ଯୁବକଙ୍କ ଅଟୋ ଭାଙ୍ଗି ପ୍ରତିବାଦ କରିବାରୁ ଆକ୍ରମଣ

December 01, 2019, ଅପରାଧ, ଗଞ୍ଜାମ, Kiran Behera
ଯୁବକଙ୍କ ଅଟୋ ଭାଙ୍ଗି ପ୍ରତିବାଦ କରିବାରୁ ଆକ୍ରମଣ
Kiran Behera
[ Reporter,Digapahandi ]
Bhagyaprabha News Bureau
December 01, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ଗ୍ରାମରେ ବ୍ୟବସାୟୀକ ଶତ୍ରୁତାକୁ କେନ୍ଦ୍ରକରି ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର ଶିବଶଙ୍କର ସେଠୀ ନାମକ ଜଣେ ଯୁବକଙ୍କ ଅଟୋକୁ ଉକ୍ତ ଗ୍ରାମର ପିଙ୍କୁ ସେଠୀ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ପରଦିନ ଅଟୋମାଲିକ ଶିବ ଏହି ବିଷୟରେ ପୀଙ୍କୁକୁ ପଚାରିବାରୁ ଉତ୍ତେଜିତ ହୋଇ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ପରେ ମାମଲାର ନ୍ୟାୟ ନିଶାପ ପାଇଁ କେତେକ ଗ୍ରାମବାସୀ ଚେଷ୍ଟା କରିଥିଲେ ମଧ୍ୟ ଉଭୟେ ନିଜ ନିଜ ଜିଦରୁ ଓହରି ନଥିବା ଫଳରେ ସମାଧାନ ହୋଇପାରିନଥିଲା । ଘଟଣାର ୫ ଦିନ ପରେ ଶନିବାର ସନ୍ଧ୍ୟାରେ ଅଟୋ ମାଲିକ ଶିବଙ୍କ ଏତଲା କ୍ରମେ ଥାନା ମାମଲା ନଂ ୨୫୩/୧୯ ଦଫା ୨୯୪/୩୨୩/୪୨୭/୫୦୬ ଅନୁଯାୟୀ ଅଭିଯୁକ୍ତଙ୍କ ନାମରେ ମକଦ୍ଦମା ରୁଜୁ କରାଯାଇଥିବା ଜଣାପଡ଼ିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଣି ପାଇଁ ବୃଦ୍ଧାଙ୍କୁ ଆକ୍ରମଣ ଓ ଅସଦାଚରଣ ମାମଲା ; ଅଭିଯୁକ୍ତ ଗିରଫ

ପାଣି ପାଇଁ ବୃଦ୍ଧାଙ୍କୁ ଆକ୍ରମଣ ଓ ଅସଦାଚରଣ ମାମଲା ; ଅଭିଯୁକ୍ତ ଗିରଫ

Read More...

ଦିଗପହଣ୍ଡିରେ ବିଶ୍ୱ ଏଡସ ଦିବସ ପାଳିତ

ଦିଗପହଣ୍ଡିରେ ବିଶ୍ୱ ଏଡସ ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: