ବିଦ୍ୟୁତ ପୁରି ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

July 23, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବିଦ୍ୟୁତ ପୁରି ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
July 23, 2022

ବ୍ରହ୍ମପୁର ବିଦ୍ୟୁତ ପୁରି କଲୋନୀ ସ୍ଥିତ ଉଛ ପ୍ରାଥମିକ ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କ୍ରଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଔଷଧିୟ ଏବଂ ଫଳ ଜାତୀୟ ବୃକ୍ଷ ରୋପଣ କରାଯାଇଥିଲା । ସ୍ୱସ୍ତିକ ଟିଭି ନିର୍ଦ୍ଦେଶିକା ଅନୁଜା ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା କାହ୍ନୁ ଚରଣ ପତି, ଡ଼ା. ସୁବାସ ଚନ୍ଦ୍ର ସାହୁ, ଶିବ ନାୟକ,ବ ନିତା ସାହୁ,ବିରେନ୍ଦ୍ର ମଲନ ପୁରବୀ ଜେନା ,ମନୋଜ ସେଠୀ ସୁମିତ ପାତ୍ର, ପି.ରାଜେନ୍ଦ୍ର ମଣ୍ଡଳ, ଡିଲୁ ମହାଙ୍କୁଡ,ବାବୁ ପତ୍ର,ସୁଶିଳା ମଲ୍ଲିକ,ପ୍ରଭାତ ଷଡଙ୍ଗୀ ଓ ବ୍ରହ୍ମପୁର ସାମ୍ବାଦିକ ପବିତ୍ର ଚୌଧୁରୀ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। ଏହି କ୍ରଯ୍ୟକ୍ରମ ରେ ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଜି.ଜୟଶ୍ରୀ,ସହକାରୀ ଶିକ୍ଷକ ପ୍ରଦୀପ କୁମାର ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ଉଷାରାଣି ଶତପଥୀ, ସ୍ନହେଲତ। ପଣ୍ଡା ଙ୍କ ସମେତ ବ୍ରହ୍ମପୁର ବନପାଳ ବାବୁ ସେଠୀ ଓ ତାଙ୍କ ସହଯୋଗୀ ମାନେ ଯୋଗ ଦେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମିତିସଭ୍ୟଙ୍କୁ ଆକ୍ରମଣ ଓ ହତ୍ୟା ଧମକ, ୱାର୍ଡ ସଭ୍ୟ ଗିରଫ

ସମିତିସଭ୍ୟଙ୍କୁ ଆକ୍ରମଣ ଓ ହତ୍ୟା ଧମକ, ୱାର୍ଡ ସଭ୍ୟ ଗିରଫ

Read More...

ଗୋଷାଣିନୁଆଗାଁ ଶିଶୁ ମନ୍ଦିରରେ ମେଧାବୀ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ

ଗୋଷାଣିନୁଆଗାଁ ଶିଶୁ ମନ୍ଦିରରେ ମେଧାବୀ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: