ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜୟପୁର ଠାରେ ଦେଲେ ଉଦବୋଧନ

March 29, 2019, ଦେଶଦୁନିଆ, , Bhagyaprabha News Bureau
ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜୟପୁର ଠାରେ ଦେଲେ ଉଦବୋଧନ
Bhagyaprabha News Bureau
March 29, 2019

ଜୟପୁରର ଜୟପୁର ବାଙ୍କବିଜା ପଡିଆରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ । ସବୁ ବେଳର ଭାଷଣ ଠାରୁ ଆଜିି ର ଭାଷଣ ଟିକିଏ ନିଆରା ।ମୋଦି ପ୍ରଥମ ଭାଷଣରେ ଆପଣ ମାନେ କେମିତି ଅଛନ୍ତି ଏହା ପରେ ଜୟ ଜଗନ୍ନାଥ ଏହା ପରେ ସହିଦ ଲକ୍ଷ୍ମଣ ନାୟକଙ୍କୁ ଫଟୋ ଚିତ୍ରକୁ ପ୍ରଣାମ କରିବା ସହ ଚଇତି ପର୍ବର ଶୁଭେଛା ଜଣାଇଥିଲେ । ସଭାରେ ପଦ୍ମ ପୁରଷ୍କାର ପ୍ରାପ୍ତ କମଳା ଦେବୀ ଏହି ସଭାକୁ ଆସିଥିବାରୁ ନରେନ୍ଦ୍ର ମୋଦି ଖୁସି ଜାହିର କରିଥିଲେ । କେନ୍ଦ୍ର ସରକାରଙ୍କ ୨୦୧୪ ମସିହା ଠାରୁ ୨୦୧୯ ପର୍ଯ୍ୟନ୍ତ ସଫଳତାର ଶ୍ରେୟ ଓ ଓଡିଶାବାସୀଙ୍କୁ ଧନ୍ୟବାଦ ଦେବା ପାଇଁ ଆସିଛନ୍ତି ବୋଲି ସେ କହିଛନ୍ତି । ଏହି ସଭାରେ ଦଳର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା , ବିଜୟ ମହାପାତ୍ର , ମନମୋହନ ସାମଲ , ରାଜ୍ୟ ପ୍ରଭାରୀ ଅରୁଣ ସିଂ ପ୍ରମୁଖ ଉଦବୋଧନ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପି ଦଳକୁ ତ୍ୟାଗ କରି ବିଜେଡିରେ ଯୋଗ ଦେଲେ ଆନନ୍ଦପୁର ବିଧାୟକ

ବିଜେପି ଦଳକୁ ତ୍ୟାଗ କରି ବିଜେଡିରେ ଯୋଗ ଦେଲେ ଆନନ୍ଦପୁର ବିଧାୟକ

Read More...

ବଡଗାମରେ ସୁରକ୍ଷାବାହିନୀର ଏନକାଉଣ୍ଟର, ଦୁଇ ଆତଙ୍କୀ ନିହିତ

ବଡଗାମରେ ସୁରକ୍ଷାବାହିନୀର ଏନକାଉଣ୍ଟର, ଦୁଇ ଆତଙ୍କୀ ନିହିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: