ଉତ୍କଳ ଦିବସ ପାଇଁ ପୁରୀ ଅଭିମୁଖେ ସାଇକେଲ ଯାତ୍ରା

March 31, 2023, ବିଶେଷ, ଗଞ୍ଜାମ, Swadhina Kumar Sahu
ଉତ୍କଳ ଦିବସ ପାଇଁ ପୁରୀ ଅଭିମୁଖେ ସାଇକେଲ ଯାତ୍ରା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
March 31, 2023

ଗଞ୍ଜାମ- ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟ ନଗର ଠାରୁ ପୁରି ଅଭିମୂଖେ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ବିଜେଡି ନେତା । ସୂଚନା ମୁତାବକ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳିର ଯୁବନେତା ସିତାରାମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ସାଇକେଲ ଶୋଭାଯାତ୍ରା ବାହାରିଛି । ଉତ୍କଳ ଦିବସ ଅବସରରେ ମହାପ୍ରଭୂଙ୍କ ଦର୍ଶନ କରି ରାଜ୍ୟବାସୀଙ୍କୁ ସୁସ୍ଥ ରହିବାର ବାର୍ତ୍ତା ଦେବା ପାଇଁ ଏହି ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ମା ମହାମାୟୀଙ୍କ ମନ୍ଦିର ସମ୍ମୁଖରୁ ବାହାରିଛି । ଏହି ସାଇକେଲ ଶୋଭାଯାତ୍ରାରେ ସିତାରାମ ପାଣିଗ୍ରାହୀଙ୍କ ସମେତ ବହୁ ସରପଞ୍ଚ ସମିତିସଭ୍ୟ ଓ ବିଜେଡି ନେତା ଓ କର୍ମୀମାନେ ସାମିଲ ହୋଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଦ୍ମନାଭପୁର ନୋଡାଲ ହାଇସ୍କୁଲ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମନାଭପୁର ନୋଡାଲ ହାଇସ୍କୁଲ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...

ଅଟୋ ସହ ନକଲି ବିଦେଶି ମଦ ଜବତ, ଜଣେ ଗିରଫ

ଅଟୋ ସହ ନକଲି ବିଦେଶି ମଦ ଜବତ, ଜଣେ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: