ମାଉଣ୍ଟ ଏଭେରେଷ୍ଟରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ

April 23, 2021, ଦେଶଦୁନିଆ, , BHAGYAPRABHA NEWS
ମାଉଣ୍ଟ ଏଭେରେଷ୍ଟରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ
BHAGYAPRABHA NEWS
[ INPUT ]
Bhagyaprabha News Bureau
April 23, 2021

ପର୍ବତାରୋହୀ ଏଲେଣ୍ଡ ନେଷ୍ଟ କହିଛନ୍ତି ଯେ ୧୫ ତାରିଖରେ ତାଙ୍କର କରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଛି। ଗୁରୁବାର ଦିନ ତାଙ୍କର ନମୁନା ଯାଞ୍ଚ ହୋଇଥିଲା। ବର୍ତ୍ତମାନ ସେ ନେପାଳର ଏକ ସ୍ଥାନୀୟ ପରିବାର ସହ ଅଛନ୍ତି ବୋଲି କହିଛନ୍ତି। ମାମଲାକୁ ନେଇ ଅନୁଭବୀ ଗାଇଡ଼ ଅଷ୍ଟ୍ରେୟନ ଲୁକାସ ଏହାକୁ ସଙ୍କଟର ପ୍ରତୀକ ବୋଲି କହି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ସମସ୍ତଙ୍କ ଯାଞ୍ଚ କରାଯାଇ ତତ୍କାଳ ପଦକ୍ଷେପ ନ ନିଆଯାଏ ତାହେଲେ ଶିବିରରେ ଉପସ୍ଥିତ ହଜାର ହଜାର ପର୍ବତାରୋହୀ ସଂକ୍ରମିତ ହୋଇପାରନ୍ତି । ଏହିଭଳି ସ୍ଥିତିରେ ଶିବିରରେ ସମସ୍ତଙ୍କର ଯାଞ୍ଚ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି। ଯଦି ସଂକ୍ରମଣ ବ୍ୟାପେ ତାହେଲେ ପର୍ବତାରୋହଣ ସମୟ ଅର୍ଥାତ ମେ' ମାସ ପୂର୍ବରୁ ପର୍ବତାରୋହଣ ବନ୍ଦ କରିଦିଆଯିବ।ସଂକ୍ରମଣ ବ୍ୟାପିବାରେ ରୋକିବାକୁ ସମସ୍ତ ପର୍ବତାରୋହୀ ଦଳଙ୍କୁ ଅଲଗା ଅଲଗା ରଖାଯିବା ଉଚିତ ବୋଲି ସେ କହିଛନ୍ତି। ଏହି ଘାତକ ସମୟରେ ତତ୍କାଳ ପଦକ୍ଷେପ ନିହାତି ଆବଶ୍ୟକ, ନଚେତ ବହୁତ ଡେରି ହୋଇଯିବ ବୋଲି ସେ କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଭିନ୍ନ ଦାବୀ ନେଇ ସିପିଆଇଏମ ପକ୍ଷରୁ ବିକ୍ଷୋଭ

ବିଭିନ୍ନ ଦାବୀ ନେଇ ସିପିଆଇଏମ ପକ୍ଷରୁ ବିକ୍ଷୋଭ

Read More...

ଆଜି ଆଇପିଏଲରେ ପଞ୍ଜାବ-ମୁମ୍ବାଇ ମୁହାଁମୁହିଁ

ଆଜି ଆଇପିଏଲରେ ପଞ୍ଜାବ-ମୁମ୍ବାଇ ମୁହାଁମୁହିଁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: