ମୟୂରଭଞ୍ଜ ଜିଲ୍ଲା ମୋରଡାରେ ଓଡ଼ିଶା ଜୀବିକା ମିଶନ୍ ସହଯୋଗରେ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

August 14, 2022, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ମୟୂରଭଞ୍ଜ ଜିଲ୍ଲା ମୋରଡାରେ ଓଡ଼ିଶା ଜୀବିକା ମିଶନ୍ ସହଯୋଗରେ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
BHAGYAPRABHA NEWS
[ INPUT ]
Bhagyaprabha News Bureau
August 14, 2022

ମୟୂରଭଞ୍ଜ ଜିଲ୍ଲା ମୋରଡା ଠାରେ ଓଡ଼ିଶା ଜୀବିକା ମିଶନ୍ ସହଯୋଗରେ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ହର୍ ତ୍ରିରଙ୍ଗା ଅଭିଯାନ ଆୟୋଜନ କରିବା ପାଇଁ ହେଇଥିବା ଆହ୍ୱାନକୁ ନେଇ ବ୍ଲକ୍ ପେସା ସଂଯୋଜକ ହିମାଂଶୁ ମହାନ୍ତ ,ନୂଆଗାଁ ଗ୍ରାମପଞ୍ଚାୟତ ଓଡ଼ିଶା ଜୀବିକା ମିଶନ୍ ର କର୍ମୀ ମାନଙ୍କ ସହଯୋଗରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଘର ଘର ବୁଲି ତ୍ରିରଙ୍ଗା ପତାକା ବଣ୍ଟନ କରିବା ସହିତ ସମସ୍ତଙ୍କୁ ଦେଶତ୍ମାବୋଧ ଭାବନ୍ନାରେ ଉଦ୍ରେକ ହେବା ପାଇଁ ଆହ୍ୱାନ କରାୟାଇଥିଲା । ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଦେଶ ସ୍ବାଧୀନତା ପାଇଁ ଦେଇଥିବା ଜୀବନ ବଳିଦାନ ସହିତ ବୀର ସହୀଦ ମାନଙ୍କୁ ସ୍ମରଣ କରି ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ପେସା ସଂଯୋଜକ ହିମାଂଶୁ ମହାନ୍ତ ଅନୁରୋଧ କରିଥିଲେ । ଏହି ଅଭିଯାନ ରେ ନୂଆଗାଁ ଗ୍ରାମପଞ୍ଚାୟତ ର ଓଡ଼ିଶା ଜୀବିକା ମିଶନ ଏମ୍ ବି କେ ସରସ୍ଵତୀ ମହାନ୍ତ ,ସି ଆର୍ ପି ଅର୍ପିତା ମହାନ୍ତ ,ଭୂମିକା ମହାନ୍ତ ,ଜୟନ୍ତୀ ମହାକୁଡ, ସୋନାମଣୀ ମୁର୍ମୁ , ଛିତା ସୋରେନ,ସନ୍ଧ୍ୟାରାଣୀ ମହାନ୍ତ ପ୍ରମୁଖ କାର୍ୟ୍ଯକ୍ରମରେ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୂର୍ବତଟ ରେଳପଥ ପକ୍ଷରୁ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ

ପୂର୍ବତଟ ରେଳପଥ ପକ୍ଷରୁ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ

Read More...

ପୂର୍ବ ଶତ୍ରୁତାକୁ ନେଇ ଦୁଇଗୋଷ୍ଠୀ ସଂଘର୍ଷ : ୨ ମହିଳାଙ୍କ ସମେତ ୪ ଗୁରୁତର

ପୂର୍ବ ଶତ୍ରୁତାକୁ ନେଇ ଦୁଇଗୋଷ୍ଠୀ ସଂଘର୍ଷ : ୨ ମହିଳାଙ୍କ ସମେତ ୪ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: