ହିମୋଗ୍ଲୋବିନ୍ କମିବା ଦ୍ୱାରା କେଉଁ ସମସ୍ୟା ହୋଇଥାଏ ଆସନ୍ତୁ ଜାଣିବା

February 20, 2023, ସ୍ବାସ୍ଥ୍ୟ, , Bhagyaprabha News Bureau
ହିମୋଗ୍ଲୋବିନ୍ କମିବା ଦ୍ୱାରା କେଉଁ ସମସ୍ୟା ହୋଇଥାଏ ଆସନ୍ତୁ ଜାଣିବା
Bhagyaprabha News Bureau
February 20, 2023

ଭୁବନେଶ୍ୱର:ଶରୀରରେ ହିମୋଗ୍ଲୋବିନ୍ କମିବା ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ହାଲିଆ ଲାଗିଥାଏ, ଭୋଗ କମ୍ ଲାଗିବା ସହ ଅଧିକାଶଂ ସମୟରେ କିଛି କାମ କରିବା ପାଇଁ ମଧ୍ୟ ଇଛା ହୋଇ ନଥାଏ । ଏହି କୋଷଗୁଡ଼ିକ ଶରୀରରେ ଅମ୍ଳଜାନ ବହନ କରିଥାଏ । ଅମ୍ଳଜାନ ପରିବହନ ବ୍ୟତୀତ, ହିମୋଗ୍ଲୋବିନ୍ କାର୍ବନ ଡାଇଅକ୍ସାଇଡ୍ କୋଷରୁ ଫୁସଫୁସକୁ ନେଇଥାଏ । ଯେଉଁ କାରଣରୁ ଆମେ ନିଶ୍ୱାସ ନେବାବେଳେ ଶରୀରରୁ କାର୍ବନ ଡାଇଅକ୍ସାଇଡ୍ ବାହାରିଥାଏ । ହିମୋଗ୍ଲୋବିନ୍ କମିବା ଦ୍ୱାରା ଶରୀର ପାଇଁ ଏହି କାର୍ଯ୍ୟ କରିବା କଷ୍ଟକର ହୋଇ ପଡିଥାଏ । ତେବେ ହିମୋଗ୍ଲୋବିନ୍ ବଢାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ ।.ପ୍ରତିଦିନ ଅଙ୍ଗୁର, ନାସପାତି, ନଡ଼ିଆ ପାଣି, ପାଳଙ୍ଗ ଶାଗ, ଜାମୁକୋଳି, ଗୁଡ଼, ଛେନା ଆଜି ଖାଆନ୍ତୁ, ମିଲେଟ୍, କିସମିସ୍, ଖାଇବା ଦ୍ୱାରା ହିମୋଗ୍ଲୋବିନ୍ ବଢିଥାଏ । ସେହିପରି ପ୍ରତ୍ୟେକ ଦିନ ୫ରୁ ୬ଟି ତୁଳସୀ ପତ୍ର ଖାଆନ୍ତୁ । ନଚେତ୍ ଚା’ରେ ମଧ୍ୟ ତୁଳସୀ ପତ୍ର ପକାଇ ପିଇପାରିବେ । ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ଶରୀରେ ହିମୋଗ୍ଲୋବିନ୍ ପରିମାଣ ମଧ୍ୟ ବଢାଇଥାଏ । ପିଜୁଳି ଖାଇଲେ ମଧ୍ୟ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବରଦାସ୍ତ ହେଲାନି ରିଜେକ୍ଟ! ଛୁରୀ ଭୁଷିବା ପରେ ନାବାଳିକାଙ୍କୁ ଚୁଟି ଧରି ବିଚ୍‌ ରାସ୍ତାରେ ଚଲାଇଲେ ୪୭ ବର୍ଷୀୟ ବ୍ୟକ୍ତି

ବରଦାସ୍ତ ହେଲାନି ରିଜେକ୍ଟ! ଛୁରୀ ଭୁଷିବା ପରେ ନାବାଳିକାଙ୍କୁ ଚୁଟି ଧରି ବିଚ୍‌ ରାସ୍ତାରେ ଚଲାଇଲେ ୪୭ ବର୍ଷୀୟ ବ୍ୟକ୍ତି

Read More...

ଆଇଫୋନ୍‌ ଡେଲିଭରୀ କରିବାକୁ ଆସିଥବା ଏଜେଣ୍ଟକୁ ହତ୍ୟା, ଟଙ୍କା ମାଗିବାରୁ ଛୁରୀ ଭୁସିଦେଲେ ୨୦ ବର୍ଷୀୟ ଯୁବକ

ଆଇଫୋନ୍‌ ଡେଲିଭରୀ କରିବାକୁ ଆସିଥବା ଏଜେଣ୍ଟକୁ ହତ୍ୟା, ଟଙ୍କା ମାଗିବାରୁ ଛୁରୀ ଭୁସିଦେଲେ ୨୦ ବର୍ଷୀୟ ଯୁବକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: