କେନ୍ଦ୍ରପଡା ଲୋକସଭା ଆସନ ପାଇଁ ବିଜେଡିର ତନାଘନା

March 27, 2019, ରାଜନୀତି, , Bhagyaprabha News Bureau
କେନ୍ଦ୍ରପଡା ଲୋକସଭା ଆସନ ପାଇଁ ବିଜେଡିର ତନାଘନା
Bhagyaprabha News Bureau
March 27, 2019

ବିଜେଡିର ତନାଘନା ଓଡିଶା ରାଜନୀତିର ସବୁଠାରୁ ସମ୍ବେଦନ ଶୀଳ କେନ୍ଦ୍ରପଡା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ କିଏ ହେବ ତାହାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ବିଜେଡି ତରଫରୁ ଜିଲ୍ଲାର ବରିଷ୍ଠ ବିଧାୟକ ନା ସ୍ୱଚ୍ଛ ବ୍ୟକ୍ତିଙ୍କୁ ଲୋକସଭା ଆସନ ପାଇଁ ଟିକେଟ ଦିଆଯିବ ତାହାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ବିଜେଡିର ପରମଶତ୍ରୁ ପାଲଟି ଯାଇଥିବା ତଥା ବୈଜୟନ୍ତ ପଣ୍ଡାଙ୍କୁ ଟକ୍କଟ ଦେଇ ବିଜୟ କରିବାକୁ ପ୍ରୟାସ ଜାରୀ ରଖିଛି ବିଜେଡି । ନବୀନଙ୍କ ଲୋକପ୍ରିୟତାକୁ କରିବେ କି ନା ବିଜେଡି ବିଗତ ପାଞ୍ଚବର୍ଷ ଦଶନ୍ଧି ପରେ କେନ୍ଦ୍ରପଡା ରାଜନୀତି ଦୃଶ୍ୟପଟ ବଦଳିଯିବ । ତାହାକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲାରେ ଖୋଲିବ ଅଂଶୁଘାତ କଣ୍ଟ୍ରୋଲ ରୁମ୍‌

ଜିଲ୍ଲାରେ ଖୋଲିବ ଅଂଶୁଘାତ କଣ୍ଟ୍ରୋଲ ରୁମ୍‌

Read More...

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ,ଦଳ ଛାଡିଲେ ୩ ବିଧାୟକ

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ,ଦଳ ଛାଡିଲେ ୩ ବିଧାୟକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: