କୋରାପୁଟ-ନାରାୟଣପାଟଣା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ବ୍ୟବସାୟଙ୍କୁ କୋର୍ଟ ଚାଲାଣ

September 11, 2023, ଅପରାଧ, କୋରାପୁଟ, SANJAY KUMAR KANDHAPANI
କୋରାପୁଟ-ନାରାୟଣପାଟଣା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ବ୍ୟବସାୟଙ୍କୁ କୋର୍ଟ ଚାଲାଣ
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
September 11, 2023

କୋରାପୁଟ ଜିଲ୍ଲା ମାଓ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକରେ ଦିନକୁ ଦିନ ଚୋରା ମଦ ବ୍ୟବସାୟ ବଢ଼ିବାରେ ଲାଗିଥିବାରୁ କୋରାପୁଟ ଅବକାରୀ ଆରକ୍ଷୀ ଅଧିକ୍ଷକ ଅରୁଣ ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ନାରାୟଣପାଟଣା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନିଲମଣୀ ଲାହାଝାଲ୍ ଙ୍କ ନେତୃତ୍ବରେ Asi ଅମୋର କୁମାର ବିଷୋୟୀ ଏବଂ ତାଙ୍କ କର୍ମଚାରୀ ମିଶି ତଳଗୁମାଣ୍ଡି ରାସ୍ତା ପାର୍ଶ୍ବରେ ଚୋରା ମଦ ବ୍ୟବସାୟଙ୍କୁ ଧରିବା ପାଇଁ ଜାଲ ବିଞ୍ଚାଇ ଥିବା ସମୟରେ ଦୁର୍ଗୀ ଗ୍ରାମର ହେମନ୍ତ ମହାନନ୍ଦିଆ ଏକ ଅଟୋ ଗାଡ଼ି ଆନ୍ଧ୍ର ପ୍ରଦେଶ ରେଜିଷ୍ଟ୍ରେସନ ନମ୍ବର ଅଟୋ ମଦ ବସ୍ତାରେ ଭର୍ତ୍ତି କରି ନେଇ ଆସୁଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ରହିଥିବା ନାରାୟଣପାଟଣା ଅବକାରୀ ପୋଲିସ ଅଟୋ ସହ ମଦ ଏବଂ ଦୁର୍ଗୀ ଗ୍ରାମର ହେମନ୍ତ ମହାନନ୍ଦିଆଙ୍କୁ ଧରି ଆଜି ନାରାୟଣପାଟଣା ଅବକାରୀ ଥାନାରେ ୮୧/୨୦୨୩ ଏକ ମାମଲା ରୁଜୁ କରି ଅଟୋ ସହ ମଦ ଜବତ କରିବା ହେମନ୍ତ ମହାନନ୍ଦିଆଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିଲା ସେଠାରେ ତାଙ୍କ ବେଲ୍ ନାକଚ ହୋଇ ଯିବାରୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇ ଥିବା Asi ଅମୋର କୁମାର ବିଷୋୟୀ ପ୍ରକାଶ କରିଛନ୍ତି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି : ଗ୍ରେଡ ପେ ବୃଦ୍ଧି ଦାବିରେ ଏସ୍.ଏସ୍.ବି ଅଧ୍ୟାପକଙ୍କ କଳାବ୍ୟାଜ ପରିଧାନ ସହ ପ୍ରତିବାଦ ।

ପାରଳାଖେମୁଣ୍ଡି : ଗ୍ରେଡ ପେ ବୃଦ୍ଧି ଦାବିରେ ଏସ୍.ଏସ୍.ବି ଅଧ୍ୟାପକଙ୍କ କଳାବ୍ୟାଜ ପରିଧାନ ସହ ପ୍ରତିବାଦ ।

Read More...

ଗ୍ରାମକଣ୍ଟକ ଜମିରେ ସଲାମୀକୁ କମ୍ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଗଲା ଚାମ୍ବର ଅଫ କମର୍ସ

ଗ୍ରାମକଣ୍ଟକ ଜମିରେ ସଲାମୀକୁ କମ୍ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଗଲା ଚାମ୍ବର ଅଫ କମର୍ସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: