ମୋଚି କୁଳ ମହାସଂଘ ପରିସରରେ ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

June 23, 2023, ଓଡ଼ିଶା, ଗଞ୍ଜାମ, Kiran Behera
ମୋଚି କୁଳ ମହାସଂଘ ପରିସରରେ ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
Kiran Behera
[ Reporter,Digapahandi ]
Bhagyaprabha News Bureau
June 23, 2023

ଦିଗପହଣ୍ଡି ଆସିକା ରୋଡ ସ୍ଥିତ ଗଞ୍ଜାମ ଜିଲ୍ଲା ଆମ୍ବେଦକର ମୋଚି କୁଳ ମହାସଂଘ କାର୍ଯ୍ଯାଳୟ ପରିସରରେ ଶୁକ୍ରବାର ଦିନ ସ୍ଥାପିତ ଭାରତରତ୍ନ ଡ.ଭୀମରାଓ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଓକିଲ ସଂଘ ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ହରପ୍ରସାଦ ରଥ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଥିଲେେ । ଡ.ଆମ୍ବେଦକରଙ୍କ ଆଦର୍ଶକୁ ଗ୍ରହଣ କରି ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ ।ଏଥିରେ ସଂଘର ସଭାପତି ଆର୍ .ଲୋକନାଥ , ସମ୍ପାଦକ ଏସ୍ .ପ୍ରହଲ୍ଲାଦ , ଡି .ବାବୁ , ଏସ୍ .ସେନବାବୁ , ଆର୍ . ମୋହନ , ଆର୍. ଲାଚ୍ଛା , ଆର୍ .ରାଜୁ , ଡି.ବାବୁଲା , ଏମ୍ .ଯୁଦ୍ଧିଷ୍ଠିର , ଏନ୍ .ଶରତ, ଏନ୍. ରାଜେଶ , ଏନ୍.ତ୍ରିନାଥ , ଜି.ଆପନା , କେ.ଲାଛିକା ଏବଂ ଏନ୍.ବାବୁଲା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଲାଙ୍ଗୀର ଖଲିଆପାଲି ହତ୍ୟା ଘଟଣାରେ ସଂପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ବିକ୍ଷୋଭ

ବଲାଙ୍ଗୀର ଖଲିଆପାଲି ହତ୍ୟା ଘଟଣାରେ ସଂପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ବିକ୍ଷୋଭ

Read More...

ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାର ଗ୍ରହଣ କଲେ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ...

ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାର ଗ୍ରହଣ କଲେ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ...

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: