ଦଶମ ପରୀକ୍ଷା ଫଳ- ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅନୁଶ୍ରୀ ଙ୍କ କୃତିତ୍ୱ

May 18, 2023, ଶିକ୍ଷା, ଗଞ୍ଜାମ, Santosh Kumar Mishra
ଦଶମ ପରୀକ୍ଷା ଫଳ- ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅନୁଶ୍ରୀ  ଙ୍କ କୃତିତ୍ୱ
Santosh Kumar Mishra
[ Special Correspondent ]
Bhagyaprabha News Bureau
May 18, 2023

ଛତ୍ରପୁର- ପ୍ରକାଶ ପାଇଛି ଚଳିତବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହରରେ ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଛାତ୍ରୀ ଅନୁଶ୍ରୀ ସାହୁ ସଦ୍ୟତମ ପ୍ରକାଶିତ ଦଶମ ଶ୍ରେଣୀର ବାର୍ଷିକ ବୋର୍ଡ ପରୀକ୍ଷାରେ ୫୫୩ ନମ୍ବର (୯୨.୧୬%)ରଖି ଛତ୍ରପୁର ଏନଏସି ରେ ଟପ୍ପର ହୋଇଛନ୍ତି। ସେହିପରି ବିଦ୍ୟାଳୟର ମୋଟ ୮୨ ଜଣ ଙ୍କ ମଧ୍ଯରୁ A1 ୧ ଜଣ,A2 ୨୦ଜଣ,B1 ୩୮ ଜଣ, B2 ୨୦ଜଣ ଓ C ୩ଜଣ ଏହିପରି ୧୦୦% ରେଜଲ୍ଟ ହୋଇଛି। ଅନୁଶ୍ରୀଙ୍କ ଏହି ସଫଳତା ତଥା ସମସ୍ତ ଉତ୍ତିର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ପରିଚାଳନା କମିଟିର ସମସ୍ତ ସଦସ୍ୟ,ଗୁରୁଜୀଗୁରୁମା ଓ ପ୍ରଧାନାଚାର୍ଯ୍ୟ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଉତ୍ତୋରତର ଉନ୍ନତି କାମନା କରିଛନ୍ତି l ଅନ୍ଯପଟେ ଛାତ୍ରୀ ଅନୁଶ୍ରୀଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଭିନ୍ନ ଧର୍ମକୁ ସମାଲୋଚନା କରିବା ବିରୋଧରେ ଥାନାରେ ପହଁଚିଲା ମାମଲା

ବିଭିନ୍ନ ଧର୍ମକୁ ସମାଲୋଚନା କରିବା ବିରୋଧରେ ଥାନାରେ ପହଁଚିଲା ମାମଲା

Read More...

ଇଲେକ୍ଟ୍ରୋନିକ୍ସ ସାଇନ୍ସ ର ପିଜି ରିସର୍ଚ୍ଚ କନକ୍ଲେଭ - ୨୦୨୩ ଅନୁଷ୍ଠିତ

ଇଲେକ୍ଟ୍ରୋନିକ୍ସ ସାଇନ୍ସ ର ପିଜି ରିସର୍ଚ୍ଚ କନକ୍ଲେଭ - ୨୦୨୩ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: