ଡ଼.ପ୍ରିୟଙ୍କା ରେଡିଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ରାଲି

ଗତ ୨୯ ତାରିଖ ଦିନ ତେଲଙ୍ଗାନା ରାଜ୍ୟର ସ୍ମଶାବାଦରେ ପଶୁ ଡାକ୍ତର ସ୍ୱର୍ଗତ ପ୍ରିୟଙ୍କା ରେଡିଙ୍କ ଉପରେ ହେଇଥିବା ଦାରୁଣ ହତ୍ୟାଚାରର ପ୍ରତିବାଦରେ ଏହି ରାଲ୍ଲୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାୟଗଡା ଜିଲ୍ଲା ଗାନ୍ଧୀଛକ



ସାଙ୍ଗଙ୍କ ସହ ଶୀକାର କରିବାକୁ ଯାଇଥିଲେ କିନ୍ତୁ ମୃତ ଫେରିଲେ

Bhagyaprabha News Bureau | ଅପରାଧ | କନ୍ଧମାଳ | 4951 | Read...

ସାଙ୍ଗଙ୍କ ସହ ଶୀକାର କରିବାକୁ ଯାଇଥିଲେ କିନ୍ତୁ ମୃତ ଫେରିଲେ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳର କ୍ରୀଷ୍ଣା ନାୟକ (୨୮) ନାମକ ଯୁବକ ନିଜର ୪ଜଣ ସାଙ୍ଗ ସହ ଶିକାର କରିବାକୁ ନିକଟସ୍ଥ ଜଙ୍ଗଳକୁ ଯାଇଥିଲେ । ତାପର ଦିନ ସନ୍ଧ୍



ଛାତ୍ରୀଙ୍କୁ ଅସଦାଚାରଣ କଲେ ସହପାଠୀ

BHAGYAPRABHA NEWS | ଓଡ଼ିଶା | କନ୍ଧମାଳ | 4950 | Read...

ଛାତ୍ରୀଙ୍କୁ ଅସଦାଚାରଣ କଲେ ସହପାଠୀ

ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ନାବାଳିକ ଛାତ୍ରୀଙ୍କୁ ସହପାଠୀ ନାବାଳିକ ଛାତ୍ର ଅସଦାଚରଣ କରିଥିବା ନେଇ ନାବାଳିକା ପରିବାର ଲୋକେ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଥିବା ପୋଲିସ ପକ୍ଷରୁ ସୁଚନା ମିଳିଛ



ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସଙ୍କ ବିବାହକୁ ପୁରିଲା ୧ବର୍ଷ

Srabani Nayak | ମନୋରଞ୍ଜନ | | 4949 | Read...

ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସଙ୍କ ବିବାହକୁ ପୁରିଲା ୧ବର୍ଷ

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ବିବାହକୁ ୧ ବର୍ଷ ପୂରି ଯାଇଛି । ଏହି ଦୁଇଜଣ ୨୦୧୮ରେ ଡିସେମ୍ବର ୧ ଓ ୨ ତାରିଖରେ ଯୋଦ୍ଧପୁରର ଉମେଦ ଭବନରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ କାର୍ଯ୍ୟ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟି



ନାସା ଯିବେ ଓଡିଆ ଝିଅ

BHAGYAPRABHA NEWS | ଓଡ଼ିଶା | ନବରଙ୍ଗପୁର | 4948 | Read...

ନାସା ଯିବେ ଓଡିଆ ଝିଅ

ନାସା ଯିବେ ଓଡିଆ ଝିଅ ସ୍ୱସ୍ତିକା ସେନାପତି । ନାସା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି ନବରଙ୍ଗପୁର ଜିଲ୍ଲାର କୁନି ବୈଜ୍ଞାନିକ ସ୍ୱସ୍ତିକା ସେନାପତି । ପ୍ରତିଯୋଗିତାରେ ସଫଳ ହ



ବାଉଁଶୁଣି କଲେଜ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

BHAGYAPRABHA NEWS | ଖେଳ | ବୌଦ୍ଧ | 4947 | Read...

ବାଉଁଶୁଣି କଲେଜ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଉଁଶୁଣି କଲେଜ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବାଦିକଟା ଗାଁର ଲଳିତ ଵାଦି, ସେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟର



ବରଗଡ଼ ଧନୁଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

BHAGYAPRABHA NEWS | ଓଡ଼ିଶା | ବରଗଡ଼ | 4946 | Read...

ବରଗଡ଼ ଧନୁଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଆସନ୍ତା ୩୧ତାରିଖ ରୁ ଜାନୁୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ୭୧ ତମ ବରଗଡ଼ ଧନୁଯାତ୍ରା । ଏନେଇ ଆଜି ବରଗଡ଼ ସମଲେଶ୍ୱରୀ ମନ୍ଦିର ରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ,ଧନୁଯାତ୍ରା ମହୋତ



ତାମ୍ପରାରେ ଆରମ୍ଭ ହେଲା ୱାଟର ସ୍ପୋଟର୍‌ସ

Srabani Nayak | ବିଶେଷ | ଗଞ୍ଜାମ | 4945 | Read...

ତାମ୍ପରାରେ ଆରମ୍ଭ ହେଲା ୱାଟର ସ୍ପୋଟର୍‌ସ

ଛତ୍ରପୁର ଉପକଣ୍ଠ ହୁମ୍ମୁରୀ ତାମ୍ପରାରେ ରବିବାର ୱାଟର ସ୍ପୋଟର୍‌ସ ଶୁଭାରମ୍ଭ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଶୁଭାରମ୍ଭ କରିବା ସହ ୱାଟର ସ୍ପୋଟର୍‌ସ କମ୍ପ୍ଲେକ୍ସ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତି



ପ୍ରଶାସନ ପକ୍ଷରୁ ଗଞ୍ଜେଇ ଜବତ

BHAGYAPRABHA NEWS | ଅପରାଧ | କନ୍ଧମାଳ | 4944 | Read...

ପ୍ରଶାସନ ପକ୍ଷରୁ ଗଞ୍ଜେଇ ଜବତ

କ.ନୂଆଗାଁ ଥାନା ଅଞ୍ଚଳର ସିର୍ତ୍ତିଗୁଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଚାଷ ହୋଇଥିବା ପ୍ରାୟ ୧୫୦ ଏକରର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୫କୋଟି ଟଙ୍କା ହେବ ବୋଲି ଥାନା ଅଧିକାରୀ କହିଛନ୍ତି। ସ



କଡାକଡି ହେଲା ଟ୍ରାଫିକ୍‌ ନିୟମ

Srabani Nayak | ଦେଶଦୁନିଆ | | 4943 | Read...

 କଡାକଡି ହେଲା ଟ୍ରାଫିକ୍‌ ନିୟମ

ଟ୍ରାଫିକ୍‌ ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଛି। କେବଳ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍‌, ପଲ୍ୟୁସନ୍‌ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ି ଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ୍ ନିୟମକୁ ଗତକାଲିଠୁ ସାରା ରାଜ୍ୟରେ କଡ



ଆଜି ୟୁଜିସି- ନେଟ୍ ପ୍ରବେଶିକା ପରୀକ୍ଷା

BHAGYAPRABHA NEWS | ଶିକ୍ଷା | | 4942 | Read...

ଆଜି ୟୁଜିସି- ନେଟ୍ ପ୍ରବେଶିକା ପରୀକ୍ଷା

୨୦୧୯ ୟୁଜିସି- ନେଟ୍ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଏନେଇ ସର୍ବଭାରତୀୟସ୍ତରରେ ମୋଟ୍ ୧୦ଲକ୍ଷ ୩୪ହଜାର ୮୭୨ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି। ଜୁନିୟର ରିସର୍ଚ୍ଚ ଫେଲୋସିଫ୍ ପାଇବା ଏବଂ ଆସିଷ୍ଟାଣ୍ଟ୍



ଆଜିଠାରୁ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ

BHAGYAPRABHA NEWS | ଦେଶଦୁନିଆ | କୋରାପୁଟ | 4941 | Read...

ଆଜିଠାରୁ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ

ଆଜିଠାରୁ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ। ମାଓପ୍ରବଣ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ, ପଟ୍ଟାଙ୍ଗି, ନନ୍ଦପୁର, ବୈପାରିଗୁଡ଼ା ଓ ଲମତାପୁଟ ବ୍ଲକରେ ପୋଲ



ବରଫ ଚଦରରେ ଆଚ୍ଛାଦିତ ଉତ୍ତର ଭାରତ

BHAGYAPRABHA NEWS | ଦେଶଦୁନିଆ | | 4940 | Read...

ବରଫ ଚଦରରେ ଆଚ୍ଛାଦିତ ଉତ୍ତର ଭାରତ

ବରଫପାତରେ ବେହାଲ ହେଉଛି ଉତ୍ତର ଭାରତର ଏକାଧିକ ରାଜ୍ୟ। କଶ୍ମୀର, ଲଦାଖ ଓ ହିମାଚଳ ପ୍ରଦେଶର ଏକାଧିକ ସ୍ଥାନରେ ଆଜି ସର୍ବନିମ୍ନ ତାପାମତ୍ରା ବିଯୁକ୍ତକୁ ଖସିଥିବା ବେଳେ ତୁଷାରପାତ ଦେଖିବାକୁ ମିଳିଛି। କହିବାକୁ ଗଲେ ପୂରା ଉତ



ମହାରାଷ୍ଟ୍ରର ବାଚସ୍ପତି ହେଲେ ନାନା ପାଟୋଲ

BHAGYAPRABHA NEWS | ଦେଶଦୁନିଆ | | 4939 | Read...

 ମହାରାଷ୍ଟ୍ରର ବାଚସ୍ପତି ହେଲେ ନାନା ପାଟୋଲ

ନାନା ପାଟୋଲେ ହେଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି । କଂଗ୍ରେସର ନାନା ପାଟୋଲେ ନିନ୍ଦ୍ୱର୍ନ୍ଦ୍ୱରେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତିଭାବେ ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ଦୌଡ଼ରୁ ବିଜେପି ପ୍ରାର୍ଥୀ ଓହରିବା



ବ୍ରହ୍ମପୁରରେ ଯୁବ ମହିଳା ସଂଗଠନ ତରଫରୁ ବିଶ୍ୱ ଏଡସ ଦିବସ ପାଳିତ

Swadhina Kumar Sahu | ସ୍ବାସ୍ଥ୍ୟ | ଗଞ୍ଜାମ | 4938 | Read...

ବ୍ରହ୍ମପୁରରେ ଯୁବ ମହିଳା ସଂଗଠନ ତରଫରୁ ବିଶ୍ୱ ଏଡସ ଦିବସ ପାଳିତ

ବ୍ରହ୍ମପୁର ଯୁବ ମହିଳା ସଂଗଠନ ତରଫରୁ ସ୍ଥାନୀୟ ଖଲ୍ଲିକୋଟ କଲେଜ ଷ୍ଟାଡିଅମ ପରିସରରେ ଆଜି ସ୍ଲୋଗାନ ତଥା ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ଅବସରରେ ସଂଗଠନ ପକ୍ଷରୁ ଯୁବକ ଯୁବତୀ, ବୁଦ୍ଧିଜୀବୀ, ମହିଳା, ଛ



ପାଣି ପାଇଁ ବୃଦ୍ଧାଙ୍କୁ ଆକ୍ରମଣ ଓ ଅସଦାଚରଣ ମାମଲା ; ଅଭିଯୁକ୍ତ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 4937 | Read...

ପାଣି ପାଇଁ ବୃଦ୍ଧାଙ୍କୁ ଆକ୍ରମଣ ଓ ଅସଦାଚରଣ ମାମଲା ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି ପୋଲିସ ଶନିବାର ସନ୍ଧ୍ୟାରେ ପିତାମ୍ବରପୁର ଗ୍ରାମର ସଞ୍ଜୟ କୁମାର ହୋତା ନାମକ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି । ଏନେଇ ଥାନା ମାମଲା ନଂ ୨୫୨/୧୯ ଦଫା ୨୯୪/୩୨୩/୪୫୨/୩୫୪/୩୫୪(କ)/୫୦୬ ଅନୁଯାୟୀ ଅଭିଯୁକ୍ତଙ୍କୁ



ଯୁବକଙ୍କ ଅଟୋ ଭାଙ୍ଗି ପ୍ରତିବାଦ କରିବାରୁ ଆକ୍ରମଣ

Kiran Behera | ଅପରାଧ | ଗଞ୍ଜାମ | 4936 | Read...

ଯୁବକଙ୍କ ଅଟୋ ଭାଙ୍ଗି ପ୍ରତିବାଦ କରିବାରୁ ଆକ୍ରମଣ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ଗ୍ରାମରେ ବ୍ୟବସାୟୀକ ଶତ୍ରୁତାକୁ କେନ୍ଦ୍ରକରି ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର ଶିବଶଙ୍କର ସେଠୀ ନାମକ ଜଣେ ଯୁବକଙ୍କ ଅଟୋକୁ ଉକ୍ତ ଗ୍ରାମର ପିଙ୍କୁ ସେଠୀ ଭଙ୍ଗାର



ଦିଗପହଣ୍ଡିରେ ବିଶ୍ୱ ଏଡସ ଦିବସ ପାଳିତ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 4935 | Read...

ଦିଗପହଣ୍ଡିରେ ବିଶ୍ୱ ଏଡସ ଦିବସ ପାଳିତ

ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଦିନ ଦିଗପହଣ୍ଡିରେ ମଧ୍ୟ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି। ଗୋଷ୍ଠୀ ସ୍ଵାସ୍ଥ୍ଯକେନ୍ଦ୍ର ପରିସରରେ ଆୟୋଜିତ ସଚେତନତା ସଭାରେ କମିଟି ଅଧ୍ଯକ୍ଷ ତଥା ଜେଏମ୍ଏଫସି ସଞ୍ଜୟ କୁମାର ଶୁଭବ



ପୋଲସରା ବିଧାୟକଙ୍କ ଦ୍ୱାରା ରାସନ କାର୍ଡ ବଣ୍ଟନ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 4934 | Read...

ପୋଲସରା ବିଧାୟକଙ୍କ ଦ୍ୱାରା ରାସନ କାର୍ଡ ବଣ୍ଟନ

ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କାର୍ଯ୍ଯାଳୟର ସଭାଗୃହ ଠାରେ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ୧୨୪ ଜଣ ହିତା



ବ୍ରାହ୍ମଣିଗାଁ କୁ ବ୍ଳକ୍ ମାନ୍ୟତା ଦାବିରେ ବସିଲା ବୈଠକ ।

Bhagyaprabha News Bureau | ବିଶେଷ | କନ୍ଧମାଳ | 4933 | Read...

ବ୍ରାହ୍ମଣିଗାଁ କୁ ବ୍ଳକ୍ ମାନ୍ୟତା ଦାବିରେ ବସିଲା ବୈଠକ ।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣିଗାଁକୁ ସ୍ୱତନ୍ତ୍ର ବ୍ଳକ୍ ମାନ୍ୟତା ଦାବିରେ ବସିଲା ବୈଠକ । କନ୍ଧମାଳ ଜିଲ୍ଲାର ସର୍ବବୃହତ୍ତ ବ୍ଲକ ଭାବେ ଦାରୀଙ୍ଗବାଡୀ ପରିଚିତ ଥିବା ବେଳେ ଏଥିରେ ୨୪ ଗୋଟି ପଞ୍ଚାୟତ ରହିଛ



କଇଠଖଣ୍ଡି ଗ୍ରାମରେ ମୋ ନିବେଦନ ଓ ମାେ ଗାଁରେ ତହସିଲକାର୍ଯ୍ୟକ୍ରମ

Kiran Behera | ଓଡ଼ିଶା | ଗଞ୍ଜାମ | 4932 | Read...

କଇଠଖଣ୍ଡି ଗ୍ରାମରେ ମୋ ନିବେଦନ ଓ ମାେ ଗାଁରେ ତହସିଲକାର୍ଯ୍ୟକ୍ରମ

ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ମୋ ନିବେଦନ ଓ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭା



ସରପଞ୍ଚ ପକ୍ଷରୁ ଅଭିନବ ପ୍ରୟାସ:ପ୍ଳାଷ୍ଟିକ ଓଜନରେ ମିଳିବ ଆଳୁ

Kiran Behera | ଓଡ଼ିଶା | ଗଞ୍ଜାମ | 4931 | Read...

ସରପଞ୍ଚ ପକ୍ଷରୁ ଅଭିନବ ପ୍ରୟାସ:ପ୍ଳାଷ୍ଟିକ ଓଜନରେ ମିଳିବ ଆଳୁ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ପୋଡାମାରୀ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଆହ୍ୱାନ କ୍ରମେ ଶନିବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପରିବେଶ ସଫା ରଖିବା ଏବଂ ପୋଡାମାରୀ ଗ୍ରାମକୁ ପ୍ଳାଷ୍



ଅଗ୍ନି-୩ କ୍ଷେପଣାସ୍ତ୍ରର ପରୀକ୍ଷଣ

BHAGYAPRABHA NEWS | ଦେଶଦୁନିଆ | | 4930 | Read...

ଅଗ୍ନି-୩ କ୍ଷେପଣାସ୍ତ୍ରର ପରୀକ୍ଷଣ

ଏଥର ଦିନ ବଦଳରେ ରାତିରେ ଅଗ୍ନି-୩ର ପରୀକ୍ଷଣ ସେନାବାହିନୀ ତରଫରୁ କରାଯିବ । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି । ଭାରତୀୟ ସେନାର ଷ୍ଟ୍ରଟେଜିକ୍ ଫୋର୍ସ କମାଣ୍ଡ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି l ଅଗ୍



ୟୁନିଭର୍ସିଟି ଅଫ ସସେକ୍ସରେ ପ୍ରଦର୍ଶିତ ହେଲା 'କୋକଲି'

Srabani Nayak | ମନୋରଞ୍ଜନ | | 4929 | Read...

 ୟୁନିଭର୍ସିଟି ଅଫ ସସେକ୍ସରେ ପ୍ରଦର୍ଶିତ ହେଲା 'କୋକଲି'

ନିଜ ପ୍ରଭାବଶାଳୀ ଅଭିନୟରେ ପୂର୍ବରୁ ଜାତୀୟ ସ୍ତରରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଗାର୍ଗି ମହାନ୍ତିଙ୍କୁ ଦେଖିବାକୁ ମିଳିଛି ପ୍ରାମାଣିକ ଚଳଚ୍ଚିତ୍ର 'କୋକୋଲି'ରେ । ବଦଳୁଥିବା ପାଣିପାଗ ଓ ଏହାକୁ ନେଇ ସମାଜ ଉପରେ ପଡୁଥିବ



ବିଧାନସଭାରେ ବହୁମତ ପ୍ରମାଣ କରିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

BHAGYAPRABHA NEWS | ରାଜନୀତି | | 4928 | Read...

ବିଧାନସଭାରେ ବହୁମତ ପ୍ରମାଣ କରିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମହାରାଷ୍ଟ୍ର ବିଧାନସଭାରେ ଆଜି ଅପରାହ୍ନ ୨ଟାରେ ବହୁମତ ପ୍ରମାଣିତ କରିବେ ଉଦ୍ଧବ ସରକାର । ଖବରପ୍ରାକରେ , ସରକାର ସହଜରେ ବହୁମତ ପ୍ରଦର୍ଶନ କରି ପାରିବେ କାରଣ ଶିବସେନା ପାଖରେ ୫୬, ଏନସିପି ପାଖରେ ୫୪ ଓ କଂଗ୍ରେସ ପାଖରେ ୪୪ ଜଣ ବ



ଝାଡଖଣ୍ଡର ୧୩ଟି ବିଧାନସଭା ଆସନରେ ମତଦାନ ଜାରୀ

BHAGYAPRABHA NEWS | ରାଜନୀତି | | 4927 | Read...

ଝାଡଖଣ୍ଡର ୧୩ଟି ବିଧାନସଭା ଆସନରେ  ମତଦାନ ଜାରୀ

ଝାଡଖଣ୍ଡର ୬ଟି ଜିଲ୍ଲାର ୧୩ଟି ବିଧାନସଭା ଆସନରେ କଡା ସୁରକ୍ଷା ମଧ୍ୟରେ ଚାଲିଛି ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଲମ୍ବା ଲାଇନରେ ୩ହଜାର ୯୦୬ଟି ବୁଥରେ ଭୋଟର ମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ



ନବରଙ୍ଗପୁର ପୋଲିସ ପକ୍ଷରୁ ବଜ୍ରକାପ୍ତl ଉଦ୍ଧାର

BHAGYAPRABHA NEWS | ଓଡ଼ିଶା | ନବରଙ୍ଗପୁର | 4926 | Read...

ନବରଙ୍ଗପୁର ପୋଲିସ ପକ୍ଷରୁ ବଜ୍ରକାପ୍ତl ଉଦ୍ଧାର

ନବରଙ୍ଗପୁର ପୋଲିସ ପକ୍ଷରୁ ନାଟକୀୟ ଢଙ୍ଗରେ ଏକ ବିରଳ ବଜ୍ରକାପ୍ତl ଉଦ୍ଧାର କରାଯିବା ସହ ଏହାକୁ ବିକ୍ରିପାଇଁ ମସୁଧା ଚଳାଇ ଥିବା ୩ ମଧ୍ୟସ୍ଥି ବେପାରୀଙ୍କୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ମାନେହେଲେ କୋରାପୁଟ ଜିଲ୍ଲା ଜୟପ