ବିଭିନ୍ନ ଦାବୀ ନେଇ ସିପିଆଇଏମ ପକ୍ଷରୁ ବିକ୍ଷୋଭ

April 23, 2021, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବିଭିନ୍ନ ଦାବୀ ନେଇ ସିପିଆଇଏମ ପକ୍ଷରୁ ବିକ୍ଷୋଭ
Gouri Shankar Mishra
[ Video Journalist ]
Bhagyaprabha News Bureau
April 23, 2021

ବିଭିନ୍ନ ଦାବୀ ନେଇ ସିପିଆଇଏମ ପକ୍ଷରୁ ଆଜି ରାଜ୍ୟବ୍ୟାପି ଆନ୍ଦୋଳନ କରାଯାଇଥିଲା । ବର୍ଦ୍ଧିତ ବିଜୁଳି ଟିକସ ପ୍ରତ୍ୟାହାର କରିବା , ପେଟ୍ରୋଲ,ଡିଜେଲ ଏବଂ ଗ୍ୟାସର ଦର ହ୍ରାସ , ଖାଦ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା , ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ 2020କୁ ବାତିଲ କରିବା , ସମସ୍ତଙ୍କୁ ମାଗଣାରେ ଅତିଶୀଘ୍ର କୋଭିଡ ଟୀକା ଯୋଗାଇବା ସହ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା ଆଦି ଦାବୀ ନେଇ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ସିପିଆଇଏମ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ଏହି ଆନ୍ଦୋଳନରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ, ଶିବ ମହାପାତ୍ର ,ବାବୁଲି ନାୟକ, ହରି ନାହାକ ,ଚିଟି ବାବୁ ,ରଞ୍ଜନ ପାତ୍ର, କେଶବ ଗୌଡ଼, ଗୋପାଳ ମହାନ୍ତି, କିଶୋର ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ

ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ

Read More...

ମାଉଣ୍ଟ ଏଭେରେଷ୍ଟରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ

ମାଉଣ୍ଟ ଏଭେରେଷ୍ଟରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: