ପିଟର ଇଂଲଣ୍ଡ ସୋ ରୁମ୍ ଉଦଘାଟିତ

April 19, 2021, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ପିଟର ଇଂଲଣ୍ଡ ସୋ ରୁମ୍ ଉଦଘାଟିତ
Gouri Shankar Mishra
[ Video Journalist ]
Bhagyaprabha News Bureau
April 19, 2021

ବ୍ରହ୍ମପୁର ସହର ପାଇଁ ଏକ ନୂତନ ଉନ୍ନତ ମାନର ଡ୍ରେସ୍ ସହ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧପୂର୍ଣ୍ଣ ପିଟର ଇଂଲଣ୍ଡ ସୋ ରୁମ୍ ବ୍ରହ୍ମପୁର ଟାଟା ବେଂଜ଼ ଛକ ମୁଖ୍ୟ ରାସ୍ତାଠାରେ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ରିବିନ୍ କାଟି ଏହାର ଉଦଘାଟନ କରିଥିଲେ। ଏହି ଶୋ ରୁମ୍ରେ ଫର୍ମାଲ ଟି ସାର୍ଟ୍ ,ଫର୍ମାଲ ,ଟାଉଜର୍ ,ସୁଇଟ୍ସ୍ ,ବ୍ଲାଜ଼ାର୍ସ୍ , କାଜୁଆଲ ସାର୍ଟ୍,ଚୀନର୍ସ,ଟି-ସାର୍ଟ୍,ଗ୍ରାଫିସ୍ ଟି-ସାର୍ଟ୍,ଜିନ୍ସ୍ ,ୱେଲ୍ଟର୍ସ,ବେଲ୍ଟସ୍ ,ଟିଏସ୍,କାମ୍ବୋ ବକ୍ସ ଆଦି ସମସ୍ତ ଗ୍ରାହକମାନଙ୍କୁ ଅତି ସୁଲଭ ମୂଲ୍ୟ ରେ ଉପଲବ୍ଧ ଅଟେ । ପୂର୍ବରୁ ଏହି ସୋ ରୁମ୍ ପୁରଣାବସଷ୍ଟାଣ୍ଡ ଛକ ଠାରେ ଥିବା ବେଳେ ରବିବାର ଅନ୍ୟ ଏକ ସୋ ରୁମ୍ ଟାଟା ବେଂଜ଼ ଛକ ମୁଖ୍ୟ ରାସ୍ତାରେ ଖୋଲବା ପରେ ବ୍ରହ୍ମପୁର ସହର ବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ଏଠାରେ ମିଳିବ ବୋଲି ଉକ୍ତ ସୋ ରୁମ୍ ମାଲିକ ବିନୋଦ କୁମାର ସରଫ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସବନ କୁମାର ସରଫ, ସୁରେଶ କୁମାର ସରଫ, କମଲ କୁମାର ସରଫ, ପ୍ରମୋଦ କୁମାର ସରଫ, ଶିବ କୁମାର ସରଫ , ସୀମା ସରଫ ,ରାହୁଲ ସରଫ, ଶିବାନୀ ସରଫ ,ସୁଭମ ସରଫ
ପ୍ରମୁଖ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମୋଦିଙ୍କ ନିକଟକୁ ନିଜେ ପ୍ରସ୍ତୁତ କରିଥିବା କ୍ଷୁଦ୍ର ରାମ ମନ୍ଦିର ପଠେଇବେ ଦିଲୀପ

ମୋଦିଙ୍କ ନିକଟକୁ ନିଜେ ପ୍ରସ୍ତୁତ କରିଥିବା କ୍ଷୁଦ୍ର ରାମ ମନ୍ଦିର ପଠେଇବେ ଦିଲୀପ

Read More...

ନିମଖଣ୍ଡିପେଣ୍ଠ ପଞ୍ଚାୟତରେ  ମଶାରୀ ବଣ୍ଟନ

ନିମଖଣ୍ଡିପେଣ୍ଠ ପଞ୍ଚାୟତରେ ମଶାରୀ ବଣ୍ଟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: