ଗଜପତି ଜିଲ୍ଲା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭ ଉଦଘାଟନ

December 28, 2023, ବିଶେଷ, ଗଜପତି, Rasmi Ranjan Sahu
ଗଜପତି ଜିଲ୍ଲା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭ ଉଦଘାଟନ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
December 28, 2023

ବିକଶିତ ଭାରତ ସଂକଳ୍ପ ଯାତ୍ରା ପାଇଁ ଆଜି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକରେ ପହଂଚିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନ ରଥ । ଏହି କାର୍ଯ୍ୟକ୍ରମ ଟି ବ୍ଲକରେ ୨୮ତାରିଖ ଠାରୁ ଜାନୁଆରୀ ୦୩ତାରିଖ ପର୍ଯ୍ୟନ୍ତ ବ୍ଲକର ୧୪ ଗୋଟି ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ଲୋକଙ୍କୁ ସଚେତନ କରିବ। ଏହି ସଚେତନ ରଥ ଟି ଆଜି ପ୍ରଥମ ବ୍ଲକ ରେ ପହଞ୍ଚିବ ପରେ ଏକ ଭବ୍ୟ ସ୍ଵାଗତ ସହ ରା.ଉଦୟଗିରି ପରିକ୍ରମା କରି ବ୍ଲକ କାର୍ଯ୍ୟଳୟ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇ ଏହି ସଚେତନ ରଥର ଶୁଭ ଉଦଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରୀପାଠୀ, ଜେମସ ରାଇକା ଙ୍କ ସମେତ ବ୍ଲକରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ ଓ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସବୁଜିମା ପରିବେଶ ଭର ଗଣ୍ଡାହାତୀ ଜଳ ପ୍ରପାତ , ପର୍ଯ୍ୟଟକଙ୍କ ମନରେ ରହିଯାଏ ଏହାର ଅଭୁଲା ସ୍ମୁତି ।

ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସବୁଜିମା ପରିବେଶ ଭର ଗଣ୍ଡାହାତୀ ଜଳ ପ୍ରପାତ , ପର୍ଯ୍ୟଟକଙ୍କ ମନରେ ରହିଯାଏ ଏହାର ଅଭୁଲା ସ୍ମୁତି ।

Read More...

ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧୩୯ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧୩୯ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: