ଜିଲ୍ଲାରେ ଖୋଲିବ ଅଂଶୁଘାତ କଣ୍ଟ୍ରୋଲ ରୁମ୍‌

March 27, 2019, ସ୍ବାସ୍ଥ୍ୟ, , Bhagyaprabha News Bureau
ଜିଲ୍ଲାରେ ଖୋଲିବ ଅଂଶୁଘାତ କଣ୍ଟ୍ରୋଲ ରୁମ୍‌
Bhagyaprabha News Bureau
March 27, 2019

ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମର ପ୍ରଭାବ ବଢିଚାଲିଥିବା ବେଳେ ଅଂଶୁଘାତର ସ୍ଥାୟୀ ପ୍ରତିକାର ପାଇଁ ସ୍ୱାସ୍ଥ ବିଭାଗ ତରଫରୁ ଆସନ୍ତା ୧ ତାରିଖ ଠାରୁ ରାଜ୍ୟର ଉପଖଣ୍ଡ ବ୍ଲକରେ କଣ୍ଟୋଲରୁମ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି । । ଆସନ୍ତା ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ସୁବିଧା ଜାରୀ ରହିବ । ଏତଦ୍ ବ୍ୟତୀତ ସମସ୍ତ ସରକାରୀ ମେଡିକାଲରେ ଅଂଶୁଘାତରେ ରୋଗୀ ମାନଙ୍କ ପାଇଁ ଆମ୍ବୁଲାନସ ୧୦୮ ଓ ୧୦୨ ର ବ୍ୟବସ୍ଥା କରାଯିବ । ରାଜ୍ୟର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ସହ ପ୍ରଚୁର ପରିମାଣରେ ଓଆରଏସ କଣ୍ଟୋଲ ରୁମରେ ମହଜୁଦ ରଖାଯିବ ଏହାର ଦାଇତ୍ୱ ସୁଚାରୁରୂପେ ଚଳାଇବା ପାଇଁ ଭିଡିଓ କନଫେରେନସ ଜରିଆରେ ତଦାରଖ କରିବା ପାଇଁ ରାଜ୍ୟ ଓ ଜିଲ୍ଲାର ନୋଡାଲ ଅଫିସର ମାନଙ୍କୁ ଦାଇତ୍ୱ ଦିଆଯାଇଛି । ଏହା ସହ ଜନସାଧାରଣ ଅଂଶୁଘାତରୁ କିପରି ରକ୍ଷା ପାଇବେ ତାହାକୁ ନେଇ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ ଓ ରେଡିଓ ମାଧ୍ୟମରେ ଓ ଗଣମାଧ୍ୟମ ରେ ପ୍ରଚାର କରାଯିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆଇପିଏଲ: ଆଜି ପଞ୍ଜାମ ବନାମ କଲିକତା

ଆଇପିଏଲ: ଆଜି ପଞ୍ଜାମ ବନାମ କଲିକତା

Read More...

କେନ୍ଦ୍ରପଡା ଲୋକସଭା ଆସନ ପାଇଁ ବିଜେଡିର ତନାଘନା

କେନ୍ଦ୍ରପଡା ଲୋକସଭା ଆସନ ପାଇଁ ବିଜେଡିର ତନାଘନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: