ଡୁରା ସରପଞ୍ଚ ଭାବେ ନାମାଙ୍କନ ଭରିଲେ ବିଷ୍ଣୁ ପ୍ରିୟା ବେହେରା

January 21, 2022, ରାଜନୀତି, ଗଞ୍ଜାମ, Swadhina Kumar Sahu
 ଡୁରା ସରପଞ୍ଚ ଭାବେ ନାମାଙ୍କନ ଭରିଲେ ବିଷ୍ଣୁ ପ୍ରିୟା ବେହେରା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 21, 2022

ସାରା ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପକ୍ରିୟା ଜାରି ରହିଛି । ଆଜି ନାମାଙ୍କନ ପତ୍ର ଦାଖଲର ସେଶ ଦିନରେ ଅନେକ ପାର୍ଥୀ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଆଜି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଡୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ପାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଷ୍ଣୁ ପ୍ରିୟା ବେହେରା। ସେ ନିର୍ବାଚନ କମିଶନରଙ୍କ ସମସ୍ତ କଟକଣା ମାନିବା ସହ ନିଜର ପ୍ରସ୍ତାବକ ଓ ସମର୍ଥକଙ୍କ ସହ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ନିଜର ପାର୍ଥୀପତ୍ର ଦାଖଲ କରିଥିଲେ । ଆଗାମୀ ନିର୍ବାଚନୀ ପ୍ରଚାର ସମୟରେ ମଧ୍ୟରେ ଡିଜିଟାଲ ପ୍ରଚାରକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ବିଷ୍ଣୁ ପ୍ରିୟା ବେହେରା ନାମାଙ୍କନ ଦାଖଲ ସମୟରେ ପୂର୍ବତନ ସରପଞ୍ଚ ଲଷ୍ମୀ ନାରାୟଣ ପାତ୍ର (ବୁଲୁ ଭାଇ ) ବିଜୟ କୁମାର ବେହେରା ,ସନ୍ଦୀପ ଦଳାଇ ,ବଣ୍ଟି ସାହୁ ,ସଞ୍ଜୟ ବେହେରା, ପ୍ରଭାକର ରେଡି, ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିକ୍ଷା ନିର୍ଦ୍ଦେଶାଳୟର ସଂସ୍କୃତ ମାରଣ ନୀତି ବନ୍ଦ ହେଉ

ଶିକ୍ଷା ନିର୍ଦ୍ଦେଶାଳୟର ସଂସ୍କୃତ ମାରଣ ନୀତି ବନ୍ଦ ହେଉ

Read More...

ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନ : ଦିଗପହଣ୍ଡିରେ ୨୪ ସରପଞ୍ଚ , ୩୩ ସମିତି ସଭ୍ୟ

ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନ : ଦିଗପହଣ୍ଡିରେ ୨୪ ସରପଞ୍ଚ , ୩୩ ସମିତି ସଭ୍ୟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: