ବ୍ରହ୍ମପୁର :ବନ୍ଧୁତା ଦିବସ ଅବସରରେ ଡିଜେ ନାଇଟ ପ୍ରୋଗ୍ରାମ ଅନୁଷ୍ଠିତ।

August 07, 2023, ମନୋରଞ୍ଜନ, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁର :ବନ୍ଧୁତା ଦିବସ ଅବସରରେ  ଡିଜେ ନାଇଟ ପ୍ରୋଗ୍ରାମ ଅନୁଷ୍ଠିତ।
Gouri Shankar Mishra
[ Video Journalist ]
Bhagyaprabha News Bureau
August 07, 2023

ବ୍ରହ୍ମପୁର ସହରରେ ଥିବା ୱାୱ ଡ୍ୟାନ୍ସ ଗ୍ରୁପ୍ ଓ ଡ୍ରିମ୍ ଏଫାଆରସ ତରଫରୁ ଫ୍ରେଣ୍ଡସିପ ଡେ ଅବସରରେ ରେଲୱେ ଇନ୍ସ୍ତିଷ୍ଟୁଟ ଠାରେ ଡିଜେ ନାଇଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଉଦଘାଟନ କରିଥିଲେ ଏବଂ ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗେ ଦେଈ ବନ୍ଧୁ ପାଇଁ ଦିନଟିଏ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ଯେହେତୁ ବର୍ତ୍ତମାନ ସମୟରେ ସମସ୍ତେ ପ୍ରାୟ ବ୍ୟସ୍ତବହୁଳ ଜୀବନଯାପନ କରୁଥିବା ସହ ମିଶିବା ସମ୍ଭବ ପର ହେଉନଥିବା ବେଳେ ସୋସିଆଲ ମିଡ଼ିଆ ମାଧ୍ୟମରେ ଯୋଗାଯୋଗରେ ରହୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଥିଲେ। ୱାୱ ଡ୍ୟାନ୍ସ ଗ୍ରୁପ୍ ତରଫରୁ ଅତିଥ ମାନଙ୍କ ଦ୍ୱାରା ବରିଷ୍ଠ ସାମ୍ବାଦିକ, ସ୍ପୋନସର୍, କଳାକାର ମାନଙ୍କୁ ଉପଢଙ୍କନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲ।ଆଜିର ଏହି ଡିଜେ ନାଇଟ ର ମୁଖ୍ୟ ଆକର୍ଷଣ ଥିଲା ଓଲିଉଡ଼ ଅଭିନେତ୍ରୀ ଦିବ୍ୟା ମହାନ୍ତି ଙ୍କ ଆଧୁନିକ ଓ ସମ୍ବଲପୁରୀ ନୃତ୍ୟ ମାଧ୍ୟମରେ ସଭିଙ୍କୁ ମତୁଆଲା କରିଥିଲେ।ଓଡ଼ିଶାର ପ୍ରସିଦ୍ଧ ଡିଜେ ରିକ୍ସଙ୍କ ରିମିକ୍ସ ରେ ଯୁବକ,ଯୁବତୀ ଏବଂ କପଲ୍ ମାନେ ଡ୍ୟାନ୍ସ କରିବା ସହ ଫ୍ରେଣ୍ଡସିପ ଡେ' ର ମାଜନେଇଥିଲେ। ଏହି ଇଭେଣ୍ଟ କୁ ଗଣେଶ ମିସ୍ତ୍ରୀ ପରିଚାଳନା କରୁଥିବା ବେଳେ ରୋଜାଲିନି ପଟ୍ଟନାୟକ ମଞ୍ଚ ପରିଚାଳନା କରୁଥିଲେ। ଆନ୍ୟ ମାନଙ୍କ ମଧ୍ୟରେ ରତିକାନ୍ତ , ରାଜେଶ ସେନାପତି, ଚନ୍ଦନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରୁଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର :ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ

ବ୍ରହ୍ମପୁର :ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ

Read More...

ପାରଳାଖେମୁଣ୍ଡି :ସରିବାର ନାଁ ନେଉନି ଦୀର୍ଘ ବର୍ଷ ଧରି ଚାଲିଥିବା ପାରଳା ମୁଖ୍ୟରାସ୍ତାର ପ୍ରଶସ୍ତି କରଣି କାମ ।

ପାରଳାଖେମୁଣ୍ଡି :ସରିବାର ନାଁ ନେଉନି ଦୀର୍ଘ ବର୍ଷ ଧରି ଚାଲିଥିବା ପାରଳା ମୁଖ୍ୟରାସ୍ତାର ପ୍ରଶସ୍ତି କରଣି କାମ ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: