ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପାଳିତ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ପ୍ରତିଷ୍ଠା ଦିବସ

August 20, 2022, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପାଳିତ ହେଲା  ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ପ୍ରତିଷ୍ଠା ଦିବସ
Gouri Shankar Mishra
[ Video Journalist ]
Bhagyaprabha News Bureau
August 20, 2022

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପାଳିତ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ପ୍ରତିଷ୍ଠା ଦିବସ । ବ୍ରହ୍ମପୁର ସହରର ଗିରି ରୋଡ ସ୍ଥିତ ଗୀତା ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରସନ୍ତ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମନଣନ୍ଦ ସ୍ୱରସ୍ୱତୀଙ୍କ ବଳିଦାନ ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସ୍ୱାମୀ ଯୋଗାନନ୍ଦ ଗିରିରାଜ ମହାରାଜ ଓ ମୁଖ୍ୟ ବକ୍ତା ଭାବେ ମାନନୀୟ ପ୍ରାନ୍ତ ସଂଗଠନ ସମ୍ପାଦକ ଶରତ କୁମାର ପ୍ରଧାନ , ଜିଲ୍ଲା ସଭାପତି ଡ଼.ଭବାନୀ ଶଙ୍କର ଦାସ, ବିଭାଗ ସମ୍ପାଦକ ଡ଼. ଅରୁଣ ପ୍ରସାଦ ପାଢି, ଜିଲ୍ଲା ସମ୍ପାଦକ ଗୋପାଳ କୃଷ୍ଣ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ରହିଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ସୁରକ୍ଷା ପ୍ରମୁଖ ଇ.ରାଜୀବନେତ୍ର ଖାଡ଼ଙ୍ଗା , ନଗର ସଭାପତି ରବି ନାରାୟଣ ବେହେରା ଓ ଜିଲ୍ଲା ସତସଙ୍ଗ ପ୍ରମୁଖ ନୃସିଂହ ପ୍ରସାଦ ପାଢି ,ମାତୃଶକ୍ତି ସଂଯୋଜିକା କେ.ଏନ୍ ରାନୀ , ସୁସ୍ମିତା ବେହେରା, ହରପ୍ରିୟ ବିଜୁଳି ,ସୁରକ୍ଷା ପ୍ରମୁଖ ବଳରାମ ମହାନ୍ତି, ଜିଲ୍ଲା ସଂଯୋଜକ ବଳରାମ ମହାରଣା, ସହ ସଂଯୋଜକ ଶୀକାନ୍ତ ସାହୁ,ନଗର ସମ୍ପାଦକ ଲଳିତ ମୋହନ ସେଠୀ ଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାନଗର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ମହାନଗର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Read More...

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବ୍ରହ୍ମପୁର ଆଞ୍ଚଳିକ ପରିଷଦ  ବୈଠକ

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବ୍ରହ୍ମପୁର ଆଞ୍ଚଳିକ ପରିଷଦ ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: