ସେପ୍ଟେମ୍ବର ପହିଲାରେ ଖୋଲିବ ଲିଙ୍ଗରାଜ ମନ୍ଦିର

August 27, 2021, ଓଡ଼ିଶା, , BHAGYAPRABHA NEWS
ସେପ୍ଟେମ୍ବର ପହିଲାରେ ଖୋଲିବ ଲିଙ୍ଗରାଜ ମନ୍ଦିର
BHAGYAPRABHA NEWS
[ INPUT ]
Bhagyaprabha News Bureau
August 27, 2021

ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ଧିରେ ଧିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନ ଖୋଲିଥିବା ବେଳେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବନ୍ଦ ଥିଲା ।କରୋନା ମହାମାରୀ ପ୍ରକୋପ କମିଥିବାରୁ ଏବଂ ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ମନ୍ଦିର ଖୋଲିଥିବାରୁ ଏବେ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଖୋଲିବା ନେଇ ଭୁବନେଶ୍ବର ମହାନଗର ନିଗମ କୋଭିଡ୍‌ ମାର୍ଗଦର୍ଶିକା ଜାରି କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତପ୍ତପାଣିରେ ବନ୍ଧୁକ ମୁନରେ ଯୁବକଙ୍କୁ ଠାରୁ ଲୁଟ୍ ମାମଲା ପର୍ଦ୍ଦାଫାଶ : ନାବାଳକ ସମେତ ୫ ଗିରଫ

ତପ୍ତପାଣିରେ ବନ୍ଧୁକ ମୁନରେ ଯୁବକଙ୍କୁ ଠାରୁ ଲୁଟ୍ ମାମଲା ପର୍ଦ୍ଦାଫାଶ : ନାବାଳକ ସମେତ ୫ ଗିରଫ

Read More...

ଜଷ୍ଟିସ୍ ବିଭି ନାଗରତ୍ନା ହେବେ ସୁପ୍ରିମକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି

ଜଷ୍ଟିସ୍ ବିଭି ନାଗରତ୍ନା ହେବେ ସୁପ୍ରିମକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: