ବ୍ରହ୍ମପୁର ଢୋଲିଆ ମହାସଂଘର ବୈଠକ,ସଭାପତି ଭାବେ ଲୋକନାଥ ସାମନ୍ତରା ମନୋନୀତ

January 04, 2024, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁର ଢୋଲିଆ ମହାସଂଘର ବୈଠକ,ସଭାପତି ଭାବେ ଲୋକନାଥ ସାମନ୍ତରା ମନୋନୀତ
Gouri Shankar Mishra
[ Video Journalist ]
Bhagyaprabha News Bureau
January 04, 2024

ବ୍ରହ୍ମପୁର - ମାଁ ଦଣ୍ଡକାଳୀ ଢୋଲିଆ ମହାସଂଘ ବ୍ରହ୍ମପୁର ପକ୍ଷରୁ ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ସଂଘ ର ଏଜ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ମୁଖ୍ୟଅତିଥି ଭାବେ କେ. ରବିକୁମାର ଯୋଗଦେଇଥିବା ବେଳେ ସର୍ମାନୀତ ଅତିଥି ଭାବେ ବାପି ପଣ୍ଡା ଏବଂ ଧିରେନ ରାଓ ପ୍ରମୁଖ ଯୋଗ ଦେଇ ଦୀପପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ତତସହିତ ଆସନ୍ତା ଦିନରେ କିପରି ଲାଗିରହିଥିବା ଢୋଲିଆ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ହୋଇପାରିବ ସେ ନେଇ ଏଠାରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା, ପରେ ପରେ ବୈଠକରେ ଯୋଗ ଦେଇଥିବା ସମସ୍ତ ଢୋଲିଆ ଙ୍କ ନିଷ୍ପତ୍ତି କ୍ରମେ ନୂଆବସଷ୍ଟାଣ୍ଡ ଦଣ୍ଡକାଳୀ ମନ୍ଦିର ମ୍ୟାନେଜର ଲୋକନାଥ ସାମନ୍ତରା ଙ୍କୁ ବ୍ରହ୍ମପୁର ଢୋଲିଆ ମହାସଂଘ ର ସଭାପତି ଭାବେ ଚୟନ କରାଯାଇଥିଲା, ଏଥିରେ ଢୋଲିଆ ମିଟୁ ନାୟକ, ସିମା ଜେନା, ଖଲି ଦାସ, ଯେ ଶ୍ରୀନୁ, ଜଗା ଦାସ ଙ୍କୁ ଅତି ଥି ମାନଙ୍କ ଦ୍ୱାରା ଗୁରୁ ସର୍ମାନରେ ସର୍ମାନିତ କରାଯାଇଥିଲା, ସଂଘର ନୂତନ ସଭାପତି ଭାବେ ଲୋକନାଥ ସାମନ୍ତରା ଙ୍କୁ ଚୟନ କରାଯିବା ପରେ ବୈଠକରେ ଉପସ୍ଥିତ ଥିବା ସମସ୍ତ ଢୋଲିଆ ଭାଇ ମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ସମର୍ଦ୍ଧନା ଜଣାଇଥିଲେ, ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ ସାହୁ, ରୋଶନ ମାହାଙ୍କୁଡ, ସୁଦାମ ସାମଲ ଙ୍କ ସମେତ ସଂଘ ର ବହୁ ଢୋଲିଆ ଭାଇ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ!!!!!!




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାଇଦ୍ରାବାଦର ଆନ୍ତର୍ଜାତୀୟ ଉତ୍ସବରେ ସମ୍ମାନୀତ ହେଲେ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଓ   ବାଲୁକାଶିଳ୍ପୀ ସତ୍ୟ ମହାରଣା

ହାଇଦ୍ରାବାଦର ଆନ୍ତର୍ଜାତୀୟ ଉତ୍ସବରେ ସମ୍ମାନୀତ ହେଲେ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଓ ବାଲୁକାଶିଳ୍ପୀ ସତ୍ୟ ମହାରଣା

Read More...

 ରାଜ୍ୟସ୍ତରୀୟ  ନାଟକ ମହୋତ୍ସବ ଉଦଘାଟିତ, ପ୍ରଥମ ସନ୍ଧ୍ୟାରେ ନାଟକ

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ, ପ୍ରଥମ ସନ୍ଧ୍ୟାରେ ନାଟକ"ପ୍ରତିଶୋଧ" ମନମୋହିଲା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: