ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା

December 06, 2022, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା
BHAGYAPRABHA NEWS
[ INPUT ]
Bhagyaprabha News Bureau
December 06, 2022

ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର (ଗୁଣ୍ଡିଚା ପଡିଆ ) ସ୍ଥିତ ଶାନ୍ତି ଲତା ଯେନାଙ୍କର ଅକାଳରେ ମହାପ୍ରୟାଣ ହୋଇଯାଇଅଛି । ସ୍ବର୍ଗତା ଯେନା ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ ଏବଂ ଚିକିତ୍ସିତ ଅବସ୍ଥାରେ ଇହଲୀଳା ସମ୍ବରଣ କରିଥିଲେ । ମୃତକଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ମୃତକଙ୍କର ଦଶାହ କ୍ରିୟା ଓ ଅନ୍ୟାନ୍ୟ କର୍ମ ନିମନ୍ତେ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗରିବ ଅସହାୟ ବ୍ୟକ୍ତିଙ୍କ ନିମନ୍ତେ ପ୍ରାୟୋଜିତ କାର୍ଯ୍ୟକ୍ରମ "ମିଶନ୍ ଅମୃତ ହସ୍ତମ୍" ମାଧ୍ୟମରେ ଦଶ ହଜାର ଟଙ୍କାର ଆର୍ଥିକ ଅନୁଦାନ ରାଶି ସହ ଆନୁସାଙ୍ଗିକ ସହାୟତା ଯୋଗାଇ ଦିଆଯାଇଅଛି । ଏହି ଅର୍ଥରାଶିକୁ ମୃତକଙ୍କ ଜ୍ୟେଷ୍ଠ ପୁତ୍ର ଉତ୍ତମ କୁମାର ଯେନାଙ୍କୁ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ଓ କୋଷାଧ୍ୟକ୍ଷ ବିଶ୍ୱଜିତ ଦାଶ ପ୍ରଦାନ କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଦୁର୍ଗମ ଜଙ୍ଗଲରେ ୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ

ଦୁର୍ଗମ ଜଙ୍ଗଲରେ ୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ

Read More...

ଖେମୁଣ୍ଡି ମହାବିଦ୍ୟାଳୟରେ ରାଗିଂ ନିରୋଧ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନତା

ଖେମୁଣ୍ଡି ମହାବିଦ୍ୟାଳୟରେ ରାଗିଂ ନିରୋଧ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: