ଗଜପତି ଜିଲ୍ଲା ମୋହନା ପୋଲିସକୁ ବଡ ସଫଳତା- ମିନି ଟ୍ରକରୁ ୪୩ କୁଇଣ୍ଟାଲ ଗଞ୍ଜେଇ ଜବତ

August 21, 2023, ଅପରାଧ, ଗଜପତି, Rasmi Ranjan Sahu
ଗଜପତି ଜିଲ୍ଲା ମୋହନା ପୋଲିସକୁ ବଡ ସଫଳତା- ମିନି ଟ୍ରକରୁ ୪୩ କୁଇଣ୍ଟାଲ ଗଞ୍ଜେଇ ଜବତ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
August 21, 2023

ପାରଳାଖେମୁଣ୍ଡି -ଗଜପତି ଜିଲ୍ଲା ମୋହନା ପୋଲିସକୁ ମିଳିଛି ବଡ ସଫଳତା। ଏକ ମିନି ଟ୍ରକରୁ ୪୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ମୋହନା ପୋଲିସ । ଯାହାର ଆନୁମାନିକ ମୂଲ୍ୟ ଚାରି କୋଟିରୁ ଉର୍ଦ୍ଧ୍ୱ ହେବ । ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୋହନା ଥାନା ଅନ୍ତର୍ଗତ ମଧୁରାମ୍ବ ଗାଁ ନିକଟରେ ପୋଲିସ ଟିମ୍ ଚଢ଼ାଉ କରି ଅଡବା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମିନି ଟ୍ରକକୁ ସନ୍ଦେହରେ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ମିନି ଟ୍ରକ୍ ରୁ ୧୩୫ ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ । ପୋଲିସକୁ ଦେଖି ଘଟଣାସ୍ଥଳ ରୁ ଗାଡ଼ି ଡ୍ରାଇଭର ଓ ହେଲ୍ପର ଚମ୍ପଟ ମାରିଥିବା ବେଳେ ଏତେ ପରିମାଣର ଗଞ୍ଜେଇ କେଉଁଠାକୁ ଚାଲାଣ ହେଉଥିଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ସାମ୍ବାଦିକ ସମିଳନୀ ରେ କହିଛନ୍ତି ଏସପି । ଯାହାକି ଗଜପତି ଜିଲ୍ଲା ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଥିବା ଆଲୋଚନା ହୋଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୂଆଦିଲ୍ଲୀରୁ ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହେଲେ ନାରାୟଣପାଟଣା ବ୍ଲକର ଫେରାର ପୂର୍ବତନ ବିଡ଼ିଓ ରମେଶ ଚନ୍ଦ୍ର ସାହୁ

ନୂଆଦିଲ୍ଲୀରୁ ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହେଲେ ନାରାୟଣପାଟଣା ବ୍ଲକର ଫେରାର ପୂର୍ବତନ ବିଡ଼ିଓ ରମେଶ ଚନ୍ଦ୍ର ସାହୁ

Read More...

ପାରଳାଖେମୁଣ୍ଡି : ଏସ କେ ସି ଜି ମହାବିଦ୍ୟାଳୟରେ ସାହିତ୍ୟ ପାଠଚକ୍ର ଅନୁଷ୍ଠିତ ।

ପାରଳାଖେମୁଣ୍ଡି : ଏସ କେ ସି ଜି ମହାବିଦ୍ୟାଳୟରେ ସାହିତ୍ୟ ପାଠଚକ୍ର ଅନୁଷ୍ଠିତ ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: