ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନବାଡି କର୍ମକର୍ତ୍ତା

January 17, 2019, ଓଡ଼ିଶା, , Bhagyaprabha News Bureau
ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନବାଡି କର୍ମକର୍ତ୍ତା
Bhagyaprabha News Bureau
January 17, 2019

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନବାଡି କର୍ମୀ ଓ ସହାୟିକା । ସମସ୍ତ ଦାବି ମାନି ନେଇଥିବାରୁ ନବୀନ ନିବାସରେ ହଜାର ହଜାର ଅଙ୍ଗନବାଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ଏକ ବିରାଟ ରାଲିରେ ନବୀନ ନିବାସ ଅଭିମୁଖେ ଯାଇ ନବୀନଙ୍କୁ ଭେଟିଥିଲେ ଅଙ୍ଗନବାଡି କର୍ମୀ । ଏହାପୂର୍ବରୁ ଗତ ୧୨ ତାରିଖ ଦିନ ଅଙ୍ଗନବାଡି କର୍ମୀଙ୍କ ପାଇଁ ବଡ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ଠାରୁ ଆରମ୍ଭ କରି ସେମାନଙ୍କର ଅବସର ବୟସ ସୀମାକୁ ବୃଦ୍ଧି କରିଥିଲେ । ଅଙ୍ଗନବାଡି କର୍ମୀଙ୍କ ଅବସର ବୟସ ସୀମାକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଏହାଛଡା ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ବର୍ଷକୁ ୧୫ ଦିନ ଖରାଛୁଟି ମିଳିବା ନେଇ ଘୋଷଣା କରାଯାଇଥିଲା । ଯାହାକୁ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସିଥିବା ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଲାରେ ମଦ ବିରୋଧି ଆନ୍ଦୋଳନ ରେ ସାମିଲ ହେଲେ ମହିଳା ସଂଘ -ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ

ଗଞ୍ଜାମ ଜିଲ୍ଲାରେ ମଦ ବିରୋଧି ଆନ୍ଦୋଳନ ରେ ସାମିଲ ହେଲେ ମହିଳା ସଂଘ -ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ

Read More...

ଘରଚଟିଆ ସୁରକ୍ଷା ପାଇଁ ଚାଲିଛି ପ୍ରୟାସ

ଘରଚଟିଆ ସୁରକ୍ଷା ପାଇଁ ଚାଲିଛି ପ୍ରୟାସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: