ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ବ୍ୟାସ ପୂର୍ଣ୍ଣିମା ଉତ୍ସବ ପାଳିତ

July 14, 2022, ଶିକ୍ଷା, ଗଞ୍ଜାମ, BHAGYAPRABHA NEWS
ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ବ୍ୟାସ ପୂର୍ଣ୍ଣିମା ଉତ୍ସବ ପାଳିତ
BHAGYAPRABHA NEWS
[ INPUT ]
Bhagyaprabha News Bureau
July 14, 2022

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ବ୍ୟାସ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି ।ବେଦ, ପୁରାଣ,ବ୍ରହ୍ମ ସୂତ୍ର, ମହା ଭାରତ ଆଦି ଅନେକ ଗ୍ରନ୍ଥ ରଚନା କରିଥିବା ବ୍ୟାସ ଙ୍କ ଅବଦାନ ଅବିସ୍ମଣୀୟ ବୋଲି ଆଜିର ଗୁଗଲ ମାଧ୍ୟମରେ ଆୟୋଜିତ ଗୁରୁ ପୂର୍ଣ୍ଣିମା ବା ବ୍ୟାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟ ବକ୍ତା ରୂପେ ପ୍ରାକ୍ତନ ତିରୁପତି ତଥା କିସ୍ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତ ପଥି ମତ ବ୍ୟକ୍ତ କରିଥିଲେ । ଭାରତର ତଥା ବିଶ୍ଵ ସମୂହ ବ୍ୟାସଙ୍କ ଆଜିର ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଗୁରୁଙ୍କ ମହା ନତା ଓ ତାଙ୍କ ଅବଦାନ ସମ୍ପର୍କରେ ଆଲୋଚିତ ହେଉଛି ବୋଲି ତିରୁପତି କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ର ସାହିତ୍ୟ ବିଭାଗର ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ ।ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଦ୍ଵାରା ଆୟୋଜିତ ଏହି କାର୍ଯକ୍ରମ ସଂଯୋଜନା କରିଥିଲେ ସମ୍ପାଦକ ଡଃ କୁମାର ଚନ୍ଦ୍ର ମିଶ୍ର ,ଉପସଭାପତି ପଣ୍ଡିତ ଲମ୍ବୋଦର ସତପଥି ଧନ୍ୟବାଦ୍ ଅର୍ପଣ କରିଥିଲେ ,ପ୍ରାରମ୍ଭରେ ସହ ସଂପାଦକ ଡଃ ଦୁର୍ଗା ପ୍ରସାଦ ମିଶ୍ର ବେଦ ମନ୍ତ୍ର ପାଠ କରିଥିଲେ ।ସଂଗଠନ ସମ୍ପାଦକ ସୁକାନ୍ତ କୁମାର କର ,କୋଷାଧ୍ୟକ୍ଷ ଡଃ ବିଷ୍ଣୁ ଚରଣ ରାଉତ ,ଉପ ସଭାପତି ମଧୁସୂଦନ ମିଶ୍ର,ଯୁଗ୍ମ ସମ୍ପାଦକ ବିନାୟକ ତ୍ରିପାଠୀ ପ୍ରମୁଖ ବହୁ କର୍ମକର୍ତ୍ତା ଯୋଗ ଦେଇ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଟପୁର ବିଦ୍ୟାଳୟରେ ପାଳିତ ହେଲା  ୭୩ ତମ ବନ ମହୋତ୍ସବ ସପ୍ତାହ

ପାଟପୁର ବିଦ୍ୟାଳୟରେ ପାଳିତ ହେଲା ୭୩ ତମ ବନ ମହୋତ୍ସବ ସପ୍ତାହ

Read More...

ଢ଼ାବାରୁ ବିଦେଶୀ ମଦ ଜବତ ; ଅଭିଯୁକ୍ତ ଢ଼ାବା ମାଲିକ ଗିରଫ

ଢ଼ାବାରୁ ବିଦେଶୀ ମଦ ଜବତ ; ଅଭିଯୁକ୍ତ ଢ଼ାବା ମାଲିକ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: